26 ଫ୍ରେବୃଆରୀ ରାଶିଫଳ – ଏହି ସବୁ ରାଶି ଉପରେ ଆଜି ବରୁଣ ଦେବ ହେବେ ପ୍ରସନ୍ନ

ମେଷ ରାଶି : ଆଜି ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହେବାର ଆଶା ଅଛି , ବାହାର ଯିବାର କାର୍ଯ୍ୟକ୍ରମ କରିପାରନ୍ତି , ଉତ୍ସାହ ଓ ପ୍ରସନ୍ନତା ସହ କାର୍ଯ୍ୟ କରିବେ , ଭାବନା ଓ ଓତପ୍ରୋତ ହେବ , କାରୋବାରରେ କ୍ଷତିର ଭରଣା ହେବ , ବୁଦ୍ଧିମତାରେ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ , ଉତ୍ସାହପୁର୍ବକ ନୁଆ ଯୋଜନା ସକ୍ରିୟ ହେବ । ଆପଣଙ୍କୁ ନ୍ୟାୟାଳୟରେ ଲାଭ ମିଳିବ , ଆଜି ସଂନ୍ଧ୍ୟାରେ ଆପଣଙ୍କୁ କେଉଁ କ୍ଷତିର ଖବର ମିଳିପାରେ ।

ବୃଷ ରାଶି : ଆଜି ବିଶ୍ୱାସଘାତ ହୋଇପାରେ , ବାହାନର ଯତ୍ନ ଉପରେ ଖର୍ଚ୍ଚ କରିପାରନ୍ତି , କେଉଁ ବିବାଦରେ ବିଜୟ ପ୍ରାପ୍ତି ହେବ । ପ୍ରେମ ପ୍ରସଙ୍ଗ ଅନୁକୁଳ ରହିବ । ସାର୍ଥକ କାମରେ ଲାଗିଲେ ନିଜ ଉର୍ଜାକୁ ବଞ୍ଚାଇରଖନ୍ତୁ , ଦରକାର ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିବାପାଇଁ ଆପଣଙ୍କୁ ଶ୍ରେୟସ୍କର ହେବ , ନିଜ କ୍ୟାରିୟର ଓ ପେଶାର ପ୍ରଗତି ପାଇଁ ସବୁ ସମ୍ଭବ ଚେଷ୍ଟା କରିବେ , ମନରେ କେଉଁ ପ୍ରକାରର ଶଙ୍କା ନିଅନ୍ତୁ ନାହିଁ , ଭୁଲ୍ ସ୍ୱିକାର କରୁଥିବା ସହ ନିଜ ସଂମ୍ପର୍କୀୟଙ୍କ ମଧ୍ୟରେ ନିଜ ସଂମ୍ପର୍କକୁ ସୁଧାରନ୍ତୁ ।

ମିଥୁନ ରାଶି : ଆଜି କିଛି ନୁଆ ଯୋଜନା କରିବେ , ଯାହା ଭବିଷ୍ୟରେ କାମ ଦାୟକ ହେବ , କେଉଁ ତୀର୍ଥଯାତ୍ରାରେ କାର୍ଯ୍ୟ କ୍ରମ କରିପାରନ୍ତି , କେଉଁ ସାଧୁ ସନ୍ଥଙ୍କ ଆଶିର୍ବାଦ ମିଳିପାରେ , ଆଜି ଯୋଜନା କରି କାମ କରିବେ , ଲମ୍ବା ସମୟରୁ ଚାଳି ଆସୁଥିବା ସମସ୍ୟାରୁ ମୁକ୍ତି ମିଳିବ , ବିଦ୍ୟାର୍ଥିଙ୍କ ପାଇଁଂ ତାଙ୍କ କ୍ୟାରିୟରରେ ଭଲ ସମୟ ଚାଲୁଛି , ଷଡଯନ୍ତ୍ର କାରି ବିଫଳ ହେବେ ।, ପରିବାରର କେଉଁ ବଡ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

sibaa-sambhuuuu

କର୍କଟ ରାଶି ; ଆଜି ମଜୁବୁତ୍ ମନୋବଳ ସହ କିଛି ସାହାସୀ କାର୍ଯ୍ୟ ହାତରେ ନେବେ , ବିବେକର ପ୍ରୟୋଗ କରନ୍ତୁ , ନିଜ ଟାରଗେଟ୍ ଲଗାତାର ଧ୍ୟାନ ରଖନ୍ତୁ , ଦିନଚର୍ଚ୍ଚାରେ ଟିକିଏ ପରିବର୍ତ୍ତନ ଆସିପାରେ ସନ୍ତାନର ସଂବନ୍ଧି ଚିନ୍ତା ବୃଦ୍ଧି ହେବ ,। ଆପଣଙ୍କୁ କ୍ୟାରିୟରରେ ଉନ୍ନତି ପାଇଁ ଅବସର ମିଳିବ , ପ୍ରୟାସରତ କାର୍ଯ୍ୟରେ ସଫଳତା ହାସିଲ୍ କରିବେ , ଲେଖନରେ ଲାଭ ହେବ । ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବ ।

ସିଂହ ରାଶି : ଆଜି ନିଜ ପରିଶ୍ରମ ବଳରେ ଭଲ ସଫଳତା ପାଇବେ , କିଛି ଲୋକଙ୍କ ଦ୍ୱାରା ନବିନ ବିଚାର କାମରେ ସହଯୋଗପାଇବେ , ଆପଣଙ୍କ ପରିବାରଏ ଛୋଟକଥାକୁ ନେଇକରି ଝଗଡା ହୋଇପାରେ , କେଉଁ ପ୍ରକାରର ଯୁକ୍ତିରୁ ଦୁରେଇ ରୁହନ୍ତୁ , ଏକାଗ୍ରତା ରଖିଲେ ସମସ୍ୟା ସମାଧାନ ହେବ , ଆପଣ ବିପଦପୁର୍ଣ୍ଣ ଭରା ନିବେଶ କରିବାରେ ବଞ୍ଚନ୍ତୁ , ସ୍ୱାଭିମାନରେ ଆଘାତ ଆସିବ , ଆଜିରଦିନ ବ୍ରତ ରଖିଲେ ଭୁତ ପ୍ରେତରୁ ମୁକ୍ତି ପାଇବେ ।

କନ୍ୟା ରାଶି : ଆଜି ଧୈର୍ଯ୍ୟଶୀଳତା ବୃଦ୍ଧି ହେବ , ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ପାଇଁ ଚିନ୍ତାର ବିଷୟ ହେବ , ଆପଣଙ୍କ ସାଥୀ ଆପଣଙ୍କୁ ନିଜର ପଣିଆ ଅନୁଭବ କରାଇବ , ଓ ଏହା ଦ୍ୱାରା ସଂବନ୍ଧରେ ସୁଧାର ଆସିବ , ସରକାରୀ କିମ୍ବା ଉଚ୍ଚ ଅଧିକାରୀଙ୍କର ଭଲ ସମର୍ଥନ ପାଇବାର ଆଶା କରନ୍ତୁ ନାହିଂ , ରାଜକୀୟ କାର୍ଯ୍ୟରେ ଠିକ୍ ଭାବେ ହେବ , କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହୋଇପାରେ , ମିଡିଆ ଓ ଆଇଟି ଜାତକ ସଫଳତା ପ୍ରାପ୍ତି କରିବେ ।

siba-sambhu

ତୁଳା ରାଶି : ଆଜି ଆପଣଙ୍କ ବ୍ୟବହାର ଓ ସ୍ୱଭାବରୁ କିଛି ଲୋକ ଆକର୍ଷୀତ ହୋଇପାରନ୍ତି , କେଊଁ ପାରିବାରିକ ସହସ୍ୟଙ୍କ ଖରାପ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରହିପାରେ , କିଛି ପୁରୁଣା ସାଙ୍ଗ , ଆପଣଙ୍କୁ ଦେଖା କରିପାରନ୍ତି , ଉତ୍ସାହରେ କାର୍ଯ୍ୟ କରିପାରିବେ,  ଆୟରେ ବୃଦ୍ଧି ହେବ , ବିପଦପୁର୍ଣ୍ଣ ଜାମିନ୍ କିଛି କରନ୍ତୁ ନାହିଁ , ଆଜି କିଛି ଝଗଡା କରୁଥିବା ଲୋକ ଆପଣଙ୍କ ସହ ଲାଗିପାରନ୍ତି , କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକତା ରହିବ , ମିତ୍ରଙ୍କର ସହଯୋଗ ମିଳିବ ।

ବିଛା ରାଶି : ଆଜି ଆପଣଙ୍କ ସବୁ ଅଧୁରା ଇଚ୍ଛା ପୁରା ହୋଇଯିବ , ଆପଣଙ୍କ ସହଯୋଗୀ ଦୁର୍ବଳତାକୁ ନେଇ ବିଗାଡିବାକୁ ଚେଷ୍ଟା କରିବେ , ଆଜି ଦୁର୍ଘଟଣାରୁ ସଂମ୍ଭାଳୀକରି ରୁହନ୍ତୁ , ସ୍ୱାସ୍ଥ୍ୟର ଦାୟିତ୍ୱ୍ ନିଅନ୍ତୁ , ସମାଜସେବା କରିବା ପ୍ରେରଣା ଦାୟୀ ହେବ , ପ୍ରତିଷ୍ଠା ପରାକ୍ରମରେ ବୃଦ୍ଧି ହେବ , ପ୍ରସନ୍ନତାରୁ କାର୍ଯ୍ୟ କରିପାରିବେ , ପରିବାରରେ ସୁଖଶାନ୍ତି ରହିବ , ଆପଣଙ୍କୁ କେଉଁ ଖାସ୍ ହୋଇଯିବ , ଆଜି ସ୍ନାନାଦି କାର୍ଯ୍ୟ ସାରି ମନ୍ଦିରରେ ଗୀତା ପାଠକରନ୍ତୁ , ଧନ ଆଗମନ ହେବାର ସମ୍ଭାବନା ଅଛି  ବିଛା ରାଶି : ଆଜି ଆପଣଙ୍କ ଅଧୁରା ଇଚ୍ଛା ପୁରା ହୋଇଯିବ , ଆପଣଙ୍କ ସହଯୋଗୀ ଆପଣଙ୍କ

ଧନୁ ରାଶି : ସ୍ୱାସ୍ଥ୍ୟକୁ ନେଇକରି ଜାଗୃତ ରହିବା ପାଇଁ ବ୍ୟାୟାମ କରିବାର ଅଛି , ଆପଣଙ୍କ ମନରେ ବହୁତ ପ୍ରକାରର ଚିନ୍ତାରେ ବୁଡି ରହିବ , ସ୍ୱାସ୍ଥ୍ୟର ନରମ ଗରମ ରହିବ , ବିଶେଷ ରୁପରେ ଆଖିରେ ପିଡା ହେବ , ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ , ସାମାଜିକ କ୍ଷେତ୍ରର ବୃଦ୍ଧି ହୋଇପାରେ , ନିଜ ଜୀବନରେ ଦଖଲ ନେବାରୁ ବଞ୍ଚନ୍ତୁ , ବଡ ସହାୟତା ଆପଣଙ୍କୁ ହାସିଲ୍ ହେବ ।

krishna

ମକର ରାଶି : ଗଣେଷଜୀ କହନ୍ତି ଟଙ୍କା ପଇସା ମାମଲାରେ କାହାସହ ଭରସା କରନ୍ତୁ ନାହିଁ , ମିତ୍ରଙ୍କ ସହ ସାକ୍ଷାତ ଆପଣଙ୍କୁ ଆନନ୍ଦିତ କରିବ , ବେପାରୀ ବର୍ଗ ଆୟରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦଅଧିକାରୀଙ୍କ କୃପା ଦୃଷ୍ଟି ରହିବ , ଆପଣଙ୍କ ବ୍ୟବହାରକୁ ପ୍ରଶଂସା କରାଯିବ , ସଙ୍ଗୀତ କ୍ଷେତ୍ରରେ ରୁଜ୍ଞାନ ବଢିବ , କାର୍ଯ୍ୟର ସିଲସିଲାରେ କେଉଁ ଆଡେ ବାହାରକୁ ଯାଇପାରନ୍ତି , ଦୂର ଯାତ୍ରା କରିବାକୁ ପଡିପାରେ , ଜୀବନସାଥୀଙ୍କ ସହ ଭାବନାକୁ ବୁଝିବେ , ଭବିଷ୍ୟରେ ଯୋଜନା ହୋଇପାରେ ।

କୁମ୍ଭ ରାଶି : ଆଜି ପ୍ରଭାବଶାଳି ବ୍ୟକ୍ତି ବିତ୍ତିୟ ଲାଭ ପହଞ୍ଚିପାରେ , ପାଖରେ ଥିବା ଲୋକ ସହ ସମୟ ବିତାଇବେ , କିନ୍ତୁ ଏହା କରିପାରିବେ ନାହିଁ , କାଗଜୀ କାମରେ ଚ୍ୟାଲେଞ୍ଜ ପରିସ୍ଥିତି ଆସିବ , ଭାଗ୍ୟରେ ପରିବର୍ତ୍ତନ ଦେଖାଦେବ , ସ୍ୱାସ୍ଥ୍ୟକୁ ବିଶେଷ ଦାୟିତ୍ୱ ନିଅନ୍ତୁ , ନିଜକୁ ଭଲ ଅନୁଭବ କରିବେ , ପରିବାରର ବରିଷ୍ଠ ସଦସ୍ୟଙ୍କ ମତଭେଦ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ , ଚେଷ୍ଟା କରନ୍ତୁ ନିଜ କାମ ଭଲରେ କରନ୍ତୁ ।

ମୀନ ରାଶି : ଆଜି କାମର ଚିନ୍ତା ରହିବ , ସବୁ ସୁଖ ସୁବିଧା ପ୍ରାପ୍ତି ହେବ , କେଉଁ ଯାତ୍ରାରେ ନିଜ ଆଧ୍ୟାତ୍ମିକ କେନ୍ଦ୍ରରେ ଯୋଗାଯୋଗ ରହିବେ , ଓ ଭଲ କଥାକୁ ପୁନଃଜିବିତ କରିବେ , ପରିବାରରେ ମା ବାପାଙ୍କ ସହଯୋଗ କରିବେ , ଅଚାନକ କିଛି ବଡ ଅଟକିଥିବା କାମ ସଠିକ୍ ସମୟରେ ହେବ , ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିବ , ବୁଝିବିଚାରି ସବୁ କାର୍ଯ୍ୟ ସଠିକ୍ ସମୟରେ କରନ୍ତୁ , କାହା ସହ ଯୁକ୍ତି କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *