ନୁଆ ବିବାହୀତ ଅର୍ଦ୍ଧେନ୍ଦୁ ଓ ପଲ୍ଲବୀ ମନ୍ଦୀରରେ କରିଦେଲେ ଏମିତି କାମ । ଫଟୋ ହେଲା ଭାଇରାଲ

ardhendu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଟିତ ଭାବେ ଜାଣି ଥିବେ ଏହି ଦିନରେ ଲୋକ ପ୍ରିୟ ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ଏବଂ ପିପିଲୀ ବିଧାୟକଙ୍କ ଝିଅ ପଲ୍ଲବୀଙ୍କ ର ବିବାହ ହୋଇ ଥିଲା । ତେବେ ସେହି ପରି କ୍ଷେ୍ତ୍ରରେ ଏହି ବିବାହ ଉତ୍ସବରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁତ ଜଣା ସୁଣା ଅଭିନେତା ଏବଂ ଅଭିନେତ୍ରୀ ତଥା ପଲିଟିକାଲ କ୍ଷେତ୍ରରୁ ବହୁତ ଜଣା ସୁଣା ବ୍ୟକ୍ତି ମାନେ ଯୋଗ ଦାନ କରି ଥିବାର ମଧ୍ୟ ଏଠାରେ ଦେଖିବା ପାଇଁ ମିଳି ଥିଲା ।

ardhendu-pallavi

ଏମିତିରେ ଏହି ଦିନର କଥା କହିବା ପାଇଁ ଗଲେ ଏହି ଦୁଇଟି ଯୋଡି ମାନେ ଏହି ଦିନରେ ନିଜର ବିବାହକୁ ନେଇ ସୋସିଆଲ ମିଡ଼ିଆରେ ବି ବହୁତ ପରିମାଣରେ ଏକ୍ଟିଭ୍ ରହି ଥିବା ବେଳେ ସେମାନେ ପ୍ରତ୍ଯୋକ ମୁହୁର୍ତର ଫୋଟ କୁ ସେମାନେ ସୋସିଆଲ ମିଡ଼ିଆରେ ସେୟାର କରୁ ଥିବାର ମଧ୍ୟ ଦେଖିବା ପାଇଁ ମିଳୁ ଥିଲା । ଏବଂ ସେହି ମଧ୍ୟରୁ ସେମାନଙ୍କ କିଛି ଭିଡ଼ିଓ ଏବଂ କିଛି ପରିମାଣରେ ଫୋଟ ଗୁଡ଼ିତକ ମଧ୍ୟ ସୋସିଆଲ ମିଡ଼ିଆରେ ବହୁତ ପରିମାଣରେ ଭାଇରଲ ହେବାରେ ଲାଗି ଥିବାର ଦେଖିବା ପାଇଁ ମିଳି ଥିଲା ।

ତଥା ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ନିକଟରେ କୋରନା ଭାଇରସ କୁ ନେଇ ଏମାନଙ୍କ ହନିମୁନର ପ୍ଲାନ୍ କେନସେଲ୍ ହୋଇ ଥିବା ବେଳେ ଏମାନେ ଦୁହେଁ ଘଟଗାଁ ବୁଲି ଜାଇ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲା ଏବଂ କିଛି ସମୟ ଏମାନେ ଚିଲ୍ଲୀକା କୁ ବି ଜାଇ ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ଏମାନେ ସେଠାରେ ନେଇ ଥିବା ଫୋଟ କୁ ସୋସିଆଲ ମିଡ଼ିଆ ରେ ସେୟାର କରି ଥିଲେ ଏବଂ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଫେନ୍ ମାନଙ୍କୁ ବହୁତ ପରିମାଣ ରେ ପସନ୍ଦ ଆସୁଛି ।

arddd

ତେବେ ଆପଣ ମାନଙ୍କୁ ଏହି ସବୁ ଫୋଟ କେମିତି ଲାଗୁଛି ଏବଂ ଆପଣ ମାନଙ୍କୁ ଏହି ଦୁଇଟି ଯୋଡି କେମିତି ଲାଗିୁଛି ଆପଣ ମାନେ ଆମକୁ ନିଶ୍ଚିତ ଭାବେ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *