ମାଡି ଆସୁଛି ଭୟଙ୍କର ବାତ୍ୟା ଆମ୍ଫାନ , ଓଡିଶାଠୁ ଆଉ ଏତିକି ଦୁରରେ ଅଛି

dangerious

କରୋନା ସଂଙ୍କଟ ନଜାଉଣୁ ପୁଣି ଯେଉଁ ଗୋଟିଏ ସଂଙ୍କଟ ଆସି ପହଁଚିଛି । ଜାହା ଓଡ଼ିଶା ଆଡକୁ ଆସି ପାରେ ବା ନ ଆସି ବି ପାରେ । ବର୍ଷ 2020 ରେ ପ୍ରଥମ ବାତ୍ୟା ହେଉଛି ଆମ୍ଫାନ୍ । ଜାହା ଓଡିଶା ସମେତ ପଶ୍ଚିମବଙ୍ଗରେ ବି ରଚି ପାରେ ତାଣ୍ଡବ । ଏହି ବାତ୍ୟା ଅତି ଭିଷଣ ରୂପ ନେବାର ଆସଂକା ରହି ଥିବା ବେଳେ ଏବେ ଯାଏ ସ୍ତିତି ସ୍ପଷ୍ଟ ହୋଇ ନାହିଁ । ସମ୍ଭାବିତ ଯେଉଁ ଗତି ପଥ ରହିଛି ଏହାକୁ ଆଖି ଆଗରେ ରଖି ଭାରତ ର ବିଭିନ୍ନ ରାଜ୍ୟ କୁ ଆର୍ଲଟ ଜାରୀ ହୋଇଛି । ଏହି ଅନୁସାରେ ଓଡ଼ିଶା ର କେତେକ ଜିଲ୍ଲାକୁ ଆର୍ଲଟ ଜାରୀ ହୋଇଛି ।

ଦକ୍ଷିଣ ପଶ୍ଚିମ ବୋଙ୍ଗପ ସାଗର ରେ ଘନି ଭୂତ ହୋଇ ଥିବା ଏହି ଘୂର୍ଣ୍ଣି ଝର ଆସନ୍ତା କାଲି ବାତ୍ୟା ର ରୂପ ନେବ । ଏହି ଝଡ ଟି 17 ଯାଏ ଉତ୍ତର ପଶ୍ଟିମ ଦିଗରେ ଗତି କରିବ । ଏବଂ ଏହା ପରେ ଦିଗ ପରିବର୍ତନ କରି ଏହା ଉତ୍ତର ଦିଗ ରେ ଯିବା ପାଇଁ ପୂର୍ବାନୁମାନ କରିଛି  ଭାରତୀୟ ପାଣିପାଗ ସଂସ୍ଥା । ଏହି ସମୟ ରେ ରାଜ୍ୟ ରେ ଉପକୂଳ ବର୍ତ୍ତି ଜିଲ୍ଲା ଯେମିତି ମାଲକାନଗିରି , ରାୟଗଡା , କୋରାପୁଟ୍ , ଗଜପତି , ଗଞାମ୍ , ଏବଂ ପୁରୀ ଆଦି ରେ 18 ମେ ଠାରୁ ଯଥେଷ୍ଟ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ଏହା ସହିତ ଗୋଟିଏ ଦୁଇଟି ସ୍ଥାନ ରେ ପ୍ରବଳ ରୁ ପ୍ରବଳ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ।

cyclo

ସେହିପରି ବେଳେ ଉପକୁଳ ବର୍ତ୍ତି ଜିଲ୍ଲା , ଜଗତସିଂହପୁର , କେନ୍ଦ୍ରାପଡା , ବାଲେଶ୍ବର , ଗଞ୍ଜାମ , ପୁରି  ସବୁ ଅଂଞ୍ଚଳ ପାଇଁ 19 ବେଳ କୁ ଅରେଞ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହି ପରି ବେଳେ ଆମେ ଯଦି ପବନ ର ବେଗ ବିଷୟ ରେ କହିବା ତେବେ 18 ତାରିଖ ବେଳ କୁ 45 ରୁ 55 କିଲୋମିଟର ବହିବ ଜାହା ସର୍ବାଧିକ ଭାବେ 65 ରୁ ଛୁଇଁ ପାରେ । ଏବଂ 19 ତାରିଖ ବେଳ କୁ ପବନ ର ବେଗ 65 ରୁ 75 କିଲୋମିଟର ମଧ୍ୟ ରେ ବହିବ । ଏହି ସମୟ ରେ ସମୂଦ୍ର ମଧ୍ୟ କୁ ମତ୍ସ୍ୟଜିବୀ ମାନଙ୍କୁ ଯିବା ପାଇଁ ମନା କରା ଜାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *