ଦେଖନ୍ତୁ ଚନ୍ଦନଙ୍କ ଜନ୍ମ ଦିନରେ ମାହି ଦେଲେ ସରପ୍ରାଇଜ୍ ଗିଫ୍ଟ , ଦେଖିଲେ କହିବେ ସ୍ତ୍ରୀ ହେବ ତ ଏମିତି

chanda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଲୋକ ପ୍ରିୟ ଓଡ଼ିଆ ଅଭିନେତା ତୁସାର ଙ୍କ ଏହି 8 march ରେ ଜନ୍ମ ଦିନ ଜାଇ ଥିଲା । ତେବେ ସେହି ପରି ବେଳେ ବର୍ତମାନ ସମୟରେ ବହୁତ ଚର୍ଚ୍ଚାରେ ରହିଛନ୍ତି କି ସେ ଏବଂ ତାଙ୍କର ପତ୍ନୀ ଏହି ଦିନରେ ନୂତନ ଭାବେ ବିବାହ କରି ଥିବା ହେତୁ ସେମାନେ କେମିତି ଭାବେ ଏହି ଜନ୍ମ ଦିନକୁ ପାଳନ କରିଲେ ସେହି ବିଷୟରେ ଜାଣିବା ଏହି ଏଠାରେ ମାହୀ କଣ ସର୍ପ୍ରାଇଜ୍ ଗିଫ୍ଟ ଦେଇ ଥିଲେ ତୁସାରଙ୍କୁ ସେହି ବିଷୟରେ ଆମେ ଆପଣ ମାନଙ୍କ ସହିତ କଥା ହେବା ପାଇଁ ଆସିଛୁ ।

chanduuu

ଯେମିତି କି ଆପଣ ମାନେ ଜାଣି ଥିବେ ଏହି ନିକଟରେ ଓଲିଉଡ ଏବଂ ସିରିଏଲ ଜଗତରେ ବିବାହ କୁ ନେଇ ବହୁତ ଚର୍ଚ୍ଚା ହେଉ ଥିବା ବେଳେ ସେହି ପରି ଭାବେ ଏହି ଦିନରେ ନୂତନ ଭାବେ ବିବାହ କରି ଥିବା ସିରିଏଲ ଅଭିନେତା ଏବଂ ଅଭିନେତ୍ରୀ ତୁସାରଙ୍କ ର ବିବାହ କୁ ନେଇ ବହୁତ ଚର୍ଚ୍ଚା ହୋଇ ଥିବା ଥିଲା । ତେବେ ଏହି ନିକଟରେ ବିବାହ ହୋଇ ସାରି ଥିବା ବେଳେ ଏହି ଦିନରେ ପ୍ରଥମ ଜନ୍ମ ଦିନ ଜାହା ତୁସାର ଙ୍କର ଥିଲା ବହୁତ ଭଲ ଭାବେ ପାଳନ କରି ଥିଲେ ମାହୀ । ଏହି ଜନ୍ମ ଦିନ ଅବସରରେ ତୁସାରଙ୍କ ସାଙ୍ଗ ସାଥି ତଥା ପରିବାର ଙ୍କ ସହିତ ମାହୀ ଙ୍କ ଭାଇ ଏବଂ ଭାଉଜ ସଂମ୍ପର୍ଣ୍ଣ ଭାବେ ଏହି ଜନ୍ମ ଦିନରେ ସାମିଲ୍ ହୋଇ ଥିଲେ ଏବଂ ପାଳନ କରି ଥିଲେ ।

chamahi

ଏଠାରେ ସେମାନେ ବହୁତ ଏନଜୟ କରି ଥିବା ବେଳେ ଏହି ବିଷୟରେ ଲୋକ ମାନେ ଚର୍ଚ୍ଚା କରୁ ଥିବାର ଦେଖିବା ପାଇଁ ମିଳିଛି କି ଏହି ବର୍ଷ ର ଜନ୍ମ ଦିନ ରେ ମାହୀ ତୁସାର ଙ୍କୁ କଣ ସର୍ପ୍ରାଇଜ୍ ଗିଫ୍ଟ ପ୍ରଦାନ କରିଛନ୍ତି । ତେବେ ଆମେ ଆପଣ ମାନଙ୍କୁ କହିବୁକି ଏହି ବିଷୟ ରେ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ ସୂଚନା ମିଳି ନ ଥିବା ବେଳେ ଆଗାମୀ ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ , ହେଲେ ଭିତିରି ସୁତ୍ରରୁ ଆମକୁ ମିଳିଥିବା ଖବର ଅନୁସାରେ ମାହି ତୁସାରଙ୍କୁ ଗୋଟିଏ କାର ଗିଫ୍ଟ ଦେଇଥିବା କଥା ଏବେ ଜୋର ଧରିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *