15 ଫ୍ରେବୃଆରୀ 2020 ଶନିବାର – କେମିତି କଟିବ ଆପଣଙ୍କର ଭାଗ୍ୟ ଜାଣନ୍ତୁ

ମେଷ ରାଶି : ଆଜି କେଉଁ ଅପ୍ରତ୍ୟାଶିତ ସୁଖଦ ଘଟଣା ଆପଣଙ୍କ ସହ ଘଟିପାରେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ତାଙ୍କର ପାଠପଢା ସଂବନ୍ଧରେ ଚିନ୍ତା ମନ ବ୍ୟଗ୍ର ରହିବା କାର୍ଯ୍ୟରେ ସଫଳତା ନ ମିଳିବାର ଉତ୍ପନ୍ନ କ୍ରୋଧ ଭାବନାରେ କାବୁ ରଖନ୍ତୁ , ସରକାରୀ କାର୍ଯ୍ୟରେ ଲାଭ ହେବ , କେଉଁ ପ୍ରକାରର କିଛି ସମସ୍ୟା ନାହିଁ , ଏଥିପାଇଁ ନିଜ ଉର୍ଜା ଶକ୍ତିର ପୂର୍ଣ୍ଣ ଉପଯୋଗ କରି କାର୍ଯ୍ୟରେ ଲାଗିଥାଏ । ଆଜି ଆପଣଙ୍କ ସବୁଠାରୁ ବଡ ସ୍ୱପ୍ନ ସତରେ ବଦଳାଇପାରିବ , କାର୍ଯ୍ୟକ୍ଷେତ୍ରରେ ପାଇଁ ଏହା ସମୟ ଭଲ ରହିବ ।

ବୃଷ ରାଶି : ଆଜି କମ୍ ସଂମ୍ଭାବନା ଅଛି , ଆପଣଙ୍କ ଅପେକ୍ଷିତ ପରିଣାମ ହାସିଲ୍ ହେବ , କିନ୍ତୁ ଆପଣଙ୍କ ଉପରେ ଯଦି କରଜ ଥିଲା,  ସେ ସବୁ ସୁଜିଯିବ , ଶାରରିକ କଷ୍ଟର ଅନୁଭବ ହେବ , ବିଶେଷ ରୁପରେ ଆଖିର ଧ୍ୟାନ କରନ୍ତୁ , ବେପାର ସହ ଯୋଡି ହୋଇଥିବା ଫଳଦାୟୀ ହେବ , ସେମିତି ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହୋଇପାରେ , ଆମଦାନୀରେ ଘାଟା ହେବାର ସଂମ୍ଭାବନା ହେବ , ପାରିବାରିକ ସଦସ୍ୟ ଓ ପ୍ରେମୀଯୋଡି ଦ୍ୱାରା ଘରରେ ବିରୋଧର ବାତାବରଣ ହେବ । ଅନ୍ୟଙ୍କୁ ସାହାଯ୍ୟ କରିବାର ଆପଣଙ୍କ ମନ ଶାନ୍ତି ହେବ ।

ମିଥୁନ ରାଶି : ଆଜି ପ୍ରବାସ କିମ୍ବା ପର୍ଯ୍ୟଟନର ଆୟୋଜନ ହୋଇପାରେ । ନୁଆ କାର୍ଯ୍ୟ ପ୍ରାରମ୍ଭ କରିବାପାଇଁ ଉତ୍ସାହ ରହିବ , କିନ୍ତୁ ଅତି ଉତ୍ସାହ ହାନି ନ ହେଉ ଏହାର ଧ୍ୟାନ ରଖିବ । ଆଜି ଆପଣଙ୍କ ନିଜ ସ୍ୱାସ୍ଥ୍ୟ ଧ୍ୟାନ ରଖିବା ଦରକାର । କାମର ସିଲସିଲା ରେ ଅତ୍ୟାଧିକ ପ୍ରୟାସ କରିବା ଉପରେ ଆଶିଂକ ସଫଳତା ପ୍ରାପ୍ତି ହେବ , ପରିବାର ଲୋକଙ୍କ ସହଯୋଗରୁ ଧନ ଲାଭ ହୋଇପାରେ , ରୋଜଗାର ଦିଗରେ କରାଯାଉଥିବା ସବୁ ପ୍ରୟାସ ସାର୍ଥକ ରହିବ , ଦୁର୍ଘଟଣା କିମ୍ବା ଆଘାତ ବାଧା ସଂମ୍ଭାବନା ହେବ ।

Aajira-Rasifala

କର୍କଟ ରାଶି : ଗଣେଷଜୀ କହନ୍ତି ଏକ ତରଫା ପ୍ରେମ ଆପଣଙ୍କ ନିରାଶା କରିପାରିବ , ଜୀବନସାଥୀ ସହ କେଉଁ ଆଡେ ବୁଲିଯିବାର ପ୍ଲାନ୍ ବନାଇପାରିବେ , ଚିନ୍ତାଗୁଡିକ କାରଣରୁ ମାନସିକ ଭାର ରହିପାରେ , ଯାହାକି ମାନସିକ ରୁପରେ ଅସୁସ୍ଥ୍ୟ ରଖିପାରିବେ , ପରିଜନଙ୍କ ସହ ମତଭେଦ ହେବାର ପ୍ରସଙ୍ଗ ହୋଇପାରେ , ସନ୍ତାନ ସଂବନ୍ଧି ଚିନ୍ତାଗୁଡିକ କିଛି ଅସୁବିଧା ଆପଣଙ୍କୁ ଚିନ୍ତା କରିପାରେ , ବିଦ୍ୟାର୍ଥି ବର୍ଗ ପରୀକ୍ଷାକୁ ହାଲକାରେ ନିଅନ୍ତୁ ନାହିଁ , ଭଲ ଅଙ୍କ ପାଇଁ ଓ ପରିଶ୍ରମ କରନ୍ତୁ ।

ସିଂହ ରାଶି : କେଉଁ ଖାସ୍ ମିତ୍ରଙ୍କ ସହ ଜୀବନରେ ଆସିବା କାରଣରୁ ଜୀବନରେ ଖୁସି ଦୁଇଗୁଣା ବଢିଯିବ । ବିତ୍ତିୟ କ୍ଷେତ୍ରରେ ଉଠାଇଥିବା ପଦକ୍ଷେପ ସଫଳ ହେବ । ଆୟର ଅତିରିକ୍ତ ସ୍ରୋତ ବି ସ୍ଥାପିତ ହୋଇପାରିବ । ନିର୍ଣ୍ଣୟ ନେବାରେ ବ୍ୟସ୍ତତା ରୁହନ୍ତୁ ନାହିଁ । ନିଜ ଯୋଜନା ପାର୍ଟନର ସେୟାର୍  କରନ୍ତୁ ନାହିଁ । ଯିଏ ଏକେଲା ହିଁ କରନ୍ତୁ । ଅପ୍ରୟାସିତ ବଡ ଖର୍ଚ୍ଚ ହୋଇପାରେ । କେଉଁ ବ୍ୟକ୍ତି ବିନା କାରଣରୁ ବିବାଦ ହୋଇପାରେ , ସଂନ୍ଧ୍ୟାରେ ଛୁଆଙ୍କ ସହ ସମୟ ବିତାଇବାରେ ଆଶ୍ୱସ୍ତି ଅନୁଭବ କରିବେ ।

କନ୍ୟା ରାଶି : ଆଜି ଆପଣଙ୍କ ଜୀବନରେ ଖୁସି ଦେଖାଯାଉଛି , ଆୟରେ ବୃଦ୍ଧି ହେବା ତୟ ହୋଇଛି , ଓ ଆପଣଙ୍କୁ ଆୟର ଏକ ଅତିରିକ୍ତ ସ୍ରୋତ ମିଳିପାରିବ । କୁଆଁରା ଙ୍କୁ ବିବାହର ପ୍ରସ୍ତାବ ହୋଇପାରେ , ବେରୋଜଗାର ଦୁର କରିବା ପ୍ରୟାସରେ ସଫଳ ହେବେ । ସମୟର ପ୍ରତିକ୍ଷା କରନ୍ତୁ ନାହିଁ , ଓ କାହା ପ୍ରତି ଗମ୍ଭୀର ରୁପରେ ଭାବିବାକୁ ଲାଗିବେ । କେଉଁ ବ୍ୟକ୍ତି ଆପଣଙ୍କ ନିଜ ନକରାତ୍ମକ ଟିପ୍ପଣୀ ବି କରିପାରେ , କିମ୍ବା ଆଜି ଆପଣଙ୍କ ଆଲୋଚନା ହୋଇପାରେ ।

ତୁଳା ରାଶି : ଆଜି ସମୟ ସମୟରେ ବନ୍ଧୁଙ୍କର ସାହାଯ୍ୟ ମିଳିବ । ଏହି ଦିନ ସଂଘର୍ଷ ଭରା ରହିପାରେ , ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଓ ଏମିତି ଭାଷା ପ୍ରୟୋଗ କରିବାରେ ବଞ୍ଚନ୍ତୁ , ଯାହା ଦ୍ୱାରା ଭାବନାରେ ଆଘାତ ହୋଇପାରେ । ଛୋଟ କଥାରେ ଲୋକଙ୍କ ସହ ଲାଗନ୍ତୁ ନାହିଁ , ପରିବାରରେ ପଇସା ସହ ଯୋଡି ହୋଇଥିବା ଅସୁବିଧା ହୋଇପାରେ , ଘର୍ ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ , ଯାତ୍ରାରେ କାର୍ଯ୍ୟକ୍ରମ ହୋଇପାରେ ।

ବିଛା ରାଶି : ଆପଣଙ୍କ ମନରେ ଯେଉଁ ଇଚ୍ଛା ଚାଲୁଛି ତାହା ସବୁ ଇଚ୍ଛା ଆଜି ପୂର୍ଣ୍ଣ ହେବ । ଆପଣଙ୍କୁ ଆଜି ଏକ ନୁଆ ଦୃଷ୍ଟିକୋଣ ଆପଣାଇବ ହେବ , ବାଞ୍ଚିତ ପରିଣାମ ପାଇଁ କଡା ପରିଶ୍ରମ କରିବାକୁ ହେବ , ପଇସା ସଂବନ୍ଧିତ ଚିନ୍ତା ଦୁର ହୋଇଯିବ । ଇନକମ୍ ଏକ୍ସଟ୍ରା ସୋର୍ସ ପ୍ରାପ୍ତ ହେବ । ଆପଣଙ୍କୁ କେଉଁ ନା କେଉଁ କଥାର ଟେନସନ୍ ଲାଗିପାରେ , ସନ୍ତାନର ସ୍ୱାସ୍ଥ୍ୟର ଚିନ୍ତା ରହିବ , ମନ୍ଦିରରେ ଗୁଡ ଦାନ କରନ୍ତୁ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି : ଆଜି ଆପଣଙ୍କ ପରିବାରରେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଧାର ଆସିବ , ରଚନାତ୍ମକ ଆପଣଙ୍କ ଦୃଷ୍ଟିକୋଣରୁ ଓ ରଣନୀତିରେ ପରିବର୍ତ୍ତନ ଆସିପାରେ । ଆପଣଙ୍କ ପରିବାର ସମର୍ଥନ ଓ ପୂର୍ଣ୍ଣ ସହଯୋଗ ଆନନ୍ଦ ନେବେ , ବିଦ୍ୟାର୍ଥିଙ୍କ ପାଠ ପଢାରେ ଅଧିକା ଧ୍ୟାନ ଦେବା ଦରକାର ଅଛି , କେଉଁ କାମରେ ଜବରଦସ୍ତି କରନ୍ତୁ ନାହିଁ କ୍ଷତି ହୋଇପାରେ ,

ମକର ରାଶି : ଆଜି ଆପଣଙ୍କ ପ୍ରିୟଙ୍କର କୌଣସି ଅଦରକାରୀ ଜିନିଷର ଆବଶ୍ୟକତାରୁ ବଞ୍ଚନ୍ତୁ , ନିଜ ବିଚାରକୁ ବିକଶିତ କରିବାପାଇଁ ଅବସର ଖୋଜିବାର ସମୟରେ ନିବେଶ କରିପାରିବେ , ସରକାରୀ ଚାକିରିଆ ଲୋକଙ୍କୁ ନିଜ କାମରେ ପରିଚୟ ମିଳିବାର ସଙ୍କେତ ଅଛି , ପଇସାର ସମସ୍ୟା କାରଣରୁ କିଛି ଜରୁରୀ କାମ ପକାଇବାକୁ ପଡିପାରେ , ମନ ସ୍ଥିର ନହେବା କାରଣରୁ ଚିନ୍ତା ବଢିପାରେ , ସନ୍ତାନଙ୍କ ତରଫରୁ କିଛି ଶୁଭ ସମାଚାର ପ୍ରାପ୍ତି ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ନିଜ ପ୍ରତିଧ୍ୱନ୍ଧୀଙ୍କ ସହ ସାମ୍ନା କରିବାକୁ ପଡିବ , କିନ୍ତୁ ତାଙ୍କ ସମୁଖରେ  ବିଜୟପ୍ରାପ୍ତି କରିବେ , ସାମାଜିକ ରୁପରେ ବହୁତ ଲୋକପ୍ରିୟତା ହାସିଲ୍ କରିବେ , ବିତ୍ତିୟ ମାମଲାରେ ସୁଧାର ନିରନ୍ତର ପ୍ରଗତି ହେବାର ସଂମ୍ଭାବନା ଅଛି , ଫାଲତୁ ଖର୍ଚ୍ଚ ଓ ସର୍ଟକଟ୍ ଚକ୍କରରେ ଆପଣଙ୍କ ସମୟ୍ ବର୍ବାଦି ହେବ । ଜବ୍ ପରିବର୍ତ୍ତନର ଦିଗ ବଦଳାଇବେ  ଆଜି ଧନର ଆଗମନ ହେବ ।

ମୀନ ରାଶି : ଆଜି ଆପଣଙ୍କୁ ସଫଳତା ପାଇବାକୁ ହେଲେ ବହୁତ କଠୋର ପରିଶ୍ରମ କରିବାକୁ ହେବ , ଆପଣଙ୍କ ପାଇଁ ନୁଆ ଅଧିଗ୍ରହଣ ହୋଇପାରେ । ଯାହା ଆପଣଙ୍କ ଜୀବନରେ ସୁଧାର ଆଣିବ , ଓ ସନ୍ତୁଷ୍ଟି ବୃଦ୍ଧି କରିବ , ଆଖପାଖ ଲୋକଙ୍କ କିଛି ବ୍ୟବହାର ଆପଣଙ୍କୁ ଦୁଃଖି କରିପାରେ  ଆକସ୍ମିକ ଧନଖର୍ଚ୍ଚ ହେବ , କେଉଁ ବଡ ଉଦ୍ଧେଶ୍ୟରୁ ସିଦ୍ଧ ହୋଇପାରେ , କାହାକୁ ଧନ ଦେବାରେ ଦୂରେଇ ରୁହନ୍ତୁ  ବାଦବିବାଦ ହୋଇପାରେ ।

Leave a Reply

Your email address will not be published. Required fields are marked *