ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ମନା କରୁଛନ୍ତି ଏକ୍ସପୋର୍ଟ , ଜାଣନ୍ତୁ ସଂମ୍ପର୍ଣ୍ଣ କଥା ।

daily

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । କରୋନା ରୋଗରେ ସାରା ବିଶ୍ୱ ଆର୍କାନ୍ତ ଚିନ୍ତାରେ ପଡିଛି । ସେଥି ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବା ପାଇଁ ଇଚ୍ଛା କରୁ ଛନ୍ତି । କିନ୍ତୁ କିଛି ଦିନ ହେଲା ସହରର ଦୂଷିତ ଜଳ ବାୟୁ ବା ଧୂଳି ପ୍ରଦୂଷିତ ଭାବରେ ନିଶ୍ୱାସ ପ୍ରଶ୍ୱାସ ନେବା ଭାବରେ ସେଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସମୟରେ ଲୋକ ବିଭିନ୍ନ ପ୍ରକାର କପଡା ମାସ୍କ ବ୍ୟବହାର କରୁଛନ୍ତି । କିନ୍ତୁ ମାସ୍କ ବ୍ୟବହାର ଦ୍ୱାରା କରୋନା ରୁ ରକ୍ଷା ପାଇ ପାରିବେ ନାହିଁ । କିନ୍ତୁ ମାସ୍କ ସେଇ ମାନେ ବ୍ୟବହାର କରିବେ ଯେଉଁ ମାନେ ରୋଗୀ ଙ୍କ ସେବାରେ ରହୁଛନ୍ତି । ଏବଂ ସ୍ୱାସ୍ଥ ର୍କମୀ ବା ଡାକ୍ତର ମଧ୍ୟ ବ୍ୟବହାର କରିବେ ।

corona

କାରଣ ସେମାନେ ସବୁ ବେଳେ ରୋଗୀର ପାଖରେ ରହିବାକୁ ପଡୁଛି । କିନ୍ତୁ ବଜାରରୁ ମିଳୁ ଥିବା ମାସ୍କ ଆପଣ 6 ରୁ 7 ଘଣ୍ଟା ପ୍ରର୍ଯ୍ୟନ୍ତ ବ୍ୟବହାର କରି ହେବ । କାରଣ ଆମ ଶରୀରରୁ ବାହାରୁ ଥିବା ଜଳିୟ ଅଂଶ ଏବଂ ମୁଁହ ରୁ ବାହାରୁ ଥିବା ଛେପ ମାସ୍କ କୁ ଉଦା କରି ଦିଏ ତେଣୁ ବାହାର ଜୀବାଣୁ ତା ଭିତର କୁ ପସିବା କୁ ଲାଗନ୍ତି । ସେଥି ପାଇଁ ଆମକୁ ବାରମ୍ବାର ବଦଳିବାକୁ ପଡେ ମାସ୍କ । କିନ୍ତୁ ଆମେ ସେ କାମ କରି ନ ଥାଏ ଏବଂ ଗୋଟିଏ ମାସ୍କ କୁ 15 ଦିନ ପର୍ଯ୍ୟନ୍ତ ପିନ୍ଧୁଛେ । କାରଣ ବଜାର ର ମାସ୍କ 7 ଘଣ୍ଟା ରୁ ଅଧିକ ପିନ୍ଧିବା ମନା ସେଥି ପାଇଁ ଆମ ଦେହ ଅଧିକ ଖରାପ ମଧ୍ୟ ହୋଇଁ ପାରେ ।

corona

କିନ୍ତୁ ଯାହାକୁ ସଂଙ୍କ୍ରମଣ ରୋଗ ହୋଇଛି ସେହି ମାନେ ବ୍ୟବହାର କରି ପାରିବ ମାସ୍କ । ସେଥି ପାଇଁ ସାଧାରଣ ଲୋକ ଙ୍କୁ ମାସ୍କ ପିନ୍ଧିବା ମନା । ସେମିତି ବେଳେ ଆପଣ ମାନେ ଯଦି ଏହିଠୁ ବଞ୍ଚିବା ପାଇଁ ଚାହାଁନ୍ତି ତେବେ ଆପଣ ମାନେ ସବୁ ବେଳେ ନିଜର ହାତକୁ ଧୁଅନ୍ତୁ । ତେବେ ଆପଣ ମାନେ ଏହା ଠାରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରହିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *