ମୋବାଇଲ ରେ କାହିଁକି ଥାଏ Flight Mode …। ଜାଣିଲେ ଆଶ୍ଚର୍ଯ୍ୟ ହୋଇଜିବେ

moooo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଆମେ ଆଜି ଆପଣ ମାନଙ୍କୁ ମୋବାଇଲ ରେ କଣ ପାଇଁ ରହି ଥାଏ ଫ୍ଲାଇଟ୍ ମୋର୍ଡ ସେହି ବିଷୟ ରେ କହିବା ପାଇଁ ଯାଉଛି । ଏହି ଅଫସନ୍ ହେବାର କାରଣ ହେଲା ପ୍ରକୃତ କାରଣ ଯଦି ଆପଣ ମାନେ ବ୍ୟବହାର ଜାଣିଲେ ତେବେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ଆପଣ ମାନେ ଜାଣି ଥିବେ ଆଜିର ଦିନ ରେ ସ୍ମାର୍ଟ ଫୋନ୍ ସାହାଯ୍ୟ ରେ ଆମେ ମାନେ ସବୁ କିଛି କାର୍ଯ୍ୟ କୁ କରୁଛୁ । ଯଦି ମୋବାଇଲ ଶବ୍ଦ ର ଅର୍ଥ ବିଷୟ ରେ କହିବା ତେବେ ଏହା ଶଦ୍ଦ ସଂଞ୍ଚାର ବା ଡେଟା ସଂଞ୍ଚାର ପାଇଁ ହିଁ ବ୍ୟବହାର ହୋଇ ଥାଏ।

mobil

Flight Mode ଅଫସନ୍ ସବୁ ଫୋନ ରେ ଥାଏ। ଏମିତି ରେ ଏହା ଏମିତି ଭାବେ ସବୁ ଫୋନ୍ ରେ ରହିବା ମାନେ ହେଲା ଏହା ଗୋଟିଏ ବିଦ୍ୟୁତ୍ ଚୁମ୍ବକ ଅଟେ ଏହା ବିମାନ ରେ ଆସୁ ଥିବା ସିଗନାଲ୍ କୁ ବି ବ୍ଲକ୍ କରି ଦେଇ ପାରେ । ଏଥି ପାଇଁ ଫୋନ୍ ରେ Flight Mode ରଖା ଜାଇ ଥାଏ। ଏହା ଦ୍ୱାରା ବିମାନ ଏବଂ ଫୋନ୍ ର ବିଦ୍ୟୁତ ସିଗନାଲ ମିଶେ ନାହିଁ । ଏହି ମୋଡ କୁ ଫୋନ୍ ମାନଙ୍କ ଦେବାର ଅନ୍ୟ ଏକ ମୂଖ୍ୟ କାରଣ ହେଲା ଏହାର ବ୍ୟବହାର ପାଇଁ ଫ୍ଲାଇଟ୍ ର ସିଗନାଲ୍ ଜାମ୍ ହୋଇ ଥାଏ । ଏହାକୁ ଯେବେ ଅନ୍ କରା ଜାଇ ଥାଏ ।

mobile

ତେବେ ସେହି ସମୟ ରେ ମୋବାଇଲ ରେ ୱାଇଫାଇ ବା ବ୍ଲ ଟୁଥ୍ ଏବଂ ନେଟୱାର୍କ ର ସିଗନାଲ୍ ଆସିବା ସଂମ୍ପର୍ଣ୍ଣ ଭାବେ ବନ୍ଦ ହୋଇ ଯାଏ । କୈଣସି ବି ଫ୍ଲାଇଟ୍ ଅପରେସନ୍ ବେଳେ ଏହି ଫ୍ଲାଇଟ୍ ମୋର୍ଡ ଅନ୍ ନ କରିବା ଆପଣ ମାନଙ୍କ ପାଇଁ ଖରାପ୍ ସାବ୍ୟସ୍ତ ହୋଇ ପାରେ । କାରଣ ସେହି ମିସନ୍ ଆପଣ ମାନଙ୍କ ପାଇଁ ବେସ୍ ଗୁରୁତ୍ୱ ପୂର୍ଣ୍ଣ ହୋଇ ଥାଏ । ତେବେ ଆପଣ ମାନେ ବିଭିନ୍ନ ସମୟ ରେ ଏହି ମୋଡ୍ ର ବ୍ୟବହାର କରିବା ସିଖି୍ ଜାଆନ୍ତୁ ଜାହା ଦ୍ୱାରା ଆପଣ ମାନଙ୍କୁ ବହୁତ ପରିମାଣ ରେ ଫାଇଦା ହେବ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *