ଆସୁଛି ଆଉ ଏକ ଭୟଙ୍କର ବାତ୍ୟା , ଜାଣନ୍ତୁ କେଉଁଠି ହେବ ମାଡ

batyya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଦକ୍ଷିଣ ବୋଙ୍ଗପସାଗର ରେ ହୋଇ ଥିବା ଘୂର୍ଣି ବଲୟ ଆସି କେମିତି ଭାବେ ଓଡ଼ିଶା ସହିତ ପଶ୍ଚିମ ବଙ୍ଗ କୁ କେମିତି ଭାବେ ଅସ୍ତ ବ୍ୟସ୍ତ କରି ଦେଇ ଥିଲା । ଏବଂ ଏହି ସହିତ ବହୁତ ବିଧ୍ୱସଂ ଲୀଳା ମଧ୍ୟ ରଚି ଥିଲା ଏମିତି ରେ ବୋଙ୍ଗପ ସାଗର ପରେ ପରେ ଏବେ ଆରବ ସାଗର ରେ ଦାନା ବାନ୍ଧିଛି ଆଉ ଗୋଟିଏ ଲଘୁଚାପ ଏହି ଦାନା ବାନ୍ଧି ଥିବା ଏହି ଲଘୁଚାପ ଆଜି ସଂନ୍ଧ୍ୟା ସୁଧା ଅବପାତ ର ରୂପ ନେଇ ପାରେ ।

cyclo

ଏବଂ ଏହି ସହିତ ପରବର୍ତି 24 ଘଣ୍ଟା ମଧ୍ୟ ରେ ସାଇକ୍ଲୋନ ଷ୍ଟ୍ରମ୍ ବା ବାତ୍ୟା ର ରୂପ ମିଳି ପାରେ ବୋଲି ଜଣା ପଡ଼ିଛି । ଜୁନ୍ 2 ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତର ଦିଗ କୁ ଗତି କରିବ । ଏହା ପରେ ଏହା ଦିଗ ପରିବର୍ତନ କରି ଉତ୍ତର ଏବଂ ଉତ୍ତର ପୂର୍ବ ଦିଗ ରେ ବଢିବ । 4 ତାରିଖ ସକାଳ ସୁଧା ଏହା ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଠାରେ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୀୟ ପାଣିପାଗ ବିଭାଗ ।

ଏହି ପ୍ରଭାବ ରେ କେରଳ କର୍ଣ୍ଣାଟକ ଏବଂ ଲକ୍ଷାଦ୍ୱପୀ ରେ ସାମାନ୍ୟ ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି । ସେହି ପରି ଭାବେ ଏହି ଅବପାତ ଯୋଗୁଁ ମୈଶୁମୀ ଅନୁକୂଳ ରହିବ ବୋଲି ଅନୁମାନ କରା ଜାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *