27 ଫ୍ରେବୃଆରୀ 2020 ଗୁରୁବାର ରାଶିଫଳ – ଏହି ସବୁ ରାଶିଙ୍କ ଉପରେ ଲକ୍ଷ୍ମୀ ହେଲେ ପ୍ରସନ୍ନ

ମେଷ – ମେଷ ରାଶି ର ଲୋକଙ୍କ ମନରେ ଆଜି ସକାରାତ୍ମକ ଭାବନା ରହିଛି |କାନୁନ ସମ୍ପର୍କୀୟ ରାୟ ଆପଣଙ୍କ ପକ୍ଷରେ ହେବ |ଆଜି ଛୋଟ କଥା ରେ ବଡ ବିପଦ ଆସି ପରେ | ସେଠି ପାଇଁ ସତର୍କ ଅବଲମ୍ବନ କରନ୍ତୁ | ଯେଉଁ ବ୍ୟକ୍ତି କଳା ଓ ସାହିତ୍ୟ କ୍ଷେତ୍ରରେ ଥିବେ ସେ ଆଜି ବର୍ଷର ପ୍ରଥମ ଦିନରେ ସଫଳତା ହାସଲ କରିବେ | ପଇସା ସମ୍ପର୍କୀୟ ମାମଲା ବୁଝି ସୁଝି କରନ୍ତୁ

ଵୃଷବ  – ଆଜି ଆପଣ ଆପଣଙ୍କ ପରିବାର ଆର୍ଥିକ ସ୍ତିତି ମଜଭୁତ କରିବାରେ ସାହାଯ୍ୟ କରିବେ | ଆଜି ଆପଣ ଆଧ୍ୟତ୍ମିକା ଆଡକୁ ଗତି କରିବେ | ଗୁରୁଜନ ମାନକୁ ଭକ୍ତି କଲେ ବର୍ଷ ର ପ୍ରଥମ ଦିନ ଭଲ ସେ କଟିବ| କର୍ମ କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି ହେବ |ସାମାଜିକ କାମରେ ଆଜି ଆପଣଙ୍କୁ ସଫଳତା ମିଳିବ |ଭଲ ଲୋକଙ୍କ ସହ ବିଶେଷ ମୁହୂର୍ତ ହେବ | ନୂଆ ବର୍ଷ ବହୁତ ଭଲ ରେ କଟିବ

ମିଥୁନ – ଆଜି ଏକାଗ୍ରତା ରେ କମି ଆସିପାରେ | ଆଜିର ଦିନ ସତର୍କ ସହ ରୁଅନ୍ତୁ |ଯଦି ଆପଣ ନୂଆ ବ୍ୟବସାୟ କରିବା ପାଇଁ ଚାଁହୁଞ୍ଚନ୍ତି ତେବେ ଏହା ସଠିକ ସମୟ | ଆପଣଙ୍କୁ ଅନେକ କଥାରେ ମୁଣ୍ଡ ପୁରେଇବା ପାଇଁ ପଡିବ

କର୍କଟ – ଆଜି ଆପଣଙ୍କ ଦବଦବା ଅଧିକ ରହିବ | ମନ ଦେଇ କାମ କରିଲେ ଆଜି ନିଶ୍ଚୟ ସଫଳତା ମିଳିବ |ଚାକିରୀ କରୁଥିବା ଲୋକଙ୍କ ପାଇଁ ଏହା ସଠିକ ସମୟ | ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ | ଶିବଙ୍କ ଦର୍ଶନ କରନ୍ତୁ

ସିଂହ ରାଶି : ଆଜି ବିଦ୍ୟାର୍ଥି ବର୍ଗଙ୍କୁ ସଫଳତା ମିଳିବ , ପୁଜା ପାଠରେ ମନ ଲାଗିବ , ପରିବାରର କେଉଁ ବୟସ୍କ ଲୋକଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟ ଯୋଗୁଁ ଚିନ୍ତା ହୋଇପାରେ,  ସମୟର ସାଥେ ସାଥେ ନିଜ ଜୀବନରେ ନୁଆ ପରିବର୍ତ୍ତନ ଦେଖିବାକୁ ମିଳିବ , ଯେଉଁ ଯୁବା ଜବ୍ ଅପେକ୍ଷାରେ ଅଛନ୍ତି , ଆଜି ତାଙ୍କୁ ଭଲ ଭାବେ ଚାକିରି ମିଳିବାର ସମ୍ଭାବନା ଅଛି ।

କନ୍ୟା ରାଶି : ଆଜିର ଦିନ ଆପଣଙ୍କ ରହିବା ଚଳିବା ପାଇଁ ସୁନ୍ଦର ହେବାର ଅଛି , ସହଯୋଗୀ ଓ ସହକର୍ମୀଙ୍କ କଥା ବୁଝିପାରିବେ ନାହିଁ , ରୋମାଣ୍ଟିକ୍ ଲାଇଫ୍ ଭଲ ରହିବ । କିଛି ପୁରୁଣା କଥା ମନେ ପଡିପାରେ,  କେଉଁ ବଡ ବିଜନେସ୍ ଗ୍ରୁପ୍ ରୁ ପାର୍ଟନରସିପ୍ କଥା ହୋଇପାରେ,  ମିଟିଙ୍ଗ୍ ରେ ନିଜ କହିବାର କଥାରୁ ଅଧିକା କୁହନ୍ତୁ ନାହିଁ  ।

ତୁଳା ରାଶି : ଆଜି ରାଜକୀୟ ବାଧା ଦୁର ହେବ , ଏକେଲାପଣ ଓ ଚିନ୍ତା ଭାବନା ବାହାରକୁ ଆସନ୍ତୁ , ଓ ପରିବାର ସହ କିଛି ସମୟ ଅତିବାହିତ କରନ୍ତୁ , ନିଜ ଭାଇ ଭଉଣୀ ସହାୟତା ମିଳିବ , ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ , ଛୋଟ ଯାତ୍ରାକୁ ଭଲ ଫଳ ପାଇବେ , ଛାତ୍ରଙ୍କୁ ବିପଦପୁର୍ଣ୍ଣ କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ୍ ।

ବିଛା ରାଶି : ଆଜି ଅନ୍ୟଙ୍କ ନିର୍ଦ୍ଦେଶକୁ ମାନିଲେ ଅସୁବିଧା ଓ ଚିନ୍ତାରେ ରହିବେ , ବିଦେଶରେ ରହିବା ଲୋକ ଘରକୁ ଆସିପାରନ୍ତି , ଆପଣଙ୍କୁ ନିଜ ଘର କିମ୍ବା କାର୍ଯ୍ୟାଳୟରେ ଠିକ୍ କରିବା କିମ୍ବା ଯତ୍ନ ନେବା ଖର୍ଚ୍ଚ କରିବାକୁ ପଡିପାରେ,  କେଉଁ ଅପ୍ରିୟ ଘଟଣାର ସାମ୍ନା କରିବାକୁ ପଡିପାରେ , ପୁରୁଣା ମିତ୍ରଙ୍କ ସହ ଦେଖାଚାହାଁ ହେବ ।

ଧନୁ ରାଶି : ଆଜିର ଦିନରେ ଯାତ୍ରାକୁ ସ୍ଥଗିତ ରଖନ୍ତୁ , ଅନୁଭବି ଲୋକଙ୍କର ସହ ସାକ୍ଷାତ କରିପାରିବେ,  ସେୟାର ବଜାରରେ ଟ୍ରେଣ୍ତିଙ୍ଗ୍ ପରି ବିପଦପୁର୍ଣ୍ଣ କାର୍ଯ୍ୟ ଅଛି , ଯଦି ଆପଣ ଚାକିରିପେଶାରେ ଅଛନ୍ତି , ତେବେ ଆରମ୍ଭ ଟିକିଏ ଧିମା ରହିବ , କିନ୍ତୁ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବ , ଲମ୍ବା ସମୟରୁ ରୋଗ ସହ ଯୋଡିହୋଇଥିବା ଜାତକରେ ଆତ୍ମବିଶ୍ୱାସରୁ ରୋଗରୁ ଦୂରେଇବାରେ ସାହାଯ୍ୟ ମିଳିବ , କେଉଁ ଫଇସଲା କିମ୍ବା ସ୍ଥିତି ରୁ ସାମିଲ୍ ନ ହୁଅନ୍ତୁ , ଯେବେ ପର୍ଯ୍ୟନ୍ତ ତାକୁ ଠିକ୍ ଭାବେ ବୁଝିପାରିନାହାନ୍ତି  ।

laxmi-ganesh

ମକର ରାଶି : ଆଜି ବିଚାର ଓ ଉର୍ଜାର ଭଲ ପରିଣାମ ସକରାତ୍ମକ ନିର୍ଦ୍ଧେଶକୁ କେନ୍ଦ୍ରିତ କରିବାକୁ ହେବ , ଆପଣଙ୍କ ପ୍ରେମଭରା ଜୀବନରେ ଚିନ୍ତା ଆସିପାରେ , କେଉଁ କାରଣରୁ ନିଜ ସାଥୀ ସହ ଶତ୍ରୁତା କରନ୍ତୁ ନାହିଁ , ଆଲୋଚନା ସାମ୍ନା କରିବାକୁ ପଡିପାରେ , ନିଜ ବିବାହିତ ଜୀବନ ବିଷୟରେ ନିର୍ଣ୍ଣୟ ନେଲେ ଆପଣ ଭ୍ରମିତ ହୋଇପାରନ୍ତି , ଧନ ସଂବନ୍ଧି ମାମଲାରେ ବୁଝାମଣା କରିବେ ।

କୁମ୍ଭ ରାଶି : ଆଜି ଅନ୍ୟଙ୍କ ବିବାଦରେ ପଡିବାରୁ ବଞ୍ଚନ୍ତୁ , ଭଲ ସମାଚାର ମିଳିବା ଦ୍ୱାରା ମନରେ ପ୍ରସନ୍ନତା ବୃଦ୍ଧି ହେବ , ଭଲ ସଫଳତା ହାସିଲ୍ କରିପାରନ୍ତି , ନିଜ ବନାଇଥିବା ବଜେଟ୍ ରେଆପଣଙ୍କୁ ଆଉଥରେ ବିଚାର କରିବାକୁ ହେବ , ନିଜ ମନର ଶୁଣିବେ , ଓ କାର୍ଯ୍ୟ କରିବେ , ଦାମ୍ପତ୍ୟ ଜୀବନରେ ପ୍ରେମ ଓ ବିଶ୍ୱାସ ବଢିବ , କିଛି କଠିନ ପରିଶ୍ରମ ସହ ପୁର୍ବ ନିୟୋଜିତ ଆପଣଙ୍କ ଲକ୍ଷ୍ୟ ସମୟ ପ୍ରାପ୍ତ କରିବାରେ ସାହାଯ୍ୟ ମିଳିବ , ବେପାର ଓ ରାଜନୀତିରେ ଶତ୍ରୁଙ୍କ ଉପରେ ବିଜୟ ହାସିଲ୍ କରିବେ  ।

ମୀନ ରାଶି ; ଆଜି ବ୍ୟସ୍ତତା ପୁର୍ଣ୍ଣ ଫଇସଲା ନ ନିଅନ୍ତୁ , ନହେଲେ କ୍ଷତି ହୋଇପାରେ । ଆପଣଙ୍କୁ ନିଜ ଆଡକୁ ଦୃଷ୍ଟି ପକାଇବାର ଅବସର ମିଳିବ , ନିଜ ସଂପୁର୍ଣ୍ଣ ବିକାଶ ପାଇଁ କିଛି ଭଲ ନିର୍ଣ୍ଣୟ ନେବାକୁ ହେବ , ଜ୍ଞାନବର୍ଦ୍ଧକ ଏବଂ ରୋଚକ ସାହିତ୍ୟ ପଢିବାରେ ରୁଚି ବଢିବ , ଆପଣ ନିଜ ଜୀବନସାଥୀଙ୍କ ବିଶ୍ୱାସରେ କମି ପାଇବେ , ଯାହା ଦ୍ୱାରା ବୈବାହିକ ଜୀବନରେ ଚିନ୍ତାର ବାତାବରଣ ଆସିପାରେ,  ଛୁଆମାନେ ପରୀକ୍ଷାରେ ସଫଳ ହେବେ , ଯାହାକି ପୁରା ପରିବାର ପାଇଁ ଖୁସିର କଥା ଅଟେ  ।

Leave a Reply

Your email address will not be published. Required fields are marked *