ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ ଗାଇ ଫସିଲେ ହ୍ୟୁମାନ ସାଗର, ଥାନାରେ ଗୀତ ବିରୁଦ୍ଧରେ ଏତଲା, ଜଲଦି ଦେଖନ୍ତୁ ।

human-sagar

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । କୋରନାକୁ ନେଇ ଗୀତ ଝିଅ ନୁହେଁ ତୁ କୋରନା ଭାଇରସ ଗୀତକୁ ଏବେ ନିଶିଦ୍ଧ କରିବା ପାଇଁ ଦାବୀ ହୋଇଛି । ତେବେ ଆପଣ ମାନଙ୍କୁ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜଣେଇବୁ କି ଏହି ଗୀତକୁ ଗାଇଛନ୍ତି ହିୟୁମାନ ସାଗର , ତେବେ ଆମେ ଆପଣ ମାନଙ୍କୁ ଏଠାରେ ବର୍ତମାନ ସମୟରେ ଚାଲି ଥିବା ବିବାଦ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

human

ସେମିତି ରେ ଆପଣ ମାନେ ଜାଣି ଥିବେ ଏହି ଦିନରେ କୋରନା କୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରା ଜାଇଛି । ବର୍ତମାନ ସମୟରେ ଏହି ଭାଇରସ ବିପକ୍ଷ୍ୟରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବି ଏହା ପାଇଁ ବହୁତ କିଛି କାର୍ଯ୍ୟାନୁଷ୍ଟାନ ନେଉ ଥିବାର ଦେଖିବା ପାଇଁ ମିଳିଛି । ଏମିତିରେ ଆମ ଓଡ଼ିଶା ମୂଖ୍ୟ ମନ୍ତ୍ରୀ ଏହାକୁ ରାଜ୍ୟ ର ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ବର୍ତମାନ ସମୟରେ କୋରନାର ନାମ ସୁଣିବା ପରେ ଦେହରେ ଛନକା ପସି ଯାଉ ଥିବା ବେଳେ ବର୍ତମାନ ସମୟରେ ଶିବ ଓଡ଼ିଓ ଏହି ନେଇ ଗୋଟିଏ ଗୀତ ର ରେକଡିଂ କରି ଥିବା ବେଳେ ଏହାକୁ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଛାଡି ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲା ।

ତେବେ ଏହି ଗୀତର ନାମ ହେଲା ଝିଅ ନୁହେଁତୁ କୋରନା ଭାଇରସ । ଏହି ଗୀତ ୟୁଟିୟୁବ୍ ରେ ଆସିବା ପରେ ଏହାକୁ ନେଇ ବର୍ତମାନ ସମୟରେ ଅନେକ ଲୋକ ମାନେ ବିରୋଧ କରିଛନ୍ତି । କୋରନା ଶବ୍ଦଟି ସମସ୍ତ ଙ୍କୁ ଆତଙ୍କିତ କରୁ ଥିବା ବେଳେ ଏହି ଗୀତ ଟି କୁ ଗାଈ ଥିବା କଣ୍ଠ ଶ୍ଲିପୀ ଏହାକୁ ମଉଜ କରିବା ଉଦ୍ଧେଶ ରେ ଗାଈ ପାରିଛନ୍ତି । ତାହାକୁ ନେଇ ବର୍ତମାନ ସମୟ ରେ ପ୍ରଶ୍ନ ଉଠିଛି । ଏହି ଗୀତ କୁ ପବିତ୍ର ଲେଖି ଥିବା ବେଳେ ଗଣେଶ ପ୍ରଦାସ୍ ଏହାକୁ ସଂଙ୍ଗୀତ ରେ ସଜାଇ ଛନ୍ତି । ଏହି ନେଇ ଲୋକପ୍ରିୟ ସଂଙ୍ଗୀତ ନିର୍ଦ୍ଧେଶକ ମଳୟ ମିଶ୍ର ଙ୍କ କହିବା କଥା ଅନୁସାରେ କୋରନା ଭୁତାଣୁ କୁ ନେଇ ସମଗ୍ର ବିଶ୍ୱ ବାସୀ ମାନେ ଭୟବିତ ଥିବା ବେଳେ ଏହି ଶବ୍ଦ କୁ ନେଇ ମନୋରଂଞନ ଧର୍ମି ଉତ୍ପାଦକ ଭେଟି ଦେବା ମୋ ମତ ରେ ବହୁତ ଭୁଲ ଅଟେ ।

humana

ଏବଂ ସେହି ପରି ବେଳେ ସିନେ କ୍ରିଟି ଆସୁୟିଏଟ୍ ର ସଭାପତି ପ୍ରୋଦଶ ପଟ୍ଟନାୟକ ଏବଂ ଦିଲ୍ଲୀପ୍ ଖଲ୍ଲୀ ମଧ୍ୟ ଏହାର ବିରୋଧ କରି ଥିବା ବେଳେ ଏହାକୁ ବର୍ତମାନ ସମୟ ରେ ହିଁ ଇୟୁଟୁୟୁବ୍ ରୁ ହଟେଇ ଦେବା ପାଇଁ କହିଛନ୍ତି । ଏବଂ ସେ ଏହି କଥା କହିଛନ୍ତି କି ବର୍ତମାନ ସମୟରେ କୋରନା କୁ ନେଇ ଭୟ ର ବାତାବରଣ ଥିବା ବେଳେ ଏହାକୁ ନେଇ ଗୀତ ଗାଈବା ଏବଂ ବାହାର କରିବା ବି ବହୁତ ବଡ ଭୁଲ ଅଟେ । ତେବେ ଏବେ ପ୍ରୋଜଜନା ସଂସ୍ଥା ଏହା ପାଇଁ କ୍ଷେମା ମାଗୁ ଏବଂ ଏଗହି ଗୀତ କୁ ତୁରନ୍ତ ବ୍ୟନ୍ କରା ଯାଉ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *