କଙ୍ଗନା ହ୍ରିଟିକ୍‌ଙ୍କ ବିଷୟରେ ଏମିତି କିଛି କହିଲେ ଯାହା ହିର୍ତିକ କେବେ କଳ୍ପନା କରିନଥିବେ

kangana-hritik

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ହିନ୍ଦି ସିନେ ଜଗତ ରେ କଙ୍ଗନା ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଭାବେ ଜଣା ଜାଆନ୍ତି । ଏବଂ ତାଙ୍କର ଅଭିନୟ ର ତୁଳନା ମଧ୍ୟ ନାହିଁ । ସେମିତି ରେ କହିବା ପାଇଁ ଗଲେ ସେ ସଂମ୍ପର୍ଣ୍ଣ ଭାବେ କଥା କୁହନ୍ତି । ଏହି ଦେଖନ୍ତୁ ଯେମିତି କି କୈଣସି ବି ଇସୁ ହେଲେ ସେ ବଲିଉଡ ସେଲିବ୍ରେଟି ମଧ୍ୟରେ ବି ଆଗ ନିଜର ମୁହଁ ଖୋଲନ୍ତି । ସବୁ ସମୟ ରେ ସେ ନିଜର ଅଭିନୟ ଠାରୁ ନିଜର ବୟାନ୍ ବାଜି ପାଇଁ ସେ ସବୁ ସମୟ ରେ ଚର୍ଚ୍ଚା ରେ ରହି ଥାନ୍ତି । ସେହି ପରି ବେଳେ ଏହି ଦିନ ରେ ଦିପିକା ଙ୍କ ଜେଏନ୍ୟୁ ଯିବା ପ୍ରଶଂଙ୍ଗ ରେ ସେ ଏମିତି କିଛି ମନ୍ତବ୍ୟ ରଖି ଥିଲେ । ଜାହା କି ବର୍ତମାନ ସମୟ ରେ ଚର୍ଚ୍ଚା ର ବିଷୟ ହୋଇଛି ।

kangana

ସେହି ପରି ବେଳେ ଏହି କିଛି ଦିନ ତଳେ କଙ୍ଗନ୍ନା ହ୍ରିତିକ୍ ଙ୍କୁ ନେଇ ବଡ ଖୁଲାସା ହୋଇଛି । ତେବେ ମୂଖ୍ୟ କଥା ହେଲା ବର୍ତମାନ ସମୟ ରେ କଙ୍ଗନ୍ନା ଜାହା କହିଛନ୍ତି । ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ଯ ହେବେ । ତେବେ ତାଙ୍କର କହିବା କଥା ହେଲା କି ହ୍ରିତିକ୍ ତାଙ୍କର ପ୍ରାଇଭେଟ୍ ଜିନିଷ କୁ ବ୍ୟବହାର କରିଛନ୍ତି । ତେବେ ଏହା ପ୍ରଥମ କଥା ନୁହେଁ । ସେ ଏମିତି ବହୁତ କଥା ମଧ୍ୟ ମିଡ଼ିଆ ରେ ଆଗରୁ କହି ଆସିଛନ୍ତି । ସେମିତି ରେ ବର୍ତମାନ ସମୟ ସେ ଏମିତି କହିବାରେ ଲାଗିଛନ୍ତି କି । ହ୍ରିତିକ୍ ତାଙ୍କର ପ୍ରାଇଭେଟ୍ ପାର୍ଟ ର ରାତି ସାରା ମିଶ୍ ଇୟୁଜ୍ କରିଛନ୍ତି । ତେବେ ସଂମ୍ପର୍ଣ୍ଣ କଥା ହେଉଛି ହ୍ରିତିକ୍ ଙ୍କ ପାଖରେ କଙ୍ଗନ୍ନା ଙ୍କ ଇମେଲ୍ ଆଡି ଥିଲା ଏବଂ ତାର ପାସୱାର୍ଡ ମଧ୍ୟ ଥିଲା ।

hritik-roshan

ତେବେ ସେମିତି ରେ ସେ ତାର ଅପବ୍ୟବହାର କରିଛନ୍ତି । ଏବଂ ସେମିତି ରେ ସେ ନିଜେ ହିଁ ସେହି ମେଲ ଆଡି ରୁ ନିଜ ମେଲ୍ କୁ ଗନ୍ଧିଆ ଏବଂ ଅଭଦ୍ର ମେସେଜ୍ ସବୁ ପଠେଇଛନ୍ତି । ଏହି ସବୁ କଥା କୁ ସେ ହ୍ରିତିକ୍ ଙ୍କ ବାପା ରାକେସ୍ ରୋସନ୍ ଙ୍କୁ ମଧ୍ୟ ଜଣେଇ ଥିବାର କହିଥିଲେ । ହେଲେ ଏହାର କୈଣସି ବି ଉତ୍ତର ମିଳି ନ ଥିଲା ବୋଲି ସେ କହିଛନ୍ତି । ଏବଂ ସେ ଯେତେ ବେଳେ ନିୟୁୱାର୍କ ରେ ଥିଲେ ତେବେ ସେ ନିଜର ମେଲ୍ କୁ ବ୍ୟବହାର କରି ଥିଲେ ହେଲେ ସେ ଏମିତି ଭାବେ ତାଙ୍କର ମେଲ୍ କୁ ଅପବ୍ୟବହାର କରିବେ ସେ ଭାବି ନ ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *