ଓଡିଶାର କଟକ ଏସ୍‌ସିବିରେ ଚାଇନାର ଭାଇରସ କରୋନା,ସନ୍ଦେହ ଘେରରେ ୮ ରୋଗୀ

coro

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବର୍ତମାନ ସମୟରେ ଚାଇନା ରୁ ଆରମ୍ଭ କରି ସାରା ଦୁନିଆଁ ରେ ପ୍ରଚାର ହେଲା କୋରନା ଭାଇରସ୍ । ଏବେ ଅଶ୍ଟେଲିଆ , ଉତ୍ତର ଆମେରିକା , ଏବଂ ଇଉରୋପ୍ ରେ ମାତିବାରେ ଲାଗିଛି ଏହି ଖତରନାକ୍ ଭାଇରସ୍ । ଏହି ଚାରୋଟି ଦେଶର 25 ଦେଶରେ ବର୍ତମାନ ସମୟରେ କୋରନା ର ଆଲୋଟ୍ ରହିଛି । ତେବେ ସେହି ପରି କ୍ଷେତ୍ରରେ ଏହାକୁ  ନେଇ ବିଶେଶଜ୍ଞ୍ୟ ମାନେ କହିଛନ୍ତି ଏହି ଭାଇରସ୍ ବ୍ୟପିବାର ସହିତ ଜଳ ବାୟୁ ଏବଂ ତାପମାତ୍ରା ର ବି ବହୁତ ବଡ ହାତ ରହିଛି । ଆମେରିକା ଏବଂ ଅନ୍ୟାନ ଦେଶ ମାନଙ୍କ ରେ ଏହି ଫ୍ଲ ଆଦି ର ରୋଗ ଗୁଡ଼ିକ ବହୁତ ପରିମାଣ ରେ ବ୍ୟପି ଥାଏ । ଏବଂ ଜାନୁଆରୀ ଏବଂ ଫେବୃଆରୀ ରେ ଏହା ବହୁତ ଜୋର ଧରି ଥାଏ । ଏବଂ ଏହା ପରେ ଏହା ହ୍ରାସ ପାଏ । କାରଣ ଏହି ଭାଇରସ କେବେ ବି ଆଦ୍ର ଏବଂ ଅତ୍ୟାଧିକ ତାପମାତ୍ରା ରେ ତିଷ୍ଟି ପାରେ ନାହିଁ ।

corona

ତେବେ ସାରା ଦେଶ ରେ ଏହି ଗରମ ତାମମାତ୍ରା ବା ମେ ମାସ ବେଳ କୁ ଏହି ସମସ୍ୟା ସଂମ୍ପର୍ଣ୍ଣ ଭାବେ ସୁଧୁରିବ । ହେଲେ ବର୍ତମାନ ସମୟ ରେ ଚୀନ୍ ରେ ବିଶାଳ ହସ୍ପିଟାଲ ରହି ଥିବା ସ୍ୱତେ ବି 490 ରୁ ଅଧିକ ଲୋକ ମାନଙ୍କ ମୃତ୍ୟୁ ହୋଇ ସାରିଛି । ଏବଂ ଆକ୍ରାନ୍ତ ଙ୍କ ସଂଖ୍ୟା 24 ହଜାର ରୁ ଉଦ୍ଧ ହେଲାଣୀ । ଗତ କାଲି କେବଳ ଗୋଟିଏ ଦିନ ରେ 3 ହଜାର 8 ଶହ 87 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ପରି ଭାବେ ଓଡ଼ିଶା ର ଅନୁପ୍ରେବଶ ପାରାଦ୍ୱପ ରେ ବି ଏହି କୋରନା କୁ ନେଇ ବହୁତ ସାବଧାନତା ନିଆ ଯାଉଛି । ବିଦେଶ ରୁ ଆସୁ ଥିବା ଯାତ୍ରୀ ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ସମସ୍ତ ହୋଟେଲ୍ କୁ ମଧ୍ୟ ଚେତାବନୀ ଦିଆ ଜାଇଛି ।

corona-susp

ସେହି ପରି ଭାବେ ଓଡ଼ିଶା ର ବର୍ତମାନ ସମୟ ର ପରିସ୍ଥିତି କଥା କହିବା ତେବେ ଏହି ଦିନ ରେ କଟକ ବଡ ମେଡିକାଲ ରେ 8 ଜଣ ଲୋକ ଙ୍କୁ ଏହି ଭାଇରସ ସଂନ୍ଧେହ ରେ ଆଡମିସନ୍ କରା ଜାଇ ଥିବା ବେଳେ ଏମାନଙ୍କ ମଧ୍ୟ ରୁ 5 ଜଣଙ୍କ ରିପୋଟ ବର୍ତମାନ ସମୟ ସୁଧା ସଂମ୍ପର୍ଣ୍ଣ ଭାବେ ନେଗେଟିଭ୍ ଆସିଛି । ସେହି ପରି କ୍ଷେତ୍ର ରେ ବର୍ତମାନ ସମୟ ରେ ଆଉ ତିନି ଜଣଙ୍କ ରିପୋର୍ଟ ଆସି ନାହିଁ । ଏହି ଦିନ ରେ ଓଡ଼ିଶା ର ଜମେ ଦମ୍ପତୀ ଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଯେଉଁ ମାନେ କି ଏହି ଦିନରେ ଚୀନ୍ କୁ ହୋନିମୁନ୍ କରିବା ପାଇଁ ଯାଇ ଥିବା ବେଳେ ସେମାନେ ଫେରିବା ପରେ ସେମାନଙ୍କୁ ଜାଞ୍ଚ କରା ଜାଇ ଥିବା ବେଳେ ସେମାନଙ୍କ ଠାରେ ବି କୈଣସି କିଛି ଦେଖିବା ପାଇଁ ମିଳି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *