ଦେହ ବ୍ୟବସାୟ , କଷ୍ଟ ତ ହୁଏ କିନ୍ତୁ ସେ କଷ୍ଟରୁ ମଜା ନେଇ ଆମକୁ ଏସବୁ ….. ମାନିନୀ ମୁହଁ ଖୋଲିଲେ ।

sssssssss

ବନ୍ଧୁଗଣ ଆପଣଙ୍କୁ ଆମ ପୋର୍ଟାଲ୍ କୁ ବହୁତ୍ ବହୁତ ସ୍ଵାଗତ । ଏବେ ତ କରୋନା ପାଇଁ ସବୁ ବନ୍ଦ ଅଛି । ଏହି ସମୟରେ ଆମ ଜଣେ ଝିଅ ମାନିନୀ ଯାହାଙ୍କ ବୟସ ମାତ୍ର ୨୨ ହବ କହିଥିଲେ ସବୁକିଛି ଆଉ ସେ ଏବେ ଜଣେ ଦେହଜୀବୀ ଭାବରେ କାମ କରନ୍ତି ।

ଆପଣ ମାନେ ଶୁଣିଲେ ଆଶ୍ଚର୍ୟ୍ଯ ହେବେ ନା ଦୁଃଖ ପ୍ରକାଶ କରିବେ ବିଚାର କରିବା କଷ୍ଟକର ହୋଇପଡିବ । ଭୁବନେଶ୍ୱର ମାଳିସାହି ରେ ଏକ ଗରିବ ପରିବାରରେ ତାଙ୍କ ଜନ୍ମ କିନ୍ତୁ ଆଖିରେ ବହୁତ୍ ସ୍ବପ୍ନ ସେ ସ୍ବପ୍ନ କେମିତି ବା ସକର୍ ହବ ଏ ମାନବ ସମାଜ ତ ତାକୁ ଲୁଟି ଚାଲିଛି ।

sleep

ମାନିନୀ କହୁଛନ୍ତି :- କେବେ ଠୁ ମୁଁ ବେଶ୍ୟ ନା ରେ ପରିଚିତ ହେଲି ମୁଁ ଜାଣିନି କିନ୍ତୁ ମୁଁ ଏତିକି ଜାଣିଛି ସେତେବେଳକୁ ମୋତେ ପ୍ରାୟ ୧୨ ବର୍ଷ ହବ ହତତ୍ ବୋଉ କବାଟ ଖୋଲିଲେ ଆଉ ମୋତେ ତାଙ୍କ ଖଟ ରେ ଶୋଇବାକୁ କହିଲେ ଆଉ ମୁଁ ସେମିତି ସୋଇ ଥିଲେ । ଆଉସେହି ସମୟରେ ବଡ଼ ବାବୁ ଆସିଲେ ଆଉ ମୋ ସହ କହି କି କାନ୍ଦି ପକେଇଲେ ମାନିନୀ। ସେ କଥା ମଧ୍ୟ କହୁଥିଲେ କି ମୁଁ କେବେ ବି ୟକୁ ଭୁଲି ପାରିନି କି ଭୁଲିବାକୁ ବି ଚାହୁନି ।

ହିଁ କଷ୍ଟ ତ ହୁଏ କିନ୍ତୁ ସେହି କଷ୍ଟ କୁ କହି ଆମେ ସମସ୍ତଙ୍କୁ ଖୁସି ଦେଇ ଥାଉ କିନ୍ତୁ ବହୁତ୍ ଲୋକ ଭାବନ୍ତି ଆମେ ହିଁ ଏଠି ବେଶି ଖୁସି । କେଇଦିନ ଜଣେ ତ କେଇଦିନ ୫-୭ ଜଣକ ସହ ଶୋଇବାକୁ ପଡ଼ିଥାଏ । କେମିତି ବା ଜଣେ ଖୁସି ହେଇପାରେ ଏ କାମରେ କିନ୍ତୁ କରିବାକୁ ପରେ ସବୁ ସ୍ବପ୍ନ କୁ ପଦରେ ଦଳୀ ଦେଇ କରିବାକୁ ପଡ଼ିଥାଏ ।
ମାଆ ଚାଲିଗଲା ପରେ ଏବେ ପୁରା ପରିବାର ର ବୋଝ ମୋ ଉପରେ । କଣ ବା କରିବି ମୁଁ ଏ ସମାଜ ଆଗରେ ପର ମୁଁ ଜଣେ ବେସ୍ୟ କି କାମ ବା ମିଳିବ ମୋତେ। ଛାଡନ୍ତି ।

ମାନିନୀ ଙ୍କ ରୋଜକର କେତେ ସେ ନିଜ କହିଛନ୍ତି । କେହି ଏଥି ୫୦୦ ଦିଏ ତ କେହି ୨୦୦୦ ଆଉ ସେହି ଆଣୁଷରେ ଆମେ କରିଥାଉ । ଆମ customar ଙ୍କୁ ଖୁସି କରିବା ପାଇଁଁ ଆମେ ସମସ୍ତ ଚେଷ୍ଟା କରି ଥାଉ । କିଛି ଲୋକ ଖୁସିରେ ଆସିଥାନ୍ତି ତ କିଛି ରାଗରେ। ତା କିଛି ବାହାଘର ଆଗରୁ ସେକ୍ସ ଶିଖିବାକୁ ବି ଆସି ଥାଆନ୍ତି । କିଛି ରାଗରେ ଆମକୁ ମାରିବି ଥାଆନ୍ତି ଆଉ ବେଡ ଉପରେ ବହୁତ୍ ଅତ୍ୟାଚାର ବି କରି ଥାଆନ୍ତି ତ ଆଉ କିଛି ସେକ୍ସ କରିବାକୁ ଲାଜ କରି ଥାଆନ୍ତି । ପୁଣି ଏମିତି ବି ଲୋକ ଅଛନ୍ତି ଯେଉଁମାନେ କେବଳ ତାଙ୍କ ଦୁଃଖ କଥା କହି ଥାଆନ୍ତି ବାସ୍ ସେ ଆମକୁ ତାଙ୍କ ଭଲ ସାଙ୍ଗ ଭଳି ବ୍ୟବହାର କରନ୍ତି ।

ଏବେ ଏତିକିରେ ରହିବା ବନ୍ଧୁ ଯଦି କିଛି ବେଶି ଜାଣିବାର ଇଛା ଅଛି ,,,,, ରେ ପ୍ରଶ୍ନ ଲେଖି ଦିଅନ୍ତି ଆମେ ସେ ବିଷୟରେ ତଥ୍ୟ ଦେବାକୁ ଚେଷ୍ଟା କରିବୁ ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *