10 ମ ପାସ ପିଲାଙ୍କ ପାଇଁ OMC ରେ ବାହାରିଲା ଚାକିରି ସୁଯୋଗ , ଦରମା ବହୁତ ଅଧିକ

jobbbod

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଏଠାରେ ପୁଣି ଥରେ odisha mining corporation ତରଫରୁ ଭେକେନ୍ସି ବାହାରି ଆସି ଥିବା ଏଠାରେ ଭେକେନ୍ସି ସଂଖ୍ୟା ରହିଛି 128 ଏବଂ ଏଠାରେ ପଦବୀ ବିଷୟରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ ତେବେ ପ୍ରଥମ ପଦବୀଟି ରହିଛି Jr. Executive Assistant, ଏହି ଥିରେ ରହିଛି 100 ଟି ପୋଷ୍ଟ । ଏହା ପରେ ରହିଛି Jr. Engineer (Mechanical) ଜାହାର ପୋଷ୍ଟ ସଂଖ୍ୟା ଆପଣ ମାନଙ୍କୁ 05 ଟି ପଦବୀ ରହିଛି । ଏବଂ ଏହା ପରେ ରହିଛି Jr. Engineer (Electrical) ରେ ଆପଣ ମାନଙ୍କ ପାଇଁ 14 ଟି ପଦବୀ ରହିଛି ବୋଲି ଜଣା ପଡ଼ିଛି । ଏହା ପରେ ରହିଛି Jr. Nurse ଜାହାର ପଦବୀ ସଂଖ୍ୟା ଆପଣ ମାନଙ୍କୁ 07 ଟି ମିଳିବ । ଏବଂ ସେଷ ରେ ରହିଛି Jr. Pharmacist ଜାହାକ ପୋଷ୍ଟ ସଂଖ୍ୟା ଆପଣ ମାନଙ୍କୁ 02 ଟି ମିଳିବ ।

jobbb

ତେବେ ଟୋଟାଲ ରେ ରହିଛି 128 ଟି ପଦବୀ ରହିଛି । ଏହା ପରେ ରହିଛି ଏହି ପୋଷ୍ଟ ପାଇଁ କେଉଁ ମାନେ ଆପ୍ଲାୟ କରି ପାରିବେ ସବୁ ଓଡିଶା ଲୋକ ମାନେ କରି ପାରିବେ । ଏଠାରେ ଡେଣ୍ଡର ମେଲ୍ ଫି ମେଲ୍ ଚାହିଁଲେ ନିଶ୍ଚିତ ଭାବେ ଆପ୍ଲାୟ କରି ପାରିବେ । ଜବ୍ ଲୋକେସନ୍ ଓଡ଼ିଶା ରହିବ ଆପ୍ଲାୟ ଆପଣ ମାନେ ଅନଲାଇନ୍ କରିବେ । ଏହା ର ଆପ୍ଲାୟ ଆରମ୍ଭ ତାରିଖ ହେଲା 28 ,02, 2020 ରୁ ଶେଷ ତାରିଖ ରହିଛି  19,03,2020  । ଏଠାରେ ଆପଣ ମାନଙ୍କ ପାଇଁ ଆପ୍ଲିକେସନ୍ ଫି ରହିଛି  500 ଟଙ୍କା , ହଁ SC/ST/PwD କାଷ୍ଟ ମାନଙ୍କ ପାଇଁ ଫ୍ରୀ ରହିଛି । ସେହି ପରି କ୍ଷେତ୍ର ରେ ଆପଣ ମାନେ ଏହି ଜବ୍ ବିଷୟରେ ଅଧିକ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ omcltd.in ରେ ଜାଇ ପାରିବେ ।

ଏହା ପରେ ରହିଛି ସେଲେରୀ ଏବଂ କୁୱାଲିଫିକେସନ୍ । Jr. Executive Assistant ପାଇଁ ଡିଗ୍ରୀ କରିଥିବା ଦରକାର । ଏବଂ ତା ସହିତ PGDCA ଦରକାର ଅଟେ । ଏହାର ସେଲେରୀ ଆପଣ ମାନଙ୍କୁ 29000 ହଜାର ରହିବ । ଦୁଇ ରେ ରହିଛି ।Jr. Engineer (Mechanical) ଏହା ପାଇଁ ଆପଣ ମାନେ ମେକାନିକାଲ ରେ ଡିପ୍ଲମା ରେ କରି ଥିବେ ଦରମା ରହିବ 35000 ହଜାର ଟଙ୍କା । ତିନି ରେ Jr. Engineer (Electrical) ଏହା ପାଇଁ ଡିପ୍ଲମା ଇଲେକ୍ଟ୍ରୀକାଲ ଇଂଞିନିୟରଂ ଏବଂ ଦରମା ରହିବ 35400 ଟଙ୍କା ରହିବ । ଚାରି ରେ Jr. Nurse ଜାହା ପାଇଁ ଫାର୍ମାସିସ୍ ପୋଷ୍ଟ ରେ +2 ସାଇନ୍ସ କରିବା ଦରକାର । ଏବଂ ଡିପ୍ଲୋମା ବି ପାର୍ମାସ୍ କରିବାର ଦରକାର । ଦରମା 29000 ହଜାର ରହିବ ।

job

ସେଷ ରେ ରହିଛି । Jr. Pharmacist ଜାହା ପାଇଁ ଆପଣ ମାନେ +2 ସାଇନ୍ସ ଏବଂ ଡିପ୍ଲମା ଫାର୍ମାସିସ୍ ରେ ଦରମା 29200 ଟଙ୍କା ରହିବ । ଏବଂ ଏହା ପାଇଁ ଆପଣ ମାନଙ୍କ ବୟସ 18 ରୁ 32 ବର୍ଷ ହୋଇ ଥିବା ଦରକାର । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *