ଏମିତି ଏକ ଗାଁ ଯେଉଁଠି ପୁଅଙ୍କ ବିନା ଝିଅମାନେ ହେଉଛନ୍ତି ପ୍ରେଗନେଣ୍ଟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୃଥିବୀରେ ଏମିତି ବି ଗୋଟିଏ ଗାଁ ରହିଛି ଯେଉଁ ଠାରେ କେବଳ ନାରୀ ମାନେ ହିଁ ବାସ କରି ଥାନ୍ତି । ତେବେ କହିବା ପାଇଁ ଚାହିଁବୁ କି ଏଠାରେ ପୁରୁଷ ମାନଙ୍କ ସଂମ୍ପର୍ଣ୍ଣ ଭାବେ ବ୍ୟନ୍ କରି ଦିଆ ଜାଇଛି । ହେଲେ ଏଠାରେ ଆଶ୍ଚର୍ଯ୍ୟ ର କଥା ହେଉଛି କି ବର୍ତମାନ ସମୟ ରେ ସେଠାକାର ପିଲା ମାନେ ପ୍ରେଗନେଣ୍ଟ ହେଉ ଛନ୍ତି ଏବଂ ନିଜର ପିଲା ଜନ୍ମ ମଧ୍ୟ କରୁଛନ୍ତି । ତାହାଲେ ବନ୍ଧୁଗଣ ଏହା କେମିତି ଭାବେ ସମ୍ଭବ ହୋଇ ପାରୁଛି । ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଯେଉଁ ଗାଁ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛୁ ସେହି ଗାଁ ର ନାମ ହେଲା ଉମଜା । ଏବଂ ଏହା କେନିଆ ଠାରେ ଅବସ୍ଥିତ ରହିଛି । ଏହି ଗ୍ରାମ ର ପୋପୁଲେସନ୍ ବର୍ତମାନ ସମୟ ରେ 300 ରହି ଥିବା ବେଳେ ବର୍ତମାନ ସମୟ ରେ ଏହା ଧିରେ ଧିରେ ବଢିବାରେ ଲାଗିଛି । ହେଲେ ଆଶ୍ଚର୍ଯ୍ୟ ର କଥା ହେଲା କି ଏହି ଗ୍ରାମ କୁ କେହି ବି ଜାଇ ପାରି୍ବେ ନାହିଁ । ହେଲେ ଏହି ରୁଲ ହିସାବ ରେ ବର୍ତମାନ ସମୟ ରେ ଲୋକ ମାନେ ଏଠାରେ ଗର୍ଭବତୀ ହେଉଛନ୍ତି । ତେବେ ଏମିତି ହେବାର ଏଠାର କାରଣ ହେଲା 1990 ମସିହା ରେ ଇଂରେଜ ସନୈ ଙ୍କ ଦ୍ୱାରା ରେପ୍ ହୋଇ ଥିଲେ । ତେବେ ସେମିତି ବେଳେ ଏହି ଗ୍ରମ ରେ ସେହି ଦିନ ଠାରୁ ପୁରୁଷ ମାନଙ୍କୁ ପସିବା ପାଇଁ ଦିଆ ଯାଏ ନାହିଁ । ହେଲେ ସେମିତି କ୍ଷେତ୍ର ରେ ଆପଣ ମାନେ ଆଶ୍ଚର୍ଯ୍ୟ ହେଉ ଥିବା କଥା ର କଣ ହେବ । ମାନେ ଏଠାକାର ମହିଳା ମାନେ କେମିତି ଗର୍ଭବତୀ ହୋଇ ଥାନ୍ତି ।

jhia-1

ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି । ଏଠାରେ ପୁରୁଷ ମାନଙ୍କୁ ପସିବା ପାଇଁ ଦିଆ ଜାଉ ନ ଥିଲେ ମଧ୍ୟ ଏମାନେ ରାତ୍ରୀ ସମୟ ରେ ବେଶ୍ୟ ବୃତ୍ତି କରି ଥାନ୍ତି । ଏବଂ ନିଜର ପେଟ ପୋଶି ଥାନ୍ତି । ତଥା ଏହି ଦ୍ୱାରା ସେମାନେ ଗର୍ଭବତୀ ହୋଇ ଥାନ୍ତି । ସେହି ପରି ଭାବେ ଏମାନେ ପ୍ରତ୍ୟେକ ବର୍ଷ ଏଠାକୁ ଆସୁ ଥିବା ପର୍ଯ୍ୟଟକ ମାନଙ୍କୁ ବିଭିନ୍ନ ପ୍ରକାରର ଅଳଙ୍କାର ବିକ୍ରୀ କରି ଥାନ୍ତି । ଏବଂ ପେଟ ପୋଶିବା ସହିତ ନିଜର ପିଲା ମାନଙ୍କ ପେଟ ପୁରାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *