ପ୍ରଥମ ଥର ପାଇଁ ରୋଷେଇ ଘରେ ରୋଷେଇ କରିଲେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ , ଦେଖନ୍ତୁ ଏବେ ହିଁ ।

jhilik

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତିକି ଆପଣ ମାନେ ଏହି କଥାକୁ ନିଶ୍ଚିତ ଭାବେ ଜାଣି ଥିବେ କି ଏହି ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ ଆପଣ ମାନଙ୍କର ପ୍ରିୟ ଓଡ଼ିଆ ଅଭିନେତ୍ରୀ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ସେହି ବିବାହଟି ମଧ୍ୟ ଗୋଟିଏ ଚର୍ଚା ର କେନ୍ଦ୍ର ବିନ୍ଧୁ ପାଲଟି ଥିଲା । ତେବେ ଏମିତି ଭାବେ ଚର୍ଚ୍ଚା ହେବା ପଛରେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟଙ୍କର କିଛି କାର୍ଯ୍ୟ ବିଶେଶ ଭାବେ ଦାୟୀ ଥିଲା । ଏଠାରେ ସେ ରାତି ରାତି ନିର୍ବନ୍ଧ ସାରି ଏଠାରେ ବିବାହ ମଧ୍ୟ କରି ସାରି ଥିବାର ସଂମ୍ପର୍ଣ୍ଣ ଭାବେ ଦେଖିବା ପାଇଁ ମିଳି ଥିଲେ । ଜାହା ଓଲିଉଡ ପାଇଁ ଗୋଟିଏ ବଡ ଖବର ଥିଲା ।

jhilik11

ହେଲେ କେହି ନ ଜାଣିବା ପୂର୍ବରୁ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ସୁକିନ୍ଦା ବିଧାୟକ ଡେନୀଙ୍କୁ ବିବାହ କରି ଥିଲେ । ଏବଂ ଏହା ପରେ ପରେ ସେ ଲୋକ ମାନଙ୍କୁ ଏହି ବିବାହ ବିଷୟ ରେ ଜଣେଇ ଥିଲେ ହେଲେ ଏହାର କୈଣସି ବି ମୂଲ୍ୟ ନ ଥିଲା । ଏବଂ ଏହି ଦିନରେ ତାଙ୍କର ଚତୁର୍ଥି ଦିନ ବି ସରି ଜାଇ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲା । ଏଠାରେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ନିଜର ଚତୁର୍ଥି ପିଣ୍ଡ ପକେଇ ସାରି ହିଁ ସେ ନିଜର ମନର କଥା କୁ ବଖାଣୀ ଥିବା ବେଳେ ସେ ଡେନୀ ଙ୍କୁ ବିବାହ କରି ବହୁତ ଖୁସୀ ରହିଛନ୍ତି ବୋଲି କହିଛନ୍ତି ।

jhilikkk

ଏଠାରେ ଡେନୀଙ୍କ ଚତୁର୍ଥି ପିଣ୍ଡ ପକେଇ ସାରି ଡେନୀଙ୍କ ଘରେ ସେ ରୋଷେଇ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲେ । ଏବଂ ଏଠାରେ ସେ ପଖାଳ ସହିତ ସାଗ ତଥା ବଡି ଚୁରା କରି ସମସ୍ତଙ୍କ ସହିତ ସେ ବାଣ୍ଟି ମିଶି କରି ଖାଇ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲେ । ଏହା ବ୍ୟତିତ ଗୋଟିଏ ଓଡ଼ିଆ ହିସାବରେ ନିଜର ଓଢଣା ଟାଣି ଦେଇ ତୁଳସୀ ଗଛ ମୂଳେ ଯେମିତି ପାଣି ଢାଳିବା କଥା ସେହି ପରି ଭାବେ ଏଠାରେ ପାଣି ଢାଳି ଥିଲେ ଏବଂ ଏହାକୁ ତାଙ୍କର ଶାଶୁ ଘର ଲୋକ ମାନଙ୍କୁ ବହୁତ ପସନ୍ଦ ଆସି ଥିଲା ।

ଏହା ସହିତ ସେ ସୋସିଆଲ ମିଡ଼ିଆ ର ଏହି ସବୁ ର ଫୋଟ କୁ ଭଲ ଭାବେ ପୋଷ୍ଟ କରି ଥିବାର ମଧ୍ୟ ଏଠାରେ ଦେଖିବା ପାଇଁ ମିଳି ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *