କଣ ସତରେ ବିବାହ କଲେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତ୍ରୀ ରିୟା ଦେ ।। କେଉଁ ଭିଡିଓ ହେଉଛି ଭାଇରାଲ ।।

riya-di

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହି ଦିନରେ ସୋସିଆଲ ମିଡ଼ିଆ ରେ ଗୋଟିଏ ଖବର ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଖବର ଅନୁସାରେ ଏହି ଦିନ ରେ ଲୁଚି କରି ବିବାହ କରି ନେଇଛନ୍ତି ଓଡ଼ିଆ ଅଭିନେତ୍ରୀ ରିଆ । ଆପଣ ମାନେ ଓଡ଼ିଆ ଅଭିନେତ୍ରୀ ରିଆ ଙ୍କୁ ବହୁତ ସାରା ଫିଲ୍ମ ରେ ଅଭିନୟ କରି ଥିବାର ଦେଖି ଥବେ । ତେବେ କହିବା ପାଇଁ ଚାହିଁବୁ କି 2013 ମସିହା ରେ ପ୍ରେମ ଅଢେଇ ଅକ୍ଷର ଫିଲ୍ମ ମାଧ୍ୟମ ରେ ଓଲିଉଡ କୁ ଏଣ୍ଟ୍ରୀ ମାରି ଥିଲେ ଏହି ଅଭିନେତ୍ରୀ । ସେହି ପରି ବେଳେ ସେହି ଦିନ ମାନଙ୍କ ରେ ରିଆ ଓଡିଶା ର ଆଗ ଧାଡି ର କଳାକାର ମାନଙ୍କ ସହିତ କାର୍ଯ୍ୟ କରି ସେ ଲୋକ ମାନଙ୍କ ବହୁତ ପରିମାଣ ରେ ଚର୍ଚ୍ଚିତ ହୋଇ ଥିଲେ ।

riyaa

ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନ ରେ ରିଆ ଆଉ ଗୋଟିଏ ଫିଲ୍ମ ରେ ଟେକ୍ ନେଉଛନ୍ତି । ଯେଉଁ ଫିଲ୍ମ ର ନାମ ହେଲା ତୋ ଫେମିଲି ଆଉ ମୋ ଫେମିଲି । ତେବେ ଏହି ଫିଲ୍ମ ଟି ଆଗାମୀ  ପୂଜା ରେ ରିଲିଜ୍ ହେବାକୁ ଜାଉ ଥିବା ବେଳେ । ଏହି ଫିଲ୍ମ ରେ ଆପଣ ମାନେ ଜବର୍ଦୋସ୍ତ ଷ୍ଟାର କାଷ୍ଟ ମାନଙ୍କୁ ଆପଣ ମାନେ ଦେଖିବା ପାଇଁ ପାଇବେ । ଏହି ଫିଲ୍ମ ରେ ଆପଣ ମାନେ ଜବର୍ଦୋସ୍ତ ଲଭ ଷ୍ଟୋରୀ ସହିତ ବହୁତ ପରିମାଣ ରେ କମେଡି ତଥା ଇମୋସନ୍ ମଧ୍ୟ ଆପଣ ମାନେ ଦେଖିବା ପାଇଁ ପାଇବେ । ଏହି ଫିଲ୍ମ ରେ ଆପଣ ମାନେ ମୂଖ୍ୟ ଭୂମିକା ରେ ରିଆ ଙ୍କ ସହିତ ନବବ୍ ଙ୍କ ସହିତ ଅଶୋକ ଦାଲ୍ ଙ୍କୁ ଦେଖିବା ପାଇଁ ପାଉ ଥିବା ବେଳେ ଆପଣ ମାନଙ୍କୁ କହିବୁ କି ଏହି ଦିନ ରେ ଏଙି ଫିଲ୍ମ ରେ ସୁଟିଂ ସେଟ୍ ର ଗୋଟିଏ ଫୋଟ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

riya

ଯେଉଁ ଥି୍ରେ ଦେଖିବା ପାଇଁ ମିଳିଛି । ରିଆ ଏବଂ ଅଶୋକ ଙ୍କ ବିବାହ ହେଉଛି । ତେବେ ସେମିତି କ୍ଷେତ୍ର ରେ ଏହି ଫୋଟ ଟି ଯେତେ ବେଳେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିଲା । ତେବେ ସେମିତି କ୍ଷେତ୍ର ରେ ବହୁତ ଲୋକ ମାନେ କହିଥିଲେ କି ରିଆ ଲୁଚି କରି ବିବାହ ହୋଇ ଗଲେ । ତେବେ ଏହା ଗୋଟିଏ ଚର୍ଚ୍ଚା ର ବିଷୟ ହୋଇ ଥିଲା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ କୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *