ବାହାଘର ପରେ ମହିଳାମାନେ କଣ ପାଇଁ ମୋଟା ହୋଇଯାଆନ୍ତି

marri

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆଜିର ସମୟରେ ମୋଟା ହେବା ମହିଳା ମାନଙ୍କର ଗୋଟିଏ ବଡ ସମସ୍ୟା ଅଟେ ଏହା କେବଳ ବିବାହ କରିବା ପରେ ହିଁ ଏମିତି ହୋଇ ଥାଏ । ଆପଣ ମାନେ କାହାଠୁ ନା କାହାଠୁ ସୁଣି ଥିବେ କି ତାର ବିବାହ ପରେ ଓଜନ ବଢି ଗଲା । ଏହା ଏକ ରିସର୍ଚ୍ଚ ରେ ଜଣା କି ଆମ ଦେଶ ରେ ଯେତେ ଦମ୍ପତୀ ରହିଛନ୍ତି ସେମାନଙ୍କ ମଧ୍ୟ ରୁ 80 ପ୍ରତିଶତ ଦମ୍ପତୀ ଓଜନ ବିବାହ ପରେ ବଢି ଯାଏ । ହେଲେ ଆପଣ ମାନେ କେବେ ଏହା ପଛର କାରଣ କଣ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଯଦି ନାହିଁ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ବିବାହ ପୂର୍ବ ରୁ ଝିଅ ମାନେ ନିଜର ଓଜନ ଏବଂ ସୁନ୍ଦରତା ଉପରେ ବିଶେଷ ଭାବେ ଧ୍ୟାନ ଦେଇ ଥାନ୍ତି । ଏହିଥି ପାଇଁ ନିୟମିତ ଭାବେ ସେମାନେ ବ୍ୟାମ୍ ବି କରି ଥାନ୍ତି । ହେଲେ ବିବାହ ପରେ ସେମାନେ ନିଜ ଜିବନରେ ଏତେ ବ୍ୟସ୍ତ ହୋଇ ଥାନ୍ତି କି ସେମାନେ କେବେ ବି ନିଜର ଶରୀର ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ଏମିତି ହେବା ଦ୍ୱାରା ସେମାନଙ୍କ ଓଜନ ଧିରେ ଧିରେ ବଢି ଥାଏ । ବିବାହ ପରେ ଶୋଇବାର ସମୟ ମଧ୍ୟ ବଦଳି ଯାଏ ଏବଂ କେତେ ଥର ମହିଳା ମାନେ ଠିକ୍ ଭାବେ ଶୋଇ ପାରନ୍ତି ନାହିଁ । ଏହା ହେଉଛି ମହିଳା ମାନଙ୍କ ଓଜନ ବଢିବାର ମୂଖ୍ୟ କାରଣ ହୋଇ ଥାଏ ।

ଏହା ପରେ ରହିଛି ହରମନ୍ ବଦଳିବା ବିବାହିତ ଜିବନ ର ଆରମ୍ଭ ସହିତ ମହିଳା ମାନଙ୍କର ହୋରମନ୍ ବି ବଦଳି ଯାଏ । ଏହି ବିବାହିତ ମହିଳା ମାନେ ସଂଭୋଗ କରିବା ପରେ ବି ସେମାନଙ୍କ ଓଜନ ବଢିବାର ବହୁତ ଚାନ୍ସ ରହି ଥାଏ । ଏହା ଛଡା ଆପଣ ମାନେ ସୁରକ୍ଷିତ ରହିବା ପାଇଁ ନିରଧୋକ ଔଷଧ ବ୍ୟବହାର କରି ଥାନ୍ତି । ଜାହା ଆପଣଙ୍କ ଶରୀର ର ଓଜନ ବଢାଇବାରେ ସାହାଯ୍ୟ କରେ ।

ଏହା ପରେ ହେଲା ବହୁତ ସମୟ ରେ ମହିଳା ମାନେ ବାହାର ଖାଦ୍ୟ କୁ ସେବନ କରି ଥାନ୍ତି ବା ସେମାନଙ୍କ ସ୍ୱାମୀ ଘରକୁ ନେଇ ଆସି ଥାନ୍ତି ସେମିତି ହେଲେ ବି ସେମାନେ ବହୁତ ମୋଟୀ ହୋଇ ଜାଇ ଥାନ୍ତି । ବର୍ତମାନ ସମୟରେ ପ୍ରାୟତଃ ଲୋକ ମାନେ 28 ରୁ 30 ବର୍ଷ ମଧ୍ୟ ରେ ବିବାହ କରି ଥାନ୍ତି । ଏକ ଅଧ୍ୟୟନ ରୁ ଜଣା ପଡିଛି କି 30 ବର୍ଷ ବୟସ ପରେ ଲୋକ ମାନଙ୍କ ଶରୀର ରେ ମେଟାବୋଲିଂ ଜିମ୍ କମି ଯାଏ ଜାହା ସେମାନଙ୍କ ଓଜନ ବଢେଇବାର କାରଣ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *