କେଉଁ ଅଭିନେତା ଏବଂ ଅଭିନେତ୍ରୀମାନେ ତରଙ୍ଗ ସିନେ ଆଓ୍ବାଡ ପାଇଲେ ଦେଖନ୍ତୁ ……।

taranga-cine-award

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ କିଛି ଦିନ ହେବ ତରଙ୍ଗ ସିନେ ଉତ୍ସବକୁ ନେଇ ବହୁତ ଚର୍ଚ୍ଚା ରହି ଥିବା ବେଳେ ଆମେ ଆପଣ ମାନଙ୍କୁ ସୂଚନା ଦେବୁ କି ଗତ କାଲି ବରମୁଣ୍ଡା ଖେଳ ପଡିଆରେ ଏହି ତରଙ୍ଗ ସିନେ ଉତ୍ସବର ସଂମ୍ପର୍ଣ୍ଣ ରୂପେ ଶେଷ ହୋଇ ସାରିଛି । ଏବଂ ଏଠାରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀର ଅଭିନେତା ଏବଂ ଫିଲ୍ମ ଦୁନିଆର ବହୁତ ଲୋକ ମାନେ ଏଠାରେ ଯୋଗ ଦାନ କରି ଥିଲେ । ତଥା ବହୁତ କଳାକାର ମାନେ ଏଠାରେ ନିଜର ପଦର୍ଶନ କୁ ଦେଖେଇବା ସହିତ ସେମାନେ ଲୋକ ମାନଙ୍କୁ ନିଜର ଡେନ୍ସ କୁ ଦେଖେଇ ଲୋକ ମାନଙ୍କୁ ମତୁଆଲ୍ଲା କରି ଥିବାର ମଧ୍ୟ ଏଠାରେ ଦେଖିବା ପାଇଁ ମିଳି ଥିଲା ।

ଏବଂ ଏହା ପରେ ପରେ ତରଙ୍ଗ ସିନେ ଆୱାର୍ଡ 2020 ବୋଲି ଘୋଷଣା କରା ଜାଇ ଥିଲା । ଏବଂ ଏଠାରେ ବେଷ୍ଟ ନେଗେଟିଭ୍ ଆୱାର୍ଡ ପାଇ ଥିଲେ ରାଇମହୋନ ପରିଡା , ସେହି ପରି ବେଳେ ବେଷ୍ଟ ବାପା ର ଆୱାର୍ଡ ପାଇ ଥିଲେ ମିହୀର ଦାସ୍ । ଏବଂ ତାହା ସହିତ ବେଷ୍ଟ ମାଆ ଙ୍କ ରୋଲ ର ଆଲାର୍ଡ ପାଇ ଥିଲେ ମହେସ୍ୱତା ମାହାନ୍ତି । ଏବଂ ସ୍ୱୟଂ ପାଢୀ ବେଷ୍ଟ ସୀଙ୍ଗରର ଆୱାର୍ଡ ପାଇ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲା ।

ଏବଂ ଏହା ପରେ ଶେଷ ରେ ବେଷ୍ଟ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ଆୱାର୍ଡ ମଧ୍ୟ ଘୋଷଣା କରା ଜାଇ ଥିବା ବେଳେ ଏଠାରେ ଆପଣ ମାନଙ୍କୁ ଜଣେଇବୁ କି ବେଷ୍ଟ ଅଭିନେତ୍ରୀ ଙ୍କ ଆୱାର୍ଡ ପାଇ ଥିଲେ । ଓଲିଉଡ ର ଚୁଲବୁଲୀ ନାୟିକା ଶୀବାନୀ , ତଥା ପପୁଲାର ଅଭିନେତ୍ରୀ ଭାବେ ତମ୍ମନା ଙ୍କୁ ଆୱାର୍ଡ ମିଳି ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲା ।

shivani

ଓଲିଉଡ ର ସୁପର ଷ୍ଟାର ବାବୁ ସାନ୍ ମହାନ୍ତି ଙ୍କୁ ବେଷ୍ଟ ଅଭିନେତା ର ଆୱାର୍ଡ ମିଳି ଥିବାର ମଧ୍ୟ ଏଠାରେ ଦେଖିବା ପାଇଁ ମିଳି ଥିଲା । ତଥା ଆପଣ ମାନେ ବହୁତ ଜଲ୍ଦି ତରଙ୍ଗ ସିନେ ଆୱାର୍ଡ 2020 କରୁ ଆପଣ ମାନଙ୍କ ଟିଭି ରେ ଦେଖିବା ପାଇଁ ପାଇବେ । ଏହି ଭଲି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବିଷୟ ରେ ଜାଣିବା ପାଇଁ ଆମ ସହିତ ଯୋଡି ରୁହନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *