29 ଫ୍ରେବୃଆରୀ 2020 ଶନିବାର ରାଶିଫଳ – ଏହି ସବୁ ରାଶିଙ୍କ ଉପରେ ଆଜି ଶନିଦେବ ହେଲେ ପ୍ରସନ୍ନ

ମେଷ ରାଶି : ଆଜି ଭଲ ଭାବନାତ୍ମକ ଅଭିବ୍ୟକ୍ତିରୁ ସଂବନ୍ଧରୁ ମଧୁରତା ଆସିବ , ଆଜି ନିଜକୁ ଉର୍ଜାବାନ ଆସିବେ , ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆୟୋଜନ କରିବେ । କାର୍ୟସ୍ଥଳରେ ସୁଧାର ଆସିବାର ପରିବର୍ତ୍ତନ ଦେଖାଦେଉଛି , ମାନସିକ ଚିନ୍ତା ଆହୁରି ବଢିଯାଏ  କିଛି ଲୋକଙ୍କର କାରଣରୁ ଆପଣଙ୍କ ମୁଡ୍ ଖରାପ ହୋଇପାରେ । ପଇସାର ଅସୁବିଧା ଦୁର ହୋଇଯିବ ।

ବୃଷ ରାଶି : ଆଜି ଆପଣ ପରିବାର ସହସ୍ୟଙ୍କ ସହ ମିଶିକଇର୍ ଯେଉଁ କାର୍ଯ୍ୟ କରୁଥିଲେ ତାହା ଏବେ ସହଯୋଗୀ ଙ୍କ ଦ୍ୱାରା ପୁରା ହେବ ,ଆର୍ଥିକ ସ୍ଥ୍ତିତି ସୁଧାର ଆସିବ  ଆପଣଙ୍କ ଧ୍ୟାନ ଲକ୍ଷ୍ୟରୁ ଭଟକାଇ ଦିଆଯାଇପାରେ । ଯାତ୍ରାର ଯୋଗ ହେଉଛି , କିନ୍ତୁ ବାଧାର ସାମ୍ନା କରିବାକୁ ଥିଲେ ତାହାର ସାମ୍ନା କରିପାରିବେ , ପାର୍ଟନରଙ୍କ ସହଯୋଗ ମିଳୀବ , ଫାଲତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ , ।

ମିଥୁନ ରାଶି : ଆଜି ଆପଣ ଯାତ୍ରାରେ ଯାଇପାରନ୍ତି , ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ , ଲଭ୍ ଲାଇଫ୍ ଆନନ୍ଦମୟ ରହିବ , ଆଜି ନିଜ କାର୍ଯ୍ୟରେ ଉଚ୍ଚ ଅଧିକାରୀଙ୍କର ପ୍ରସନତା ରହିବ , ଆର୍ଥିକ ରୁପରେ କିଛି ଉତ୍ ଥାନପତନ ହୋଇପାରେ,  ଚାକିରି ପେଶା ଜାତକରେ କାର୍ଯ୍ୟସ୍ଥଳରେ ସଫଳତା ମିଳିପାରିବ । ବହୁତ ସମୟରୁ ଚାଲିଆସୁଥିବା ଅସୁବିଧା ଅଚାନକ ଶେଷ ହୋଇଯିବ , ଭଗବାନ ଶିବଙ୍କୁ ଜଳ ଅଭିଷେକ କରନ୍ତୁ , ଭାଙ୍ଗ, ଦୁଦୁରା, ବେଲପତ୍ର ସମେତ ପୁଜା ସାମଗ୍ରୀ ଅର୍ପଣ କରନ୍ତୁ ।

krishna

କର୍କଟ ରାଶି : ଆଜି ନକରତ୍ମକ ବିଚାରରୁ ଆପଣଙ୍କ ମନ ବିଚଳିତ ହୋଇପାରେ , ନିଜର କିମ୍ବା ନିଜ ସନ୍ତାନର ଶିକ୍ଷାକୁ ନେଇକରି କିଛି ପରିମାଣରେ ଚିନ୍ତିତ ହୋଇପାରନ୍ତି , ଆଜି ସ୍ୱାସ୍ଥ୍ୟ କିଛି ନରମ ଗରମ ହୋଇପାରେ , କ୍ୟାରିୟରରେ ନିଜ ପରିଶ୍ରମ ଓ ପ୍ରୟାସ ଦ୍ୱାରା ପ୍ରଗତି କରିପାରିବେ , ଆପଣ ନିଜ ଆଖପାଖ ସଂମ୍ପର୍କ ଓ ଜିନିଷର ବହୁତ ଅଧିକା ଯୋଡି ହୋଇଥିବା ଅନୁଭବ କରିବେ , ଆପଣଙ୍କ ଘର ଆଖପାଖ ଯେଉଁ ଶିବମନ୍ଦିର ଅଛି , ସେଠାରେ ଆଜି ଜଳଅଭିଷେକ କରନ୍ତୁ ।

ସିଂହ ରାଶି : ଆଜି ଆପଣ ନିଜ ପରିବାର ଓ ବନ୍ଧୁଙ୍କଠାରୁ ଦୁରେଇ ଆଜି ନିଜ ପାର୍ଟନର ସହ କିଛି ଭଲ ସମୟ ଅତିବାହିତ କରିବେ , ଆର୍ଥିକ ଉନ୍ନତି ପାଇଁ ନୁଆ ଯୋଜନା କରିବେ , ସମାଜସେବା କରିବାର ଅବସର ପ୍ରାପ୍ତି ହେବ , ଆପଣଙ୍କ ଦିମାଗରେ ଆର୍ଥିକ କ୍ରିୟା କଳାପ ଏବଂ ଜୀବନ ସଂବନ୍ଧ ଉଚ୍ଚ ଦର୍ଶନ ଓ ଆହୁରି ଆକୃଷ୍ଟ୍ ହେବ , ଆଇ ଟି ଓ ମିଡୀଆର ଜାତକ ସଫଳ ହେବେ , ସିଂହ ରାଶିର ଲୋକେ ଆଜି ବେଲପତ୍ର ଓଲଟାଇ ଶିବଙ୍କର ଉପରେ ଚଢାନ୍ତୁ , ଓ ଓଁ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କରନ୍ତୁ ।

କନ୍ୟା ରାଶି : ଆଜି ବହୁତ ସମସ୍ୟାର ସମାଧାନ ହେବ , ଲଭ୍ ଲାଇଫ୍ ଶାନଦାର୍ ରହିବ , ଆପଣଙ୍କ ଗୁପ୍ତ ଶତ୍ରୁ ବିରୁଦ୍ଧରେ କାମ୍ କରିପାରନ୍ତି  ଓ ଆପଣଙ୍କ ଚିନ୍ତାର କାରଣ ହୋଇପାରନ୍ତି , ପ୍ରେମୀଙ୍କ ସହ ଅଧିକା ସମୟ ବିତାଇକରି ଭାବତ୍ମକ ରୁପରେ ଯୋଡି ହେବାର ପ୍ରୟାସ କରନ୍ତୁ , ଏହା ଦ୍ୱାରା ଆପଣଙ୍କ ଲଭ୍ ଲାଇଫ୍ ମଜବୁତ୍ ହେବ , ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ , ପାର୍ଟି ଓ ପିକନିକ୍ ର ଆନନ୍ଦ ପ୍ରାପ୍ତି ହେବ , ବ୍ରାହ୍ମଣଙ୍କୁ ଚାଉଳ ଦିଅନ୍ତୁ  , ପରିବାରରେ ଖୁସି ଆସିବ ।

ତୁଳା ରାଶି : ଆଜି ଆପଣଙ୍କ ପ୍ରେମ ଜୀବନରେ ବହୁତ ଅସୁବିଧା ଆସିପାରେ , କିନ୍ତୁ ଏଥିରେ କିଛି ଫରକ ପଡିବ ନାହିଁ , ଆଜି ଅତ୍ୟାଧିକ ଆଶାବାଦୀ ହୁଅନ୍ତୁ , ଓ ସତର୍କ ରହିବାର ପ୍ରୟାସ କରନ୍ତୁ , ଆପଣଙ୍କ ବ୍ୟବହାରରୁ ଆପଣଙ୍କୁ ମାନସମ୍ମାନ ମିଳିବ , ସ୍ଥାୟି ସଂମ୍ପତ୍ତି ବଡ ବଡ ଲାଭ ହେବାର ସଂମ୍ଭାବନା ଅଛି  ଯେଉଁ ଲୋକେ ପ୍ରୋପଟି ଡିଲର୍ ଅଛନ୍ତି ତାଙ୍କୁ ବହୁତ ଧନ ଲାଭ ହେବ , ଏହି ରାଶିର ମହିଳାଙ୍କୁ କେଉଁ ପାର୍ଟିର ନିଜ ଜ୍ୱେଲରି ପ୍ରତି ସତର୍କ ରହିବାକୁ ହେବ ।

ବିଛା ରାଶି : ସାମାଜିକ ଓ ଧାର୍ମିକ ସମାରୋହରେ ଭଲ ଦିନ ହେବ , କିଛି ଶତ୍ରୁ ଆଜି ଆପଣଙ୍କ ଉପରେ ହାବି ହୋଇପାରନ୍ତି , ଏହା ସବୁ ଚିନ୍ତିତ କରିପାରେ , ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଖୁସ୍ କରିବାରେ ଅବସର୍ ପାଇବେ , ଛୋଟ ମୋଟ ଯାତ୍ରାରେ କାର୍ଯ୍ୟକ୍ରମ ହୋଇପାରେ , ଆଜିର ଦିନ ଆପଣଙ୍କ ଉପଲ୍ଲବ୍ଧି ଭରା ରହିବ , ଛୋଟ ମୋଟ ଧନ ଲାଭ ହେବ  ଘରୋଇ ଖର୍ଚ୍ଚରେ ବ୍ୟୟ ହେବ , ଦୁରରୁ ଭଲ ଖବର ମିଳିବ ।

ଧନୁ ରାଶି : ଘରର ମାହୋଲ୍ ଆନନ୍ଦ ଭରପୁର ହେବ , ତଥା ଜୀବନସାଥୀ ସହ ଭଲ ସମୟ ବିତିବ , ଓ ଲଘୁ ଯାତ୍ରା ସଙ୍କେତଅଛି , ଆର୍ଥିକ ରୁପରେ ଏକ ଭଲ ଅବଧି ଅଛି , ଲମ୍ବା ଅବଧି ନିବେଶ ରୁପରେ ସଂମ୍ପତ୍ତି ମାମଲାରେ ଫାଇଦା ଦାୟକ ହେବ , କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଖୁସ୍ ରହିବାର ପ୍ରମୋଶନ ବଢିପାରେ,  ସ୍ୱାସ୍ଥ୍ୟ ଉତ୍ତମ ରହିବ , ପରିବାର ଆନନ୍ଦର୍ ବାତାବରଣ ରହିବ , ବିତ୍ତ ଓ ସଂମ୍ପତ୍ତି ସଂବନ୍ଧିତ ମାମଲାରେ ବନ୍ଧୁଙ୍କ ଉପଦେଶମିଳିବ ।

russshi

ମକର ରାଶି  ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ହେବ , ଏବଂ ଆପଣ ଲୋକେ ସ୍ୱୟଂ ଜୀବନସାଥୀ ସମର୍ଥନ ହାସିଲ୍ ହେବ , ଆପଣ ନିଜ ଲକ୍ଷ୍ୟକୁ ବାସ୍ତବିକ ଦାୟିତ୍ୱ ପ୍ରକାଶରେ ସ୍ୱୀକାର ହୋଇ ପରିଭାଷୀତ କରିବେ , ବହୁତ ସାରା ଗତିବିଧି ସଂମ୍ପନ୍ନ ହୋଇପାରେ , ବ୍ୟବସାୟ ରେ ବୁଝାମଣା ବହୁତ ଲାଭଦାୟକ ହେବ , ସେୟାର ଆଦିରେ ନିବେଶ କରନ୍ତୁ ନାହିଁ , ମନରେ ନକରାତ୍ମକ ବିଚାର ନ ଆଣିବାକୁ ଦିଅନ୍ତୁ ନାହିଁ , କାହା ସହ ଭୁଲ୍ ବୁଝାମଣା ହୋଇପାରେ ,

କୁମ୍ଭ ରାଶି : ଆଜି ବୈବାହିକ ଲୋକଙ୍କର ଜୀବନରେ ରୋମାନ୍ସ ରହିବ , ବିଦ୍ୟାର୍ଥୀଙ୍କ ପାଇଁ ପାଠପଢା ଭଲ ସମୟ ମିଳିବ , କାର୍ଯ୍ୟରେ ସଫଳତା ନିଶ୍ଚିତ ମିଳିବ , କେଉଁ ରମଣୀୟ ସ୍ଥଳରେ ପର୍ଯ୍ୟଟନର ଆୟୋଜନ ହେବ , ମଧ୍ୟାହ୍ନ ପରେ ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ପରିଜନଙ୍କ ପାଇଁ ଖର୍ଚ୍ଚ କରିବାର ପ୍ରସଙ୍ଗ ଉପସ୍ଥିତ ହୋଇପାରେ , ଲମ୍ବା ଅବଧି ପାଇଁ ଭାରି ଲାଭ ଅର୍ଜନ କରିବେ ,

ମୀନ ରାଶି : ଆଜି ଏମାନଙ୍କ ପାଇଁ ଦିନର ଆରମ୍ଭ ଶୁଭପ୍ରଦ ହେବ , ବ୍ୟବସାୟିକ ରୁପରେ ପ୍ରଗତି କରିବେ , ନିଜ କାର୍ଯ୍ୟ ପାଇଁ କାର୍ଯ୍ୟସ୍ଥଳରେ ପ୍ରଶଂସା ପାତ୍ର ହୋଇପାରନ୍ତି , କାରୋବାର ସାମାନ୍ୟ ଚାଲିବ , ପରିବାରରେ ହାଲକା ମତାନ୍ତର ହୋଇପାରେ , ସ୍ୱସ୍ଥ୍ୟ ଖରାପ ହୋଇପାରେ,  ଯାହାର କାରଣରୁ କିଛି ବି କାର୍ଯ୍ୟ କରିବାପାଈଁ ଉତ୍ସାହ ହେବ ନାହିଁ , ସନ୍ତାନର ସଂବନ୍ଧରେ ସମସ୍ୟା ଆସିପାରେ,  କିଛି କଥା ଗୁପ୍ତ ରଖିବାକୁ ପଡିପାରେ,  କିଛି ମାମଲାରେ ଆପଣ ଚିନ୍ତାରେ ରହିପାରନ୍ତି ।

Leave a Reply

Your email address will not be published. Required fields are marked *