ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ ଗୀତରେ ନାଚିଲେ ପଲ୍ଲବୀ ……। ଦେଖନ୍ତୁ ତାଙ୍କର ଡ୍ୟାନ୍ସ

ardhendu-pallavi

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଯେଉଁ ପରି ଭାବେ ଜାଣି ଥିବେ ଆମେ ଆପଣ ମାନଙ୍କୁ ସବୁ ସମୟରେ ଓଡ଼ିଉଡର ସବୁ ପ୍ରକାରର ଖବର ନେଇ କରି ଆସି ଥାଉ ସେହି ପରି ବେଳେ ଆଜି ଆମେ ଆପଣ ମାନଙ୍କ ପାଇଁ ସେମିତି ହିଁ ଗୋଟିଏ ସେନ୍ସୁଆଲ ନ୍ୟୁଜ୍ ନେଇ କରି ଆସିଛି ସଂମ୍ପର୍ଣ୍ଣ ଖବର ହିସାବରେ ଆପଣ ମାନେ ଜାଣି ଥିବେ ଏହି ଦିନରେ ଭୁବନେଶ୍ୱର ଠାରେ ଲୋକ ପ୍ରିୟ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ସହିତ ତାଙ୍କର ବାଲ୍ୟ ବନ୍ଧୁ ପଲ୍ଲବୀଙ୍କ ସହିତ ବିବାହ ସଂମ୍ପର୍ଣ୍ଣ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲା ।

ardhhh

ସେମିତିରେ ଓଡ଼ିଶା ରାଜ ନେତା ଏବଂ ପିପିଲ୍ଲୀ ବିଧାୟକଙ୍କ ଝିଅ ପଲ୍ଲବୀଙ୍କୁ ବିହାହ କରି ସବୁଠୁ ଚର୍ଚ୍ଚାରେ ରହି ଥିବା ବେଳେ ଏହି ଦିନରେ ଆଉ ଗୋଟିଏ ଘଟଣା ପାଇଁ ସେମାନେ ଚର୍ଚ୍ଚାରେ ରହି ଥିବାର ଦେଖିବା ପାଇଁ ମିଳିଛି । ତେବେ ଆମେ ଆଜି ସେହି ବିଷୟରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ କଥା ହେବା ପାଇଁ ଆସିଛୁ । ଏହି ଦିନରେ ଏହି ଜୋଡି ଦ୍ୱୟ ମାନେ ହନିମୁନ୍ ର ପ୍ଲନ୍ କରି ଥଥିବା ବେଳେ ସେମାନଙ୍କ ଟ୍ରିପ୍ କୁ ମଧ୍ୟ ବାତିଲ୍ କରି ଥିଲେ ତେବେ ତାହା ବର୍ତମାନ ସମୟ ରେ ଚର୍ଚ୍ଚା ରେ ରହି ଥିବା ବେଳେ ବର୍ତମାନ ସମୟରେ ଏହି କଥା କୁ ନେଇ ବି ବହୁତ ପରିମାଣ ରେ ଚର୍ଚ୍ଚା ରହିଛି କି ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ ର ଗୀତରେ ଏହି ଦିନ ରେ ପଲ୍ଲବୀ ଠୁୁମ୍ମକା ଲେଗେଇଛନ୍ତି । ଏବଁ ଏହି ମଧ୍ୟରେ ତୋଫା ଚାନ୍ଦିନୀ  ଗୀତ ରେ ଡେନ୍ସ କରି ଥିବାର ଭିଡ଼ିଓ ନିକଟ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିବା ବେଳେ ବର୍ତମାନ ସମୟ ରେ ଇୟୁଟିୟୁବ୍ ଲକ୍ଷ ଲକ୍ଷ ଲୋକ ମାନେ ଦେଖି ସାରି ଥିବାର ଦେଖିବା ପାଇଁ ମିଳିଛି ।

parrr

ସେହି ପରି ଭାବେ ଆଉ ଗୋଟିଏ ଭିଡ଼ିଓ ଯେଉଁ ଥିରେ ସେ ନିଜର ହଳଦୀ ରସମ୍ ରେ ଡେନ୍ସ କରି ଥିଲେ ସେହି ଗୀତ ବି ଏବେ ଭାଇରଲ ହେବାରେ ଲାଗିଛି । ଏହି ଦୁଇ ଯୋଡି ଙ୍କ 26 ଫେବୃଆରୀ ରେ ବୈଦ୍ଧିକ ରିତିରେ ବିବାହ ହୋଇ ଥିବା ବେଳେ ଏମାନେ ରିସେପ୍ସନ ପରେ ପରେ ଗୋଟିଏ ଆୟୋଜିତ ହୋଇ ଥିବା ଡ଼େନ୍ସ ପଗ୍ରାମ୍ ରେ ଯୋଗ ଦାନ କରି ଥିଲେ ତେବେ ସେହି ପରି କ୍ଷେତ୍ରରେ ସେମାନେ ସେଠାରେ ଡେନ୍ସ କରି ଥିିବାର ଦେଖିବା ପାଇଁ ମିଳି ଥିଲା ଏବଂ ଏହି ଭିଡ଼ିଓ କୁ ବହୁତ ଲୋକ ମାନେ ପସନ୍ଦ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *