ଜିବନ ନଷ୍ଟ ହେବାର ୫ଟି କାରଣ ନିଜେ ଶ୍ରୀ କୃଷ୍ଣ କହିଛନ୍ତି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଦୁଗଣ ଆମେ ଆଜି ଆପଣ ମାନଙ୍କୁ ପାଞ୍ଚଟି ଭୁଲ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଆସିଛୁ ଜାହାକୁ କରିବା ଦ୍ୱାରା ଆପଣ ମାନଙ୍କ ଭାଗ୍ୟ ସଂମ୍ପର୍ଣ୍ଣ ଭାବେ ବିଗିଡି ଜାଇ ପାରେ । ପ୍ରତ୍ୟେକ ବ୍ୟକ୍ତି ସବୁ ସମୟ ରେ ଏହି କଥା କୁ ଚାହିଁ ଥାଏ କି ତାହାର ଭାଗ୍ୟ ଭଲ ହେଉ ହେଲେ ସବୁ ବେଳେ ଏହା ହୋଇ ନ ଥାଏ । ଅନେକ ଥର ଭାଗ୍ୟ ଖରାପ୍ ହେବା କାରଣ କୁ ବହୁତ ପରିଶ୍ରମ କରିବା ସ୍ୱତେ ବି ଆମକୁ କେବେ ବି ସଫଳତା ମିଳେ ନାହିଁ ।

ତେବେ ଯଦି ଆମେ ଶାସ୍ତ୍ର ର କଥା କହିବା ତେବେ ବ୍ୟକ୍ତି ବହୁତ ପରିଶ୍ରମ ପରେ ବି କିଛି ଭୁଲ କାରଣ ରୁ ହିଁ ସେ ନିଜ ଜିବନ ରେ ସଫଳ ହୋଇ ପାରେ ନାହିଁ । ତେବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି କାରଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଆସିଛୁ । ପ୍ରଥମେ ରହିଛି ବାଣୀ ସଞମତା ହରାଇବା । ଶାସ୍ତ୍ର ରେ ବାଣୀ ଉପରେ ସଞମତା ରକ୍ଷା କରିବା ପାଇଁ ବାରମ୍ବାର କୁହାଯାଏ । ତେବେ ସେହି ପରି କ୍ଷେତ୍ର ରେ କୁହାଯାଏ କୁ ଯେଉଁ ଲୋକ ମାନେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖି ପାରେ ନାହିଁ ସେ ସବୁ ସମୟ ରେ ଧୋକା ଏବଂ ଅସଫଳତା ପାଇ ଥାଏ ।

ଦୁଇ ରେ ରୁକ୍ଷ ଆଚରଣ । ବହୁତ ଲୋକ ମାନେ ଅନ୍ୟ ସହିତ କୈଣସି କାର୍ଯ୍ୟ କୁ ନେଇ କମଳ କଥା କହି ହିଁ ହାସଲ କରି ଆଣି ଥାନ୍ତି । ହେଲେ କିଛି ଲୋକ ମାନେ ଏମିତି ରହି ଥାନ୍ତି । ଯେଉଁ ମାନେ ନିଜ ଜିବନ ରେ କେବେ ବି କମଳତା ସହିତ କଥା କହିବା ସିଖି ନ ଥାନ୍ତି । ତେବେ ସେମିତି ବେଳେ ସେମାନେ ଯେକୈଣସି ଲୋକ ମାନଙ୍କ ସହିତ କଥା ହୁଅନ୍ତି ସେମାନେ ରୁକ୍ଷ ଭାବେ ହୁଅନ୍ତି ଖାସ୍ ସେହିଥି ପାଇଁ ସେମାନେ ଜିବନ ରେ ଆଗକୁ ବଢନ୍ତି ନାହିଁ ସେମାନଙ୍କୁ କେହି ପସନ୍ଦ କରନ୍ତି ନାହିଁ । ତିନି ରେ ଅନୁଚିତ କର୍ମ କରିବା । କଥା ରେ ରହିଛି ଆପଣ ମାନେ ଯେଉଁ କର୍ମ କରନ୍ତି ସେହି ହିସାବ ରେ ଆପଣ ମାନଙ୍କୁ ଫଳ ବି ମିଳି ଥାଏ ।

krishna

ତେବେ ଆପଣ ମାନଙ୍କୁ କହିବୁ କି ଯଦି ଆପଣ ମାନେ ଜିବନ ରେ କେବେ ଅୁଚିତ କର୍ମ କରନ୍ତି ତେବେ ଆପଣ ମାନଙ୍କୁ ସେହି ପରି ଭାବେ ଫଳ ଅର୍ଥାତ୍ ଆପଣ ମାନଙ୍କୁ ଦାରିଦ୍ରତା ଏବଂ ଅସଫଳତା ର ସାମ୍ନା କରିବା ପାଇଁ ପଡିବ ଜିବନ ରେ କେବେ କୈଣସି ଲୋକ ଙ୍କୁ ମିଛ କୁହନ୍ତୁ ନାହିଁ । କେବେ ବି କାହାକୁ ସାହାଯ୍ୟ ନ କରିବା । ଏମିତି ରେ କୁହାଯାଏ ବିପଦ ବେଲେ ଛିଡା ହୋଇ ଥିବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ ଅଟନ୍ତି । ସେହି ପରି ବେଳେ ଆପଣ ମାନେ କେବେ ବି ଯଦି କୈଣସି ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ପସନ୍ଦ କରନ୍ତି ନାହିଁ ।

ଏବଂ ସେହି ପରି ଲୋକ ମାନଙ୍କୁ ଘୃଣା କରନ୍ତି ତେବେ ଆପଣ ମାନଙ୍କୁ କେବେ ବି ଅନ୍ୟଠୁ ସାହାଯ୍ୟ ମିଳେ ନାହିଁ । ଏବଂ ଆପଣ ମାନେ କେବେ ବି ଧନୀ ଏବଂ ଜିବନ ରେ ଭଲ ବ୍ୟକ୍ତି ଭାବେ ପରିଚିତ ହୋଇ ପାରନ୍ତି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *