ଶିବରାତ୍ରୀ ପରେ ଏହି ୨ ରାଶିରେ ଆସିଲା ମହାକାଳ…..। ଆପଣଙ୍କ ରାଶି ନାହିଁ ତ..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଆପଣ ମାନେ ଜାଣି ଥିବେ ମହାଶିବ ରାତ୍ରୀ ଏହି ଦିନରେ ଚାଲି ଜାଇଛି , ତେବେ ଏବେଠୁ ହିଁ ସାବଧାନ ହୋଇ ଜାଆନ୍ତୁ ଏହି ଦୁଇଟି ରାଶି ର ଲୋକ ମାନେ । ଆମେ ଆଜି ଆପଣ ମାନଙ୍କୁ ସେହି ଦୁଇଟି ରାଶି ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଆସିଛୁ ଯେଉଁ ମାନଙ୍କ ଭାଗ୍ୟ ପରିବର୍ତନ କାରଣ ରୁ ଏହି ଦିନରେ ଏମାନେ ବହୁତ କିଛି ଅସୁବିଧା ର ପଡିବା ପାଇଁ ଯାଉଛନ୍ତି । ଏହି ଦିନ ରେ ଏହି ରାଶି ମାନଙ୍କ ଉପରେ ଗୁରୁ ଦୋଷ ଲାଗିବା କାରଣ ରୁ ଏମାନଙ୍କ ଶୁକ୍ର ଗ୍ରହ ର ଚଳନ ସଠିକ୍ ଭାବେ ହେଉ ନାହିଁ । ତଥା ମଙ୍ଗଳ ସ୍ଥାନ ରେ ବୃହସ୍ପତି ଆସି ଥିବାରୁ ଏହି ଦିନ ରେ ଏମାନଙ୍କୁ କିଛି ସମସ୍ୟା ର ସାମ୍ନା କରିବା ପାଇଁ ପଡିବ ।

siba-sambhu

ଏମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ସମୟ ମାନେ ଶିବ ରାତ୍ରୀ ପରେ ପରେ ଆପଣ ମାନଙ୍କ ପାଇଁ କଠିନ ସମୟ ଆରମ୍ଭ ହେବାକୁ ଥିବା ବେଳେ ଆପଣ ମାନେ କୈଣସି ସ୍ଥାନ ରେ ଟଙ୍କା ନିବେଶ କରିବାକୁ ଥିଲେ ଭାବି ଚିନ୍ତି ନିବେଶ କରନ୍ତୁ । ଲଟେରୀ ଉଧାର ଦେବା ଆପଣ ମାନଙ୍କୁ କ୍ଷେତି ପହଁଚାଇବ । ଏବଂ ଆପଣ ମାନଙ୍କ କୈଣସି ବେକାର କାମ ପାଇଁ ବହୁତ ପରିମାଣ ରେ ଖର୍ଚ୍ଚ ହେବ । ହେଲେ ତାହା ଠାରୁ ଆପଣ ମାନେ କୈଣସି ବି ଫାଇଦା ପାଇବେ ନାହିଁ । ପାର୍ଟନର ସିପ୍ ରେ ଆପଣ ମାନେ ବ୍ୟପାର କରୁ ଥିଲେ ଆପଣ ମାନଙ୍କୁ ଏହି ସବୁ କ୍ଷେତ୍ର ରେ ବହୁତ ପରିମାଣ ରେ ସାବଧାନ ରହିବା ପାଇଁ ପଡିବ ।

sibaa-sambhuuuu

ଯଦି ଆପଣ ମାନଙ୍କ ଇଚ୍ଛା ରହିଛି ବିଦେଶ ରେ ଚାକିରୀ କରିବାର ତେବେ ଏହି ସମୟ ରେ ଆପଣ ମାନଙ୍କୁ ପୂରଣ କରିବାର ବହୁତ ଗୁଡ଼ିଏ ସୁଯୋଗ ମିଳିବାକୁ ଯାଉଛି । ଆପଣ ମାନଙ୍କ ବହୁତ ପୁରୁଣା ସଂମ୍ପର୍କ କିଛି ପରିମାଣ ରେ ଫାଟ ସୃଷ୍ଟି ହେବ । ଏହି ଦିନ ରେ ଆପଣ ମାନଙ୍କ ପରିବାର ଲୋକ ମାନଙ୍କୁ ଏକଯୋଟ ହୋଇ କାମ ରେ ହାତ ଦେବାକୁ ପଡିବ ତଥା ବ୍ୟପାର ବାଣିଜ୍ୟ ରେ ଆପଣ ମାନଙ୍କୁ କୈଣସି କାରଣ ରୁ କ୍ଷେତି ସହିବାର ଯୋଗ ରହିଛି । ଆପଣ ମାନେ ପାଠ ପଢାରେ ଧ୍ୟାନ ଦେବେ ସଫଳ ହୋଇ ପାରନ୍ତି । ତେବେ ଆପଣ ମାନଙ୍କୁ ଯେଉଁ ରାଶି ମାନଙ୍କ ବିଷୟ ରେ ବର୍ତମାନ ସମୟ ରେ କହୁଛୁ ସେମାନେ ହେଲେ ମିଥୁନ ଏବଂ ଧନୁ ରାଶି ର ଲୋକ ମାନେ । ଏହି ଦିନ ରେ ଟିକିଏ ସାବଧାନତା ବର୍ତିବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *