02 ମାର୍ଚ 2020 ସୋମବାର ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ

ମେଷ ରାଶି : ଆଜି ନିଜ କାର୍ଯ୍ୟକୁ ନେଇ ସାଙ୍ଗ ଓ ବନ୍ଧୁଙ୍କ ସାହାଯ୍ୟ ଲୋଡିବେ , ଇଚ୍ଛା ଓ ମହତ୍ତ୍ୱକାଂକ୍ଷାର ପୁର୍ତ୍ତି ହେବ , ଆପଣଙ୍କ ବାହାନ ପ୍ରାପ୍ତି ହୋଇପାରେ , ଆପଣ ସବୁ କାର୍ଯ୍ୟରେ ସଫଳ ହେବେ , ଆଜି କେଉଁ ଅନୁଭବି ଙ୍କ ରାୟ ନେବା ଫାଈଦା ଯୋଗାଇବ , ଉତ୍ସାହ ଓ ପ୍ରସନ୍ନତା ଦ୍ୱାରା ସବୁ କାମ କରିବେ , ବିଜନେସ୍ କିମ୍ବା ଚାକିରିରେ ଅଧିକା କାମ ରହିବ,  ଅଧିକା ସମୟ ଯାଏଁ କାମ କରିବେ , ନୁଆ ବ୍ୟକ୍ତିଙ୍କୁ ସାକ୍ଷାତ କରିବାର ଯୋଗ ଅଛି ।

ବୃଷ ରାଶି : ଆଜି ବିପଦପୁର୍ଣ୍ଣ ଜାମିନ୍ କାର୍ଯ୍ୟକୁ ଟାଳନ୍ତୁ , ଚେଷ୍ଟ୍ କରୁଥିବା ଲୋକଙ୍କର କେବେ ହାର୍ ହୁଏ ନାହିଁ , ଯଦି ମନ ଲଗାଇ ପ୍ରୟାସ କରିବେ , ନିଜ ପ୍ରିୟଜନଙ୍କ ସହ କିଛି ସ୍ମୃତିମୟ ସମୟର ଆନନ୍ଦ ନେବେ , ଯଦି କିଛି ସମସ୍ୟା ଅହି ତେବେ ଶାନ୍ତିରେ କଥାବାର୍ତ୍ତା କରନ୍ତୁ , ଆଘାତରୁ ଶାରରୀକ ହାନି ହେବାର ଆଶଙ୍କା ଅଛି , କେଉଁ କାମ କିମ୍ବା ଦାୟିତ୍ୱ ନିଜ ମୁଣ୍ତରେ ନେବା ଦ୍ୱାରା ଚିନ୍ତା ବଢିପାରେ , ଲେଣଦେଣରେ ବ୍ୟସ୍ତତା ରଖନ୍ତୁ ନାହିଁ ।

ମିଥୁନ ରାଶି : ଆଜି ସଂବନ୍ଧି ଆପଣଙ୍କ ଉଦାର ଭାବନାର ଭୁଲ୍ ଫାଇଦା ଉଠାଇବାର ଚେଷ୍ଟା କରିବେ , ଆପଣଙ୍କୁ ସଂମ୍ପତ୍ତି ମାମଲାରେ ପରିବାରର ସଂବନ୍ଧରେ ନଜର ରଖିବାର ଅଛି । ଯିଏ ଚିନ୍ତାରେ ଆସିପାରିବେ , ନିଜ କଥାବାର୍ତ୍ତାରେ ଆଲୋଚନାର୍ ବିଷୟ କରନ୍ତୁ ନାହିଁ , ଧାର୍ମିକ କାର୍ଯ୍ୟରେ ବ୍ୟୟ ହୋଇପାରେ , ପୁଜା ପାଠରେ ମନ ଲାଗିବ , ନିଜ ବିଚାରକୁ ବିଗାଡିକରି ଅଯଥା ଫସିପାରନ୍ତି , କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ସଫଳତା ମିଳିବ , ନିଜ ଉର୍ଜା ଆପଣ ବହୁତ କିଛି ହାସିଲ୍ କରିପାରିବେ ।

krishna

କର୍କଟ ରାଶି : ଆଜି ଆପଣ ନିଜକୁ ସତେଜତା ଅନୁଭବ କରିବେ , ଆର୍ଥିକ ସ୍ଥିତିକୁ ନେଇକରି ଭୁଲ୍ ଫଇସଲା ନେବା ଭୁଲ୍ ହେବ । ଆଜି ନିଜ ଛୁଆଙ୍କ ସହ ସମୟ ଅତିବାହିତ କରିବେ , ଭାଇ ଭଉଣୀ କେଉଁ ମାମଲାକୁ ନେଇ ଯୁକ୍ତି କରିପାରନ୍ତି , ଯାତ୍ରା ଲାଭଦୟକ ହୋଇପାରେ , ବାହାନ ସାବଧାନତା ସହ ଚଲନ୍ତୁ ।

ସିଂହ ରାଶି  : ଆଜି ନୁଆ ଜବ୍ କିମ୍ବା ବିଜନେସ୍ କରିପାରନ୍ତି , ପ୍ରେମ ସଂବନ୍ଧ ପାଇଁ ଦିନ ଭଲ ଅଛି , ପରିବାରକୁ ନେଇ ଭାବୁକ ହୋଇପାରନ୍ତି , ଆଜି ସଫଳତାକୁ ଦେଖି ନୁଆ ସଫଳତାର ରାସ୍ତା ତିଆରି କରିବେ , ପାର୍ଟି ଓ ପିକନିକ୍ ରେ ଆନନ୍ଦ ପ୍ରାପ୍ତ ହେବ , ବୌଦ୍ଧିକ କାର୍ଯ୍ୟ ସଫଳ ହେବ , ସଂଙ୍ଗୀତ ଇତ୍ୟାଦି ରୁଚି ବଢିବ ।

ତୁଳା ରାଶି : ପରିବାର୍ ସଦସ୍ୟଙ୍କ ସହ ଭଲ ସମୟ ଅତିବାହିତ କରିବେ , ବ୍ୟବସାୟ ବିସ୍ତାର କରିବାପାଇଁ ଏହା ଭଲ ସମୟ ଅଛି  ବିତ୍ତିୟ ସ୍ଥିତିରେ ସୁଧାର ଆସିବ , କିନ୍ତୁ ଅନ୍ୟାବଶ୍ୟକ ଖର୍ଚ୍ଚର କାରଣରୁ ମନ ଖରାପ ହୋଇପାରେ,  ପରିବାରର ସାହାଯ୍ୟରୁ ଆର୍ଥିକ ଅସୁବିଧା ଦୁର ହୋଇଯିବ , ବେପାରରେ ପ୍ରଗତି ହେବ , ସ୍ୱାୟୀ ସଂମ୍ପତ୍ତି ବଡ ଲାଭ ଦେଇପାରେ  ରୋଜଗାର ପ୍ରତି ପ୍ରୟାସ ସଫଳ ହେବ ।

soull

କନ୍ୟା ରାଶି : ଆଜି ଲାହ କମାଇବାରେ ଅବସର ପାଇବେ , ଆପଣଙ୍କ ପ୍ରତିଧ୍ୱନ୍ଧୀଙ୍କର ନଜର ରଖିବା ଉଚିତ୍ ହେବ ଯେଉଁ ମନୋରଞ୍ଜକ ହେବ ତାହା ଆନନ୍ଦ ପ୍ରଦାନ କରିବ , ଏକ ଶାନ୍ତ ମନରେ ଆପଣଙ୍କ  ଅଧିକାଂଶ କାର୍ଯ୍ୟ ପୁରା କରିବାରେ ସାହାଯ୍ୟ ମିଳିପାରେ , ପରିଶ୍ରମରୁ ଅଧିକା ଲାଭ କମ୍ ହେବ । କଟୁ ଲୋକଙ୍କର ହାନି ହୋଇପାରେ

ତୁଳା ରାଶି : ଆଜି ଆପଣଙ୍କ ପ୍ରେମ ଜୀବନରେ ବହୁତ ଅସୁବିଧା ଆସିପାରେ , କିନ୍ତୁ ଏଥିରେ କିଛି ଫରକ ପଡିବ ନାହିଁ , ଆଜି ଅତ୍ୟାଧିକ ଆଶାବାଦୀ ହୁଅନ୍ତୁ , ଓ ସତର୍କ ରହିବାର ପ୍ରୟାସ କରନ୍ତୁ , ଆପଣଙ୍କ ବ୍ୟବହାରରୁ ଆପଣଙ୍କୁ ମାନସମ୍ମାନ ମିଳିବ , ସ୍ଥାୟି ସଂମ୍ପତ୍ତି ବଡ ବଡ ଲାଭ ହେବାର ସଂମ୍ଭାବନା ଅଛି  ଯେଉଁ ଲୋକେ ପ୍ରୋପଟି ଡିଲର୍ ଅଛନ୍ତି ତାଙ୍କୁ ବହୁତ ଧନ ଲାଭ ହେବ , ଏହି ରାଶିର ମହିଳାଙ୍କୁ କେଉଁ ପାର୍ଟିର ନିଜ ଜ୍ୱେଲରି ପ୍ରତି ସତର୍କ ରହିବାକୁ ହେବ ।

ବିଛା ରାଶି : ସାମାଜିକ ଓ ଧାର୍ମିକ ସମାରୋହରେ ଭଲ ଦିନ ହେବ , କିଛି ଶତ୍ରୁ ଆଜି ଆପଣଙ୍କ ଉପରେ ହାବି ହୋଇପାରନ୍ତି , ଏହା ସବୁ ଚିନ୍ତିତ କରିପାରେ , ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଖୁସ୍ କରିବାରେ ଅବସର୍ ପାଇବେ , ଛୋଟ ମୋଟ ଯାତ୍ରାରେ କାର୍ଯ୍ୟକ୍ରମ ହୋଇପାରେ , ଆଜିର ଦିନ ଆପଣଙ୍କ ଉପଲ୍ଲବ୍ଧି ଭରା ରହିବ , ଛୋଟ ମୋଟ ଧନ ଲାଭ ହେବ  ଘରୋଇ ଖର୍ଚ୍ଚରେ ବ୍ୟୟ ହେବ , ଦୁରରୁ ଭଲ ଖବର ମିଳିବ ।

soullll

ଧନୁ ରାଶି : ଆଜିର ଦିନ ଆପଣଙ୍କ ପାଇଁ ସୁଖଦ ପରିଚୟ ଦେବ , ଆଜି ନିଜ ସ୍ୱାସ୍ଥ୍ୟରଆନନ୍ଦ ନେବେ , ଆପଣଙ୍କ ଆତ୍ମବିଶ୍ୱାସ ବହୁତ ବଢିଯିବ , ଯେଉଁ ଲୋକ ଲମ୍ବା ସମୟରୁ କେଉଁ ରିଲେସନସିପ୍ ରେ ଅଛନ୍ତି , ତାଙ୍କର୍ ବିବାହ କଥା ହୋଇପାରେ , ଅପେକ୍ଷିତ୍ କାର୍ଯ୍ୟରେ ବିଳମ୍ବ ହେବ , ଆଘାତ୍ ଓ ଦୁର୍ଘଟଣାରୁ ଶାରରୀକ ହାନି ହେବାର ଚିନ୍ତା ହେବ , ଘରର୍ ମନ୍ଦିରରେ ଘିଅର ଦିପ ଲଗାନ୍ତୁ , ମନୋକାମନା ପୁରା ହେବ ।

ମକର ରାଶି : ଆଜି ସମୟ ସମୟରେ ନିଜ ଜୀବନରେ ପରିବର୍ତ୍ତନ ଦେଖିବେ , ଆପଣଙ୍କ ସାମାଜିକ ଲୋକପ୍ରିୟତା ବଢିବ , ଓ ଲୋକେ ମହତ୍ତ୍ୱପୁର୍ଣ୍ଣ ମାମଲାରେ ଆପଣଙ୍କ ଉପଦେଶ ନେବେ , ପାରିବାରିକ ମାମଲାରେ ଅଚାନକ ଯାତ୍ରା କରିବେ , ସକ୍ରିୟ ହୋଇକରି କାର୍ଯ୍ୟ କରନ୍ତୁ , ଲାଭ ଅବଶ୍ୟ ମିଳିବ , ଚାକିରିରେ ଅଧିକାରୀ ଖୁସି ହେବେ , ଦାୟିତ୍ୱ ନିଭାଇବାକୁ ଅଧିକା ପରିଶ୍ରମ କରିବାକୁ ପଡିପାରେ ।

କୁମ୍ଭ ରାଶି : ଆଜି ଲେଣଦେଣରେ କାର୍ଯ୍ୟରୁ ବିଶେଷ ସାବଧନତା ରଖିବେ , ଆପଣଙ୍କୁ କିଛି ସାର୍ଥକ ଜିନିଷ ନଜର ଆସିବ , ଆପଣଙ୍କ ଦୟାଳୁ ପ୍ରବୃତ୍ତି ଆପଣଙ୍କୁ ସମ୍ମାନ ଦେବ , ଆପଣଙ୍କ ପେଶାବର କ୍ଷେତ୍ରରେ ପ୍ରସନ୍ନତା ମିଳିବ , ସାମାଜିକ ରୁପରେ ଆପଣ ଅଧିକା ଲୋକପ୍ରିୟତା ପାଇବେ , ଆପଣଙ୍କ ଇମାନଦାରୀ ଗୁଣ ସବୁବେଲେ ରହିବ , ଆପଣଙ୍କୁ ସମ୍ମାନ ବଢାଇବ , ଅବିବାହିତ ଲୋକଙ୍କ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି , ଭବିଷ୍ୟରେ ଫାଇଦା ପାଇବା ନିବେଶ କରିବା ଯୋଜନା ହୋଇପାରେ ।

ମୀନ ରାଶି : ଆଜି ଅନ୍ୟଙ୍କ ଖୁସି ଦେଇକରି ଆପଣଙ୍କ ଜୀବନ ସାର୍ଥକ କରିବେ , କାମ କାର୍ଯ୍ୟ ମାମଲାରେ ଆଜି ଆପଣଙ୍କ ଦିନ ଆବାଜ୍ ଶୁଣିବେ,  ଆପଣଙ୍କୁ ଟିକିଏ କଷ୍ଟ ଉଠାଇବକୁ ପଡିପାରେ , ପରିବାରରେ ଉତ୍ସବ ହୋଇପାରେ,  ଅପଣଙ୍କୁ ଛୁଆଙ୍କ ପ୍ରଦର୍ଶନ ଆପଣଙ୍କ ମନରେ ଗର୍ବ ଓ ଖୁସିର ଭାବନା ଆଣିପାରେ, ଆପଣଙ୍କ ମାନସିକ ଚିନ୍ତା କମ୍ ହେବ , ଧର୍ମକର୍ମରେ ରୁଚି ବଢିବ,   ନୁଆ ଟେକନିକ୍ ସୁଚନା ପ୍ରାପ୍ତିରେ ରୁଜ୍ଞାନ ବଢିବ , ଫାଲତୁ ଖର୍ଚ୍ଚ ଓ କ୍ଷତି ହେବାର ସଂମ୍ଭାବନା ଅଛି  ।

Leave a Reply

Your email address will not be published. Required fields are marked *