୨୦୨୦ରେ ବାହା ହେଲେ ଏହି ଅଭିନେତା ଏବଂ ଅଭିନେତ୍ରୀମାନେ ……।

married

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଏହି 2020 ରେ ହୋଇ ଥିବା ହିରୋ ଏବଂ ହିରୋଇନ୍ ମାନଙ୍କ ବିବାହ ସଂମ୍ପର୍କ ରେ କହିବା ତଥା ସେହି ଅଭିନେତା ଏବଂ ଅଭିନେତ୍ରୀ ମାନେ କିଏ କିଏ ସେହି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ ପ୍ରଥମ ରୁ ଆରମ୍ଭ କରିବା ।

ପ୍ରଥମେ ରହିଛନ୍ତି ତୁସାର ଏବଂ ମାହୀ । ଏମିତି ରେ ସେମାନେ ଏହି ଦିନ ରେ ବିବାହ କରି ଥିବା ବେଳେ ସେମାନେ ବର୍ତମାନ ସମୟରେ ବହୁତ ଭଲ ଜିବନ ଜାପନ କରୁ ଥିବାର ଦେଖିବା ପାଇଁ ମିଳିଛି । ସେମିତି ରେ ଏହି ଦିନ ରେ ସେମାନେ ହୋଲି ପାଳନ କରି ଥିଲେ ।

chamahi

ଦୁଇ ରେ ରହିଛନ୍ତି । ଅର୍ଦ୍ଧେନ୍ଦୁ ଏବଂ ପଲ୍ଲବୀ । ଆପଣ ମାନେ ଏହି ଦୁଇଟି ଯୋଡି ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ତେବେ ସେମାନେ ଗତ ଫେବୃଆରୀ ମାସ ରେ ବିହାର କରି ନେଇ ଥିବା ବେଳେ ଏମାନେ ବି ବହୁତ ଖୁସି ରହିଛନ୍ନତି ଏହି ବିବାହ କୁ ନେଇ ବୋଲି ଜଣା ପଡିଛି । ତିନି ରେ ରହିଛନ୍ତି । ଅମ୍ଲାନ୍ ଏବଂ ଭୂମିକା । ଏହି ନିକଟ ରେ ଓଲିଉଡ ର ସୁପର ଷ୍ଟାର ଅମ୍ଲାନ୍ ଏବଂ ତାଙ୍କର ବାଲ୍ୟ ବନ୍ଧୁ ଭୂମିକା ଙ୍କ ସହିତ ବିବାହ କରି ଥିବା ବେଳେ ସେମାନେ ଏହି ଦିନ ରେ ହନିମୁନ ରେ ରହିଛନ୍ତି ବୋଲି ଜଣା ପଡିଛି ।

ardhendu-pallavi

ଏହା ପରେ ରହିଛନ୍ତି । ବିକ୍ରମ୍ ଏବଂ ଲିପିକ୍କା ଙ୍କ ବିବାହ ବି ଏହି ଦିନ ରେ ହୋଇ ସାରିଛି । ତେବେ ସେମାନେ ମଧ୍ୟ ବହୁତ ଖୁସି ରେ ବିବାହ କରି ଥିଲେ ଏବଂ ସୁଖ ର ଜିବନ ଜାପନ କରୁଛନ୍ତି । ଏବଂ ଏହାପରେ ରହିଛନ୍ତି ଝିଲ୍ଲୀକ୍ ଏବଂ ପ୍ରିତି ରଞନ । ଆପଣ ମାନେ ଜାଣି ଥିବେ ଗତ ତିନି ଦିନ ତଳେ ଓଲିଉଡ ର ହିରୋଇନ୍ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ବି ବିବାହ କରି ଥିଲେ ଏବଂ ସେ ଗୋଟଡିଏ ବିଧାୟକ ଙ୍କୁ ବିବାହ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।

jhilikkk

ଏ ବର୍ଷ ବିବାହ ହୋଇଥିବା ଯୋଡି ମାନଙ୍କ ମଧ୍ୟରୁ ସବୁଠୁ ଫେମୋସ ଯୋଡି ହେଉଛି ଅମ୍ଲାନ ଓ ଭୁମିକା , ଏହି 2020 ଫ୍ରେବୃଆରୀ ମାସରେ ମଧ୍ୟ ଓଲିଉଡ ଷ୍ଟାର ଆମ୍ଲାନଙ୍କର ମଧ୍ୟ ବିବାହ ହୋଇଥିଲା  । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *