ବିବାହ ବନ୍ଧନରେ ବାନ୍ଧି ହେଲେ ମୁଁ ବି ଅର୍ଦ୍ଧାଙ୍ଗିନୀ ସିରିଏଲ ହିରୋଇନ ମୋହିନୀ ……..।

mo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଏହି ଦିନରେ ଓଡିଆ ସିନେମା ଏବଂ ସିରିଏଲ ଜଗତରେ ବହୁତ ଏମିତି କଳାକାର ମାନେ ବିବାହ କରୁ ଥିବା ବେଳେ ସେମାନଙ୍କ ବିବାହକୁ ନେଇ ବର୍ତମାନ ସମୟରେ ବହୁତ ପରିମାଣରେ ଚର୍ଚ୍ଚାର ବିଷୟ ହୋଇ ସାରିଛି । ତେବେ ସେହି ପରି କ୍ଷେତ୍ରରେ ଆମେ ଆଜି ଆପଣ ମାନଙ୍କୁ ସେହି ସିରିଏଲ ଜଗତର ଆଉ ଜଣେ ଅଭିନେତ୍ରୀଙ୍କ ବିବାହକୁ ନେଇ ସୂଚନା ଦେବା ପାଇଁ ଆସିଛୁ । ତେବେ ସଂମ୍ପର୍ଣ୍ଣ ଭାବେ ଜଣେଇବୁ କି ଆପଣ ମାନଙ୍କ ପ୍ରିୟ ସିରିଏଲ ମୁଁ ବି ଅର୍ଦ୍ଧାଙ୍ଗିନୀ ର ହିରୋଇନ୍ ମୋହୀନୀ ବିବାହ ବନ୍ଧନରେ ବାନ୍ଧି ହୋଇ ଜାଇଛନ୍ତି । ଏବଂ ଗତ 15 ତାରିଖ ରେ ତାଙ୍କର ବିବାହ ହୋଇ ଥିବା ବେଳେ ଆଜି ତାଙ୍କର ରିସେପ୍ସନ ରହିଛି ବୋଲି ମଧ୍ୟ ଜଣା ପଡିଛି ।

mohinn

ତେବେ ଜି ସାର୍ଥକ ରେ ପ୍ରସାରିତ ହେଉ ଥିବା ଲୋକ ପ୍ରିୟ ସିରିଏଲ ମୁଁ ବି ଅର୍ଦ୍ଧାଙ୍ଗିନୀର ହିରୋଇନ୍ ମୋହନୀଙ୍କ ବିବାହରେ ସେହି ସିରିଏଲ ରେ ରହି ଥିବା ସବୁ କଳାକାର ମାନେ ବି ଯୋଗ ଦାନ କରି ଥିବାର ଦେଖିବା ପାଇଁ ମିଳି ଥିଲା । କିଛି ଦିନ ତଳେ ଏହି ସିରିଏଲ ମାଧ୍ୟମରେ ଓଡ଼ିଶା ର ଘରେ ଘରେ ପରିଚିତ ହୋଇ ପାରି ଥିଲେ । ସେ ପୂର୍ବ ରୁ ଦୂର୍ଗା ସିରିଏଲ ରେ ମଧ୍ୟ ନଜର ଆସି ଥିଲେ । ଏବଂ ସେଠାରେ ସେ ଗୋଟିଏ ଇନୋସେଣ୍ଟ ବହୁ ହେବାର ରୋଲ କୁ ପ୍ଲେ କରି ଥିଲେ ଏବଂ ମୁଁ ବି ଅର୍ଦ୍ଧାଙ୍ଗିନୀ ସିରିଏଲ ରେ ଜଣେ ନେଗେଟିଭ କେରେକ୍ଟର କରି ଥିବାର ଦେଖିବା ପାଇଁ ମିଳି ଥିଲା ।

moooo

ତେବେ ଏଠାରେ ଆପଣ ମାନଙ୍କୁ ଆମକୁ କମେଣ୍ଟ କରି ଜଣେଇ ଦେବାକୁ , କି ଆପଣ ମାନଙ୍କୁ ମୋହିନୀ ଙ୍କ କେଉଁ ଅବତାର ଟି ବହୁତ ପରିମାଣ ରେ ପସନ୍ଦ ଆସୁଛି ଏବଂ ଆପଣ ମାନେ ତାଙ୍କର ଅଭିନୟ କୁ କେତେ ପରିମାଣ ରେ ପସନ୍ଦ କରନ୍ତି । ଆଗକୁ ଆମେ ଆପଣ ମାନଙ୍କ ପାଇଁ ତାଙ୍କର ରିସେପ୍ସନ ର ଫୋଟ ଏବଂ ଭିଡ଼ିଓ କୁ ନେଇ କରି ଆସୁଛି ସେତେ ବେଳ ପର୍ଯ୍ୟନ୍ତ ଯୋଡି ହୋଇ ରୁହନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *