ଅସୀମା ପଣ୍ଡାଙ୍କ ସହ ଏ କୁନି ପିଲାଟି କିଏ, କଣ ତାଙ୍କ ଝିଅ କି ? ଜାଣନ୍ତୁ ପୁରା ସତ

asee

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବିଗତ ଦିନରେ ସୋସିଆଲ ମିଡ଼ିଆ ଭାଇରଲକୁ ନେଇ ଲକୋ ମାନଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ଦେଖିବା ପାଇଁ ମିଳେ ଆପଣ ମାନେ ବହୁତ ସମୟରେ ଭୁଲ ବିଷୟ ବସ୍ତୁକୁ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବାର ମଧ୍ୟ ଆପଣ ମାନେ ଦେଖିବା ପାଇଁ ପାଉ ଥିବେ । ତେବେ ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ସହିତ ସେମିତି ହିଁ ଗୋଟିଏ ବିଷୟ ଜାହା ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବହୁତ ପରିମାଣରେ ଭାଇରଲ ହେବାରେ ଲାଗିଛି । ତେବେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇବୁ ତଥା ଆପଣ ମାନଙ୍କୁ ଏହାର ସତ୍ୟା ସତ ବିଷୟରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇବୁ ।

aseeema

ଆପଣ ମାନେ ଓଲିଉଡ ରେ ପପୁଲାର ସିଙ୍ଗର ଅସୀମା ପଣ୍ଡା ଙ୍କୁ ତ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି 15 ତାରିଖ ଦିନ ନିଜର ଇନଷ୍ଟାଗ୍ରାମ ରେ ପୋଷ୍ଟ କରି ଥିବା କିଛି ଫୋଟ ପାଇଁ ବର୍ତ ମାନ ସମୟରେ ଅସୀମା ପଣ୍ଡା ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଚର୍ଚ୍ଚା ରେ ରହିଛନ୍ତି । ଏଠାରେ ଇୟଜର ମାନଙ୍କ କହିବା କଥା କି ଏହି ସବୁ ଫୋଟରେ ଦେଖିବା ପାଇଁ ମିଳୁ ଥିବା ତାଙ୍କ ସହିତ ଗୋଟିଏ ଛୋଟ ପିଲା ଟି କଣ ତାଙ୍କର ଝିଅ , ତେବେ ଏହା କେମିତି ହେଲା ଏହି ସଂନ୍ଦେହ ଉପରୁ ଆପଣ ମାନଙ୍କୁ ପରଦା ଉଠେବା ପାଇଁ ଚାହିଁବୁ କି ଗତ 14 ତାରିଖ ଦିନ ଅସୀମା ଏବଂ ତାଙ୍କ ସହିତ ତାଙ୍କର ପରିଜନ ଲୋକ ମାନେ ପୁରୀ ଶ୍ରୀ ମନ୍ଦିର ଦର୍ଶନ କରିବା ପାଇଁ ଜାଇ ଥିବା ବେଳେ ସେଠାରେ ସେମାନେ ସମସ୍ତେ ମିଶି କରି ସମୁଦ୍ରରେ ଗାଧୋଇ ଥିବାର ଦେଖିବା ପାଇଁ ମିଳି ଥିଲେ

aseem

ଏବଂ ସେଠାରେ ତାଙ୍କର ପ୍ରିୟ ଭଉଣୀ ଙ୍କ ଦୁଇ ଝିଅ ବି ଉପସ୍ଥିତ ଥିଲେ ଏବଂ ଏହି ଘଟଣା ରେ ଅସୀମା ସେମାନଙ୍କ ସହିତ ବେଳା ଭୂମି ରେ ଖେଳିବା ସହିତ ଫୋଟ ଉଠେଇ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲେ । ତେବେ ଏହି ଘଟଣା କୁ ନେଇ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏହି କଥା ର ପ୍ରଘଟ ହେବାରେ ଲାଗିଛି କି ଅସୀମା ଙ୍କ ସହିତ ଫୋଟ ଉଠେଇ ଥିବା ପିଲା ଜଣଙ୍କ କିଏ କଣ ଏହା ତାଙ୍କର ପିଲା । ହେଲେ ଏହା ସଂମ୍ପର୍ଣ୍ଣ ଭୁଲ ଅଟେ ଏବଂ ଆମେ ଆପମହ୍କୁ ସୁଚନା ଦେବୁକି ତାଙ୍କ ସହ ଖେଳୁଥିବା ପିଲାଟି ତାହ୍କ ସମ୍ପର୍କୀୟ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *