ପଦ୍ମ ପୁରସ୍କାର ପ୍ରାପ୍ତ ଡାକ୍ତର କୁହିଲେ , ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ 9 ମିନିଟ ପାଇଁ ଦ୍ବୀପ ଜାଳିବାକୁ କହିବାର ମୁଖ୍ୟ କାରଣ କଣ

diya

କରୋନାଭାଇରସର ଅନ୍ଧକାରରୁ ରକ୍ଷା ପାଇବା ପାଇଁ ନାଗରିକମାନଙ୍କୁ ଏକ ଦ୍ବୀପ କିମ୍ବା ଟର୍ଚ୍ଚ ଜାଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବେଦନ “ସାମୂହିକ ଚେତନାର ନୀତି” ଉପରେ ଆଧାରିତ ବୋଲି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡାକ୍ତର  କେ କେ ଅଗ୍ରୱାଲ କହିଛନ୍ତି ,ଯେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ର ମୁଖ୍ୟ ଭାବେ କାର୍ଯ଼୍ୟ କରି ସରିଛନ୍ତି |

ଏକ ଟୁଇଟରେ କ୍ୟାଣ୍ଡେଲ ଏବଂ ଫ୍ଲାସ୍ ଲାଇଟ୍ ପଛରେ ଥିବା ବିଜ୍ଞାନ କୁ ବ୍ୟାଖ୍ୟା କରି ଡକ୍ଟର  ଅଗରୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ ଯୋଗ  ବୌଷ୍ଣବଙ୍କ ଷଷ୍ଠ ଅଧ୍ୟାୟ ଉପରେ ଆଧାରିତ ଯାହାକି ସାମୂହିକ ଚେତନାର ସିଦ୍ଧାନ୍ତ ବିଷୟରେ ଆଲୋଚନା କରେ | ଡାକ୍ତର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, “95% ଲୋକ ଯାହା ଭାବନ୍ତି ତାହା କରିବାର ସକ୍ଷମ ସେମାନଙ୍କ ପାଖରେ ରହିଥାଏ ।”

IMA ର ପୂର୍ବତନ ମୁଖ୍ୟ କହିଛନ୍ତି, ମାନବ ଶରୀରରେ ମିଳୁଥିବା ACE2 ରିସେପ୍ଟରଗୁଡିକ ଆମର ସାମୂହିକ ଚେତନା ଦ୍ୱାରା ସୁସ୍ଥ ହୋଇପାରିବ | ଯାହା ଦ୍ବାରା ରୋଗ ସଂକ୍ରମଣର ହାର ପାଖା ପାଖି 70 ପ୍ରତିଶତ କମିଯିବ , ହୃଦ୍‌ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, କୋଭିଡ -19 ରୋଗକୁ ରୋକିବା ପାଇଁ ମଣିଷ ସାମୂହିକ ଚେତନା ବ୍ୟବହାର କରିପାରିବ।

ଡାକ୍ତର କହିଛନ୍ତି, “ଯଦି ଆମେ ସମସ୍ତେ ସାମୂହିକ ଭାବେ ଚିନ୍ତା କରିବୁ ଯେ କରୋନାଭାଇରସ୍ (ଭାଇରସ୍ ଯାହା କୋଭିଡ୍ -19 ରୋଗ ସୃଷ୍ଟି କରେ) ଆମର ACE2 ଇସେପ୍ଟର୍ସ ସହିତ ଜଡ଼ିତ ନଥାଏ, ତେବେ ଆମର ସାମୂହିକ ଚେତନା ଏହା ଘଟାଇବାରେ ସାହାଯ୍ୟ କରିବ।

ପିଏମ ମୋଦୀଙ୍କ ଅନୁରୋଧକୁ ଧ୍ୟାନ ଦେବାକୁ ଡକ୍ଟର ଅଗରୱାଲ ଲୋକଙ୍କୁ ଅନୁରୋଧ କରିଛନ୍ତି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଏକ ଭିଡିଓ ସମ୍ବୋଧନ କରି ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ନିଜ ଘରେ ଥିବା ସମସ୍ତ ଲାଇଟ୍ ବନ୍ଦ କରି ଦୀପ କିମ୍ବା ମହମବତୀ , ମୋବାଇଲ୍ ଫ୍ଲାସ୍ ଲାଇଟ୍, ମହମବତୀ, ଟର୍ଚ୍ଚ ଇତ୍ୟାଦି ଜାଳି ଦିଅନ୍ତୁ ଯେଉଁ ସମୟରେ ଦେଶ ଅନ୍ଧକାରରୁ ରକ୍ଷା ପାଇବ। ହେଲେ ପଛର ମୁଖ୍ୟ କାରମ ହେଉଛି ଏଇଟା ,

ସମସ୍ତଙ୍କୁ ଏହି ବିଷୟରେ ଜଣେଇବା ପାଇଁ , ଏବେ ହିଁ ଏ ପୋଷ୍ଟକୁ ସେୟାର କରନ୍ତୁ , ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ତଳେ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ,

Leave a Reply

Your email address will not be published. Required fields are marked *