( ଅଣ୍ଡା ) ଖାଉଥିବା ଲୋକମାନେ ନିଶ୍ଚୟ ଦେଖନ୍ତୁ | ନହେଲେ ଏହି ଭୟାନକ ରୋଗରେ ପଡିବେ ଆପଣ

eggg

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଏକ ବିଷେଶ ବାର୍ତା ଉପରେ ଆଲୋଚନା କରିବା ପାଇଁ ଆସିଛୁ ଯେଉଁ ଥିରେ ଆପଣ ମାନଙ୍କୁ ଆମେ ସଂମ୍ପୁର୍ଣ୍ଣ ଭାବେ ଜଣେଇବୁ କି ଅଣ୍ଡା ର ସେବନ କରିବା ପରେ କେଉଁ ଜିନିଷ କୁି ସେବନ କରିବା ବର୍ଦ୍ଧକ ଅଟେ । ନଚେତ୍ ଆପଣ ମାନଙ୍କ ଜିବନ ସଂମ୍ପର୍ଣ୍ଣ ଭାବେ ଜାଇ ପାରେ । ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ ଭାବେ ଜାଣି ନେବା ।

egg-e

ସେମିତି ରେ ଆଜିର ଦିନ ରେ ଲୋକ ମାନେ ଡାଇଟ୍ ରେ ବ୍ରେକ ଫାଷ୍ଟ ରେ ସିଝା ଅଣ୍ଡା ରେ ସବନ କରିବା ପାଇଁ ପସନ୍ଦ କରନ୍ତି । ଏବଂ ପରେ ପରେ ସେମାନେ କିଛି ଫଳ ବା ସର୍ବତ ପିଇବା ପାଇଁ ପସନ୍ଦ କରନ୍ତି । ହେଲେ ଆପଣ ମାନଙ୍କୁ କହିବୁ ଏହା ଆପଣ ମାନଙ୍କ ପାଇଁ ଖରାପ୍ ହୋଇ ପାରେ । ଯେଉଁ ପରି ଆପଣ ମାନେ ଜାଣି ଥିବେ ମାସଂ ର ସେବନ କରିବା ପରେ କ୍ଷୀର ର ସେବନ କରିବା କଥା ନୁହେଁ ବା ମାଛ ର ସେବନ କରିବା ପରେ କ୍ଷୀର ର ସେବନ କରିବା ଠିକ୍ ନୁହେଁ । ସେହି ପରି ଭାବେ ଏହି ଅଣ୍ଡା ର ସେବନ କରିବା ପରେ ବି କିଛି ଜିନିଷ ରହିଛି ଜାହା ଖାଇବା କଥା ନୁହେଁ । ଆସନ୍ତୁ ଜାଣି ନେବା ।

ସିଝା ଅଣ୍ଡା ଖାଇବା ପରେ ଲେମ୍ବୁ ଖାଇବା ଉଚିତ୍ ହୋଇ ନ ଥାଏ କାରଣ ଏହା ଦେହ ପାଇଁ ସଂମ୍ପର୍ଣ୍ଣ ଭାବେ କ୍ଷେତି କାରକ ହୋଇ ଥାଏ । ଏହି ଦୁଇଟି ର ମିଶ୍ରଣ ରେ ହାନୀ କାରକ ପ୍ରତିକ୍ରିୟା କରି ଥାନ୍ତି । ସେହି ପରି ଭାବେ ଦ୍ୱୀତୀୟ ରେ ରହିଛି କଦଳୀ । କେବେ ବି ଅଣ୍ଡା ସହିତ କଦଳୀ ର ସେବନ କରନ୍ତୁ ନାହିଁ । କାରଣ ଆପଣଙ୍କ ମୃତ୍ୟୁ ବି ଏଥିରେ ହୋଇ ପାରେ । ଗୋଟିଏ ରିସର୍ଚ୍ଚ ରେ ମନୁଶ୍ୟ କୁ ଅଣ୍ଡା ପରେ କଦଳୀ ଖୁଆଇବା ପରେ ଦେହ ଇନଫେକ୍ସନ ହେବା ଯୋଗୁଁ ସେହି ଲୋକ ର ମୃତ୍ୟୁ ହୋଇ ଥିଲା । ତେବେ କେବେ ଆପଣ ମାନେ ଏହି ଦୁଇଟି ଜିନିଷ କୁ ଖାଇବା ପାଇଁ ଚିନ୍ତା ବି କରନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *