ବିବାହ ପରେ ତୁସାର ଦେଲେ ଗୋଟିଏ ସୁନ୍ଦର ଉପହାର ନିଜର ସ୍ତ୍ରୀ ମାହୀ ଙ୍କୁ ।

mahi

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତିରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଏହି ଦିନରେ ସିରିଏଲ ଅଭିନେତା ତୁସାର୍ ଏବଂ ମାହୀ ଙ୍କ ବିବାହ ହୋଇ ସାରିଛି । ତେବେ ସେମିତି କ୍ଷେତ୍ରରେ ଏହି ବିବାହ କୁ ବହୁତ ଧୁମ୍ ଧାମ୍ ରେ କରି ଥିବା ବେଳେ ସେମାନେ ଏହି ବିବାହ କୁ ନେଇ ମଧ୍ୟ ବହୁତ ଖୁସି ରେ ରହି ଥିବାର ଦେଖିବା ପାଇଁ ମିଳିଛନ୍ତି । ସେହି ପରି କ୍ଷେତ୍ର ରେ ଏହି ଦିନ ରେ ମାହୀ ଏବଂ ଚନ୍ଦନ ଙ୍କ ରିସେପ୍ସନ ପାର୍ଟି ରେ ବି ଲିସା ଉପସ୍ଥିତ ରହି ଥିବା ବେଳେ ସେ ବହୁତ ଖୁସି ରହି ଥିଲେ । ସେମିତି ରେ ରିସେପ୍ସନ ତ ଆପଣ ମାନେ ଦେଖିଲେ । ହେଲେ କଣ ଆପଣ ମାନେ ଚନ୍ଦନ ଏବଂ ମାହୀ ଙ୍କର ଶଶୁର ଘର କୁ ଯିବାର ଭିଡ଼ିଓ ଦେଖିଛନ୍ତି ।

chan

ଆପଣ ମାନଙ୍କୁ ସୂଚନା ଦେବୁ କି ଗତ 5 ତାରିଖ ଦିନ ଏହି ଭିଡ଼ିଓ ଇୟୁଟିୟବ୍ ରେ ଆସି ଥିବା ବେଳେ ବର୍ତମାନ ସମୟ ରେ ଏହା ବହୁତ ପରିମାଣ ରେ ଭାଇରଲ ହୋଇଛି । ଏଠାରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବାକୁ ଚାହିଁବୁ କି । ତୁସାର୍ ନିଜର ଧର୍ମ ପତ୍ନୀ ଙ୍କୁ ପ୍ରଥମ ଥର କଣ ଗିଫ୍ଟ ଦେଇଛନ୍ତି । ସେମିତି ରେ ଏହି ବିବାହ ସରିବା ପରେ ତୁସାର୍ ତାଙ୍କୁ ସିଧା ପଚାରି ଦେଇଥିଲେ କି ତମର କଣ ଗିଫ୍ଟ ଦରକାର ଅଛି । ଏହା ପରେ ସେ ତାଙ୍କୁ ନେଇ ସନ୍ତୁଷ୍ଟ ରହିଛନ୍ତି ବୋଲି କହି ଥିଲେ । ସେ କହିଥିଲେ କି ତୁମେ ହିଁ ମୋ ର ସବୁ କିଛି ଏବଂ ତୁମେ ମୋର ସେହି ଗିଫ୍ଟ ତେବେ ମୋର ଆଉ କଣ ଦରକାର ।

chamahi

ଏପରି ବେଳେ ତୁସାର୍ ମାନି ନ ଥିଲେ ଏବଂ ସେ କହି ଥିଲେ କି ମେତେ କିଛି ନା କିଛି ଗିଫ୍ଟ ଦେବା ପାଇଁ ପଡିବ । ତେବେ ସେହି ପରି କ୍ଷେତ୍ର ରେ ବି ତୁସାର୍ ତାଙ୍କୁ ଗୋଟିଏ ହାର୍ଟ ଟିଏ ଗିଫ୍ଟ କରିଛନ୍ତି ବୋଲି ଦେଖିବା ପାଇଁ ମିଳିଛି । ତେବେ ଆପଣ ମାନଙ୍କୁ ଏହି ଦୁହିଁଙ୍କ ଯୋଡି କେମିତି ଲାଗୁଛି୍ ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *