ଓଡିଶା ପୋଲିସରେ ବାହାରିଲା ଅନେକ ପଦବୀ , ଯୋଗ୍ୟତା ମାତ୍ର 10 ମ ପାସ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏଠାରେ ପୁଣି ଥରେ ଆଉ ଥରେ ଓଡିଶା ପୋଲିସ୍( Odisha Police Department) ତରଫରୁ ଭେକେନ୍ସି ବାହାରି ଆସି ଥିବା ବେଳେ ଏଠାରେ 231 ଟି ପୋଷ୍ଟ ରହି ଥିବାର ଦେଖିବା ପାଇଁ ମିଳିଛି , ଏହା ଡ୍ରାଇଭର ପାଇଁ ରହିଛି ବୋଲି ଜଣା ଜାଇଛି । ଏବଂ ଏଠାରେ କେବଳ ଓଡ଼ିଶା ଲୋକ ମାନେ ହିଁ ଆବେଦନ ପାଇଁ ଇଲିଜିବୁଲ ହେବେ । ଏବଂ ସେହି ପରି କ୍ଷେତ୍ରରେ କେବଳ ପୁରୁଷ ମାନଙ୍କୁ ଏଠାରେ ନିଯୁକ୍ତି କରିବା ପାଇଁ କୁହା ଜାିଛି । ଏଠାରେ ମହିଳା ନାହାଁନ୍ତି । ଆପ୍ଲାୟ ଆପଣ ମାନେ ଅନଲାଇନ୍ କରିବେ । ଆବେଦନ କରିବାର ଆରମ୍ଭ ତାରିଖ 07/03/2020ଏବଂ ସେହି ପରି ଭାବେ ଆବେଦନ କରିବାର ସେଷ ତାରିଖ 28/03/2020 ରହିଛି ବୋଲି ଜଣା ପଡିଛି ।

job2

ଏବଂ ପରିକ୍ଷା ଫିଜିକାଲ 30/03/2020 ରହିଛି । ଆପ୍ଲିକେସନ ଫି 30 ଟଙ୍କା ଏହା ସମସ୍ତ କେଣ୍ଡିଡେଟ୍ ପାଇଁ ପହିଛି । ଏଥି ସହିତ ଆପଣ ମାନେ ଅଧିକ ଜାଣିବା ପାଇଁ ଚାହୁଁ ଥିଲେ https://oprecruitment.in ବା odishapolice.gov.in ରେ ଜାଇ ପାରିବେ । ସେହି ପରି କ୍ଷେତ୍ର ରେ ଏଠାରେ କ୍ୱାଲିଫିକେସନ ରହିଛି 10TH ପାସ୍ ଏବଂ ଆପଣ ମାନେ ଯେମମିତି ଡ୍ରାଇଭିଂ ରେ ସଂମ୍ପର୍ଣ୍ଣ ଭାବେ ପାସ୍ ହୋଇ ଥିବେ । ତଥା ଆପଣଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ରହିବା ଦରକାର । ବୟସ ସୀମା ରହିଛି 18 ରୁ 23 ଜେନେରାଲ ପାଇଁ ଏବଂ SC/ST/ PwD ପାଇଁ 18 ରୁ 28 ବର୍ଷ ଯାଏ ରହିଛି ।

jobbb

ସେହି ପରି ଭାବେ ସେଲେରୀ ରହିଛି 2013 ର କ୍ରାଇଜନିଂ ଭାବେ ଗୃପ୍ D ଗୃପ୍ C ପାଇଁ ଯେଉଁ ପରି ଭାବେ ସେଲେରୀ ରହିଛି ଆପଣ ମାନଙ୍କୁ ବି ସେହି ପରି ଭାବେ ସେଲେରୀ ମିଳିବ । ହାଇଟ୍ ଆପଣଙ୍କର 168 ମିଟର ଜେନେରାଲ ଏବଂ ଅନ୍ୟ ପାଇଁ 163 ମିଟର ହେଉ ଥିବା ଦରକାର । ତେବେ ଜାଇ ଆପଣ ମାନେ ଏହି ପୋଷ୍ଟ ପାଇଁ ଇଲିଜି ବୁଲ ହେବେ । ଏମିତି ରେ ଆପଣ ମାନେ ଯଦି ଏହି ପୋଷ୍ଟ କୁ କରିବା ପାଇଁ ଚାହାଁନ୍ତି ଏବଂ ଆପ୍ଲାୟ କରିବା ପାଇଁ ଚାହାଁନ୍ତି ତେବେ odishapolice.gov.in ଜାଆନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *