କେଉଁ ମାନଙ୍କୁ ନାଁ ଧରି ଡାକିଲେ ପାପ ଲାଗିଥାଏ – ଆଜିର ଅନୁଚିନ୍ତା

name

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି କେଉଁ ଲୋକ ମାନଙ୍କର ନାମ କୁ ତୁଣ୍ଡ ରେ ଧରିଲେ ବହୁତ ବଡ ପାପ ହୋଇ ଥାଏ । ତେବେ ଆସନ୍ତୁ ସେହି ସବୁ ବ୍ୟକ୍ତି ଙ୍କ ବିଷୟ ରେ ଆମେ ଆପଣ ମାନଙ୍କୁ ସୂଚନା ଦେଉଛୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ପ୍ରଥମେ କେବେ ବି ନିଜର ମାଆ ଙ୍କ ନାମ କୁ ତୁଣ୍ଡ ରେ ଧରିବେ ନାହିଁ ।

krishna

ସେହି ପରି ଭାବେ ଆପଣ ମାନେ କେବେ ବି ନିଜର ପିତା ଙ୍କ ନାମ କୁ ତୁଣ୍ଡ ରେ ଧରନ୍ତୁ ନାହିଁ ।କାରଣ ଏମିତି କରିବା ଦ୍ୱାରା ଆପଣ ମାନେ ପାପ ର ଭାଗୀଦାରୀ ହୋଇ ପାରନ୍ତି । ଯଦି ଆମେ ଏଠାରେ ଶାସ୍ତ୍ର ଅନୁସାରେ ଦେଖିବା ତେବେ ନିଜର ପତ୍ନୀ ଙ୍କ ନାମ କୁ ବି କେବେ ବି ତୁଣ୍ଡ ରେ ଧରିବା କଥା ନୁହେଁ । ସେହି ପରି ଭାବେ ଯଦି ଆମେ କହିବା ତେବେ ଗୁରୁଜନ ଯେଉଁ ମାନଙ୍କୁ ଆପଣ ମାନେ ବହୁତ ପରିମାଣ ରେ ସମ୍ମାନ କରନ୍ତି । ତେବେ ସେମାନଙ୍କ ନାମ କୁ କେବେ ବି ନିଜର ତୁଣ୍ଡ ରେ ଧରନ୍ତୁ ନାହିଁ । ଯଦି ଆମେ ଗରୁଡ ଶାସ୍ତ୍ରର କଥା କହିବା ତେବେ ନିଜର ନାମ କୁ ବି କେବେ ତୁଣ୍ଡ ରେ ନେବା କଥା ନୁହେଁ । ଏହା ଦ୍ୱାରା ଆପଣ ମାନଙ୍କର ହିଁ କ୍ଷେତି ହୋଇ ଥାଏ । ଯଦି କେବେ ଆପଣ ମାନେ କୈଣସି କୃପଣ ବ୍ୟକ୍ତି ମାନଙ୍କ ନାମ ଧରନ୍ତି ତେବେ ସେମିତି ବେଳେ ଏହା ଆପଣ ମାନଙ୍କ କ୍ଷେତି ହେବାର ସଂଙ୍କେତ ହୋଇ ଥାଏ ।

hanumann

ଏହା ଛଡା ଅଭିଶପ୍ତ ଏବଂ ପାପ କାର୍ଯ୍ୟ ରେ ଯେଉଁ ମାନେ ଲିପ୍ତ ରହି ଥାନ୍ତି । ସେମାନଙ୍କ ନାମ ମଧ୍ୟ କେବେ ବି ତୁଣ୍ଡ ରେ ନେବା କଥା ନୁହେଁ । ସେହି ପରି ବେଳେ ଏହା ଆପଣ ମାନଙ୍କୁ ଯେଉଁ ସବୁ କୁହା ଗଲା ଆପଣ ମାନେ କୈଣସି ବି ପରିସ୍ଥିତି ରେ ଧରିବେ ନାହିଁ । ବନ୍ଧୁଗଣ କିଛି ସମୟ ଏମିତି ବି ରହିଛି । ଯେଉଁ ଠାରେ ଆମ ମାନଙ୍କୁ ଅତି ଆବଶ୍ୟକ ପଡି ଜାଇ ଥାଏ । ତେବେ ସେମିତି କ୍ଷେତ୍ର ରେ ଆମେ ମାନଙ୍କୁ ଏହି ନାମ ସବୁ ନେବା ପାଇଁ ପଡେ ତେବେ ସେମିତି ବେଳେ କୈଣସି ବି କ୍ଷେତି ଆପଣ ମାନଙ୍କ ପ୍ରତି ରହି ନ ଥାଏ । କିନ୍ତୁ କେବେ ଏହି ନା୍ ସବୁ କୁ ଜପ ମାଳା କରନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ପାଇଁ ବହୁତ କିଛି କ୍ଷେତି ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *