ଏହି ୨୫ ଟି ସଂକେତ ଧନୀ ହେବାର ସୂଚନା ଦେଇଥାଏ , ସଂକେତ କୁ ଜାଣିବା ଜରୁରୀ ନଚେତ୍ …

rich-indiucation

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କୋଟି ପତି ହେବା ପୂର୍ବ ମିଳୁ ଥିବା କିଛି ସଂଙ୍କେତ ବିଷୟ ରେ ଆପଣ ମାନଙ୍କ ସହିତ କଥା ହେବା ପାଇଁ ଚାହିଁବୁ । ତେବେ ଏମିତି ରେ ଯଦି ଆପଣ ମାନଙ୍କୁ ବି ଏହି ସଂଙ୍କେତ ମଧ୍ୟ ରୁ କୈଣସି ବି ମିଳୁଛି । ତେବେ ଆପଣ ମାନେ କୋଟିପତି ବା ଧନୀ ହେବାକୁ ଯାଉଛନ୍ତି ।

ପ୍ରଥମେ ରହିଛି ଶୁଭ ଦିନ ରେ ପଇସା ଆସିବା । କେବେ ଯଦି ଆପଣ ମାନଙ୍କୁ ଟଙ୍କା ମିଳେ ବା ଆୟ ଅଧିକ ହୁଏ ତେବେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ସକାଳେ ଉଠିଲେ ଆଖ ପାଖରେ ମନ୍ଦିର ରେ ସଂଙ୍ଗୀତ ର ଶବ୍ଦ ସୁଣନ୍ତି । ତେବେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ସେହି ପରି ବେଳେ ଯଦି ଆପଣ ମାନେ ଝିଣ୍ଟିକା କୁ ଦେଖନ୍ତି ବା ତାର ସଂଙ୍ଗୀତ ସୁଣିବା ପାଇଁ ପାଆନ୍ତି । ତେବେ ବି ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ସେହି ପରି ବେଳେ ଆପଣ ମାନେ ଘୁସୁରୀ ଦେଖିଲେ ବି ଆପଣ ମାନଙ୍କ ଉପରେ ଲକ୍ଷ୍ମୀ ପ୍ରସନ୍ନ ବୋଲି ଜଣାନ୍ତି । ବା ଡଲଫିନ୍ ବି ଆପଣ ମାନେ ଦେଖିଲେ ପାଣି ରେ ଏପଟ ସେପଟ ହେଉଛି ତେବେ ବି ଆପଣ ମାନଙ୍କର ଜିବନ ରେ ମାତା ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ସାରିଛି ।

କେବେ ଯଦି ଆପଣ ମାନେ କଇଁଛ କୁ ପାଣି ମଧ୍ୟ ରେ ଚାଲି ଜାଉ ଥିବାର ଦେଖନ୍ତୁ ତେବେ ଏହା ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ ଏବଂ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ସବୁ ସମୟ ରେ ହାତ କୁ୍ଣ୍ଡେଇ ହେବା ବି ଆପଣ ମାନଙ୍କ ପାଇଁ ବହୁତ ଶୁଭ ସଂଙ୍କେତ ହୋଇ ଥାଏ । ଏହା ଆପଣ ଙ୍କ ଧନ ଆସିବାର ସଂଙ୍କେତ ଦେଇ ଥାଏ । ଏମିତି ବହୁତ ସମୟ ରେ ଆପଣ ମାନେ ଦେଖି ଥିବେ କି ଗୋଟିଏ ପଟେ ବର୍ଷା ହେଉ ଥିବା ବେଳେ ସୂର୍ଯ୍ୟ ବି ଚମକ ଦେଉଛି ।

ତେବେ ସେମିତି ବେଳେ ବି ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ମୋତି ଏବଂ ବଗିଚାର ପ୍ରାକୃତିକ ସଙ୍କେତ କୁ ଦେଖିବା । ବହୁତ ଭଲ ସଂଙ୍କେତ ହୋଇ ଥାଏ । କୁକୁର ଘରକୁ ଆସିବା କି ଆପଣ ମାନଙ୍କ ଧନ ଭବିଷ୍ୟତ ରେ ଆସିବା ସହିତ ସମାନ ହୋଇ ଥାଏ । ରାସ୍ତା ରେ ସିକା ବା ଚାରି ପତ୍ର ର ଘାସ ଦେଖିବା ବି ଆପଣ ମାନଙ୍କ ଶୁଭ ସଂଙ୍କେତ ର ପ୍ରିତ ହୋଇ ଥାଏ । କେତେ ବେଳେ ଯଦି ଆପଣ ଭୁଲ ରେ କପଡା କୁ ଓଲଟା ପିନ୍ଧି ଥାନ୍ତି । ତେବେ ଏହାବି ଆପଣ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । କେବେ ମୁହଁ ରେ ବଢି ଆଣୀ ଜାଲ ଲାଗିବା । ବହୁତ ସମୟ ରେ ଆମେ ରାସ୍ତା ରେ ଯାଉ ଥିବା ବେଳେ ଏହି ବୁଢିଆଣୀ ଜାଲ ଆମ ମାନଙ୍କ ମୁହଁ ରେ ଲାଗି ଥାଏ । ତେବେ ସେମିତି ବେଳେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ବହୁତ କମ୍ ଲୋକ ମାନେ ରହି ଥିବେ ଯେଉଁ ମାନଙ୍କ ଉପରେ ଚଢେଇ ମନାନେ ଝାଡା କରି ଥାନ୍ତି । ହେଲେ ଆମେ କହି ଦେଉଛୁ କି ଏହା ବହୁତ ଶୁଭ ସଂଙ୍କେତ ଅଟେ ଏହା ଆଗାମୀ ଧନ ପ୍ରାପ୍ତି ର ସଂଙ୍କେତ ଏବଂ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ଆପଣ ମାନଙ୍କ ଘରେ ଯଦି ବାଦୁଡୀ ଘର କରେ । ତେବେ ବି ଏହା ଲକ୍ଷ୍୍ମୀ ଙ୍କ ପ୍ରବେସ ହେବାର ସଂଙ୍କେତ ବୋଲି ଜାଣନ୍ତୁ ।

ସେମିତି ରେ ସେଷ ରେ ଆପଣ ମାନେ ରାସ୍ତା ରେ ନବ ବିବାହିତ ଶୋଳ ସିଙ୍ଘାର କରି ଥିବା ବୋହୁ ମାନଙ୍କୁ ଦେଖନ୍ତି ତେବେ ବି ଆପଣ ମାନଙ୍କର ଜିବନ ରେ ବହୁତ କିଛି ପାଇବା ର ସଂଙ୍କେତ ମିଳେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *