କାହିଁକି ଲୁଚି ବାହାହେଲେ ଝିଲିକି , ତାର ଗୁମର ଖୋଲିଲେ ନିଜେ ଝିଲିକ୍ ?

jhhhilik

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ସଂମ୍ପର୍ଣ୍ଣ ସାତ ବର୍ଷର ପ୍ରେମ ସଂମ୍ପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁକିନ୍ଦା ବିଧାୟକ ପ୍ରିତିରଂଞନ ଘଡାଇ ଏବଂ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ । ବର୍ତମାନ ସମୟରେ ପ୍ରିତିରଂଞନ ଝିଲ୍ଲୀକ୍ ଙ୍କୁ ଜିବନ ସାଥି ରୂପେ ପାଇ ବହୁତ ଖୁସି ରହିଛନ୍ତି । ସେମିତିରେ ଝିଲ୍ଲୀକ୍ ଏହି କଥାକୁ ନେଇ କହିଛନ୍ତି କି ତାଙ୍କର ବିବାହ ତାଙ୍କ ପାଇଁ ଗୋଟିଏ ସର୍ପ୍ରାଇଜ୍ ପ୍ଲାନ୍ ଥିଲା । ତେବେ ସେମାନେ ଗତ 14 ତାରିଖ ଭେଲନଟାଇମ୍ ଡେ ରେ ସେମାନେ ଦୁହେଁ ବିବାହ କରିବେ ବୋଲି ନିଶ୍ପତି ନେଇ ଥିଲେ । ହେଲେ ତାରିଖ ସ୍ଥିର ହୋଇ ନ ଥିବା ବେଳେ ସେହି ସମୟରେ ଗଣ ମାଧ୍ୟମରେ ବହୁତ ଯୋରରେ ଚର୍ଚ୍ଚା ହେଉ ଥିବାର ଦେଖିବା ପାଇଁ ମିଳୁ ଥିଲା ।

jhilik11

ଏବଂ ସେମିତି ବେଳେ ଦୁହେଁ ଏହାକୁ ଖଣ୍ଡନ କରିବା ସହିତ ଗୁଜବ ବୋଲି କହି ଥିଲେ । ହେଲେ ବର୍ତମାନ ସମୟରେ ଶେଷରେ ଝିଲ୍ଲୀକ୍ ମୁହଁ ଖୋଲିଛନ୍ତି । ତେବେ ସେ କଣ କହୁ ଛନ୍ତି ଆସନ୍ତୁ ଜାଣିବା । ସେ କହିଛନ୍ତି କି । ସ୍ୱାମୀ ଙ୍କ ନାମ କୁ କେବେ ମୁହଁ ରେ ଧରିବା କଥା ନୁହେଁ ହେଲେ ସେ ମତେ ପୂରା ସର୍ପ୍ପାଇଜ୍ କରି ଦେଲେ ଏବଂ ଏମିତି ରେ ସେ କେବଳ ବାହାରିବା ପାଇଁ କହି ଥିଲେ ଏବଂ ପରେ ବିବାହ ର ଅନୁଷ୍ଟିତ ହୋଇ ଥିଲା । ସେ ଏହି କଥା କୁ କହି ଥିବାର ଦେଖିବା ପାଇଁ ମିଳି ଥିଲେ କି ମୋର ସଶୁର ଘର ଲୋକ ମାନେ ବହୁତ ଭଲ କାରଣ ସେ ଯେତେ ବେଳେ ସେହି ଘର କୁ ଜାଇ ଥିଲେ ତେବେ ତାଙ୍କୁ ଲାଗୁ ନ ଥିଲା କି ତାଙ୍କ ଶଶୁର ଜଣେ ବଡ ଲିଡର ବୋଲି ।

jhilik

ଏବଂ ସେହି ଘରର ଲୋକ ମାନେ ବହୁତ ଭଲ ବୋଲି ସେ କହିଛନ୍ତି । ସେମିତିରେ ଆଗାମୀ ସମୟରେ ସେ ଫିଲ୍ମ କରିବେ ନା ନାହିଁ ସେହି ବିଷୟ ରେ କିଛି ଦିନ ଗଲା ପରେ କହିବେ ବୋଲି କହି ଥିବାର ଦେଖିବା ପାଇଁ ମିଳିଛି । ହେଲେ ଖବର ରୁ ଜଣା ପଡିଛି କି ସେ ଆଗକୁ ଫିଲ୍ମ କରିବେ । ତେବେ ଆପଣ ମାନଙ୍କୁ ଝିଲ୍ଲୀକ୍ ଏବଂ ପ୍ରିତିରଂଞନ ଙ୍କ ଯୋଡି କେମିତି ଲାଗୁଛୁ ଆମକୁ ନିଶ୍ଚିତ ଭାବେ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *