ସବୁ ଜିଲ୍ଲାର ର ଲୋକଙ୍କ ପାଇଁ ବାହାରିଲା 100 ରୁ ଅଧିକ ପଦବୀ , ଜାଣନ୍ତୁ କେମିତି କରିବେ ଆବେଦନ

colll

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆପଣ ମାନଙ୍କ ପାଇଁ ଜିଲ୍ଲା କଲେକ୍ଟର ଅଫିସ୍ ତରଫ ରୁ ନିଯୁକ୍ତି ବାହାରି ଥିବା ବେଳେ ଏହି ଭେକେନ୍ସି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତଥା ଆପଣ ମାନେ ଏଠାରେ ଏହି ପୋଷ୍ଟ କୁ କେମିତି ଭାବେ ଆବେଦନ କରିବେ ଏବଂ କେତେ ଦରମା ରହିଛି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଏହି ପୋଷ୍ଟ କୁ ସମସ୍ତ ଜିଲ୍ଲା ର ପ୍ରାଥି ମାନେ ପକେଇ ପାରିବେ । ଏମିତି ରେ ଆପଣ ମାନେ ଅଧିକ ଜାଣିବା ପାଇଁ ନିଶ୍ଚିତ ଭାବେ  www.jajpur.nic.in ରେ ଜାଇ ପାରିବେ । ଏବଂ ଏଠାରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ତଥ୍ୟ ସହିତ କହିବୁ କି ଏଠାରେ ପୋଷ୍ଟ ରହିଛି Revenue Supervisor, Revenue Inspector, Asst. Revenue Innispector ଏବଂ Amin ପାଇଁ ଭେକେନ୍ସି ରହିଛି ।

jobbb

ଏବଂ ଆପଣ ମାନେ ଆବେଦନ କରି ପାରିବେ ଏହା ପାଇଁ ଆପଣ ମାନଙ୍କୁ ଏହି ଏଡେସ୍ ଦରକାର ହେବ । The Collector and District Mgistrate, Jajpur । ଏହା ଶେଷ ସମୟ ସୀମା ରହିଛି 07/04/2020 ଏବଂ ଏହା ପୂର୍ବ ରୁ ଆପଣ ମାନଙ୍କୁ ରେଜିଷ୍ଟର ପୋଷ୍ଟ ବା ଫାଷ୍ଟ ପୋଷ୍ଟ ମାଧ୍ୟମ ରେ ନିଶ୍ଚିତ ଭାବେ ଆବେଦନ କରି ପାରିବେ । ସେହି ପରି କ୍ଷେତ୍ର ରେ ଏଠାରେ ଚାରୋଟି ଭେକେନ୍ସି ରହିଛି ଏହି ଭେକେନ୍ସି ରେ Revenue Inspector ପାଇଁ 13000 ହଜାର ସେଲେରୀ ରହିଛି ଏବଂ କେବଳ 4 ପୋଷ୍ଟ ରହିଛି । Asst. Revenue Innispector ରେ 24 ଟି ପୋଷ୍ଟ ରହିଛି ।ଏହାର ସେଲେରୀ 6500 ରହିଛି । Amin ପାଇଁ 30 ଟି ଭେକେନ୍ସି୍ ରହିଛି ଏବଂ ଏଠାରେ ବି ଆପଣ ମାନଙ୍କୁ 6500 ସେଲେରୀ ରହିଛି ।

nalco2

ସେହି ପରି ଭାବେ ଏହି ଥିରେ କେଉଁ ମାନେ ଆବେଦନ କରି ପାରିବେ ସେହି ବିଷୟ ରେ କହି ଦେଉଛୁ କି ଏଠାରେ କେବଳ ରିଟାୟାର ପର୍ସନ୍ ହିଁ ଆବେଦନ କରି ପାରିବେ । ଯେଉଁ ମାନଙ୍କ ବୟସ 65 ବର୍ଷ ରୁ କମ୍ ହୋଇଛି ସେହି ମାନେ ଏହି ପୋଷ୍ଟ ପାଇଁ ଇଲିଜିବୁଲ ହେବେ । ସେହି ପରି ଭାବେ କ୍ରିମିନାଲ ରେକୋର୍ଡ କିଛି ବି ନ ଥିବ । ଏବଂ ଆପଣ ମାନଙ୍କୁ ନିଜର ରିଟାୟାର ମ୍ୟଟ ସିପ୍ କୁ ଆଟାଚ୍ଛ କରିବା ପାଇଁ ପଡିବ । ତେବେ ଆବେଦନ କପିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *