08 ଫ୍ରେବୃଆରୀ 2020 ରାଶିଫଳ ଶନିବାର – କେମିତି କଟିବ ଆଜି ଆପଣଙ୍କର ଦୀନ

rasiphala121

ମେଷ – ପ୍ରଭୁଙ୍କୁ ଦର୍ଶନ କରନ୍ତୁ, ମନକୁ ଶାନ୍ତି ମିଳିବ । ଆଜି କର୍ମସ୍ଥ ଶନି ହେତୁ ଆପଣଙ୍କ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରିରେ ସମର୍ଥ ହେବେ । ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ମନରେ ଯେଉଁ ବିଚାର ଆସିବ ତାହା ସଫଳ ହେବ । ପ୍ରତ୍ୟେକ ଦିଗରୁ ସାହାଯ୍ୟ ସହଯୋଗ ଲାଭକରି ଆରମ୍ଭ କରିଥିବା କାମଟିକୁ ପୂର୍ଣ୍ଣାଙ୍ଗ କରି ପାରିବେ । ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ । ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭଫଳ ମିଳିବ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ପରିବାର ଲୋକଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ବୈବାହିକ ଜୀବନ ଭଲ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ବାବା କପିଳାସ ।

ବୃଷ – ଉନ୍ନତିର ଶିଖରରେ ପହଞ୍ଚିବେ । ତୃତୀୟସ୍ଥ ଚନ୍ଦ୍ର ଯୋଗୁ ବନ୍ଧୁମାନଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦକରି ଅପ୍ରିୟତା ଅର୍ଜନ କରିବେ । ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ । ଅଫିସରେ ଟେନ୍‌ସନ କମିଯିବ, ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ଶତ୍ରୁ ଓ ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ । ପାରିବାରିକ, ସାମାଜିକ ଓ ଆନୁଷ୍ଠାନିକ କାମରୁ ଉପକାର ମିଳିବ । ପ୍ରଶାସନ, ଆଇନ, କଳା, ସାହିତ୍ୟ, ସଂସ୍କୃତି, ଗବେଷଣା, କ୍ରୀଡ଼ା, ଚଳଚ୍ଚିତ୍ରା ଆଦି କ୍ଷେତ୍ରରେ ସୁଫଳ ପାଇବେ । ଯାତ୍ରାକଳୀନ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ । ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ମିଥୁନ – ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ । ତଥାପି ଆର୍ଥିକ ସ୍ୱଚ୍ଛଳତା ଦୃଷ୍ଟିକୋଣରୁ ପରିସ୍ଥିତି ଶୋଚନୀୟ ରହିପାରେ । ଉପରିସ୍ଥଙ୍କ ଭୁଲ୍‌ ବୁଝାମଣାରୁ କର୍ମ କ୍ଷେତ୍ରରେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ମାମଲା ସମସ୍ୟା ଦୂର ହେବ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ପ୍ରେମ ପ୍ରସଙ୍ଗ ଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ । ଆପଣ କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

krishna

କର୍କଟ ରାଶି : ଆଜି ଆପଣଙ୍କ ମନଚଞ୍ଚଳ ହୋଇଉଠିବ , ଯାହାର କାରଣରୁ ନିର୍ଣ୍ଣୟ ନେବାରେ ଅସୁବିଧା ଦେଖାଦେବ , ଆଜି ଆପଣ କେଉଁ ଉଚ୍ଚ ଅଧିଆରୀଙ୍କ କିମ୍ବା ସମାଜରେ ଉଚ୍ଚ ବ୍ୟକ୍ତିଙ୍କର ସଂମ୍ପର୍କରେ ଆସିବେ , କିଛି ଫଇସଲା ସାବଧାନୀରେ ନେବାକୁ ହେବ , କିନ୍ତୁ ପରିବାର ଲୋକ ଚିନ୍ତା ସ୍ଥିତି ସୃଷ୍ଟି କରିପାରନ୍ତି । ଜରୁରୀ କାମ ନିପଟାଇଦିଅନ୍ତୁ , ଆପଣ କିଛି କାମ ଆରମ୍ଭ କରିବାକୁ ମନ ବଳାଇପାରନ୍ତି ।

ସିଂହ ରାଶି : ଆଜି ଆପଣ ନିଜ ଖରାପ ଅଭ୍ୟାସ ଗୁଡିକ ଛାଡିବାକୁ ନିଷ୍ପତ୍ତି ନେଇପାରନ୍ତି  କ୍ୟାରିୟର ସହ ଯୋଡି ହୋଇଥିବା ଫଇସଲା ପାଇଁ ଦିନ ଠିକ୍ ଅଛି , ବନ୍ଧୁଙ୍କ ସହ କିଛି କଥାରେ ମତାନ୍ତର ହୋଇପାରେ, ଜୀବନସାଥୀଙ୍କ ସହ ମଧୁରତା ଆସିପାରେ,  ବ୍ୟବସାୟରେ ନବିନ ବିଚାର କାରଣରୁ ଅନ୍ତିମ ମିନିଟ୍ ରେ ପରିବର୍ତ୍ତନ କରାଯାଈପାରେ , ଆପଣ କିଛି ଏପରି କରିବେ ଯାହା ଦ୍ୱାରା ଆପଣଙ୍କୁ ପଛରେ ପଶ୍ଚାତାପ କରିବାକୁ ନ ପଡିପାରେ,  ବିପଦପୂର୍ଣ୍ଣ ସ୍ଥିତିରେ ନିବେଶ କରନ୍ତୁ ନାହିଁ , ଗଙ୍ଗାଜଳରୁ ଶିବଙ୍କର ଅଭିଷେକ କରି ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ ।

କନ୍ୟା ରାଶି : ଆଜି କେଉଁ ପ୍ରକାରର ଉଧାର ଦିଅନ୍ତୁ ନାହିଁ । ଭାବିଥିବା ଅଧିକାଂଶ କାମ ପୁରା ନ ହେବାରୁ ଚିନ୍ତିତ ହୋଇପାରନ୍ତି । ଭାଇମାନଙ୍କ ସାହାଯ୍ୟ ନ ମିଲିପାରିବାରୁ ଚିନ୍ତିତ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ , କିନ୍ତୁ ଚିନ୍ତାରୁ ଦୁରେଇ ରୁହନ୍ତୁ , ପ୍ରେମୀଙ୍କ ପାଇଁ ନିଜ ଭାବନାକୁ ବ୍ୟକ୍ତ କରିବାପାଇଁ ଏକ ଭଲ ସମୟ ଅଛି , ଆପଣ ନିଜ ଜୀବନରେ ଏକ ନୁଆ କୀର୍ତ୍ତିମାନ ସ୍ଥାପନ କରି ଆଗକୁ ବଢିବେ ।

hanumann

ତୁଳା ରାଶି : ଆଜି କାମରେ ମନ ନ ଲାଗିବା କାରଣରୁ ଚିନ୍ତା ବଢିପାରେ , କିଛି ନୁଆ କାର୍ଯ୍ୟ ଆରମ୍ଭ କରିବାକୁ ହେଲେ କରନ୍ତୁ ନାହିଁ , ମନରେ ଉଦାସ ଭାବନା ରହିବ,  କେଉଁ ବି ସମ୍ପତ୍ତି ସଉଦାରେ ଅନ୍ତିମ ରୁପ ଦେବା ପୁର୍ବରୁ ଦସ୍ତାବିଜକୁ ଧ୍ୟାନରେ ପଢନ୍ତୁ , ନହେଲେ କ୍ଷତି ହୋଇପାରେ,  ସରକାରୀ କାମ କାର୍ଯ୍ୟରେ ଅପୟଶ ସାମ୍ନା କରିବାକୁ ପଡିପାରେ, ଏଥିପାଇଁ ସତର୍କ ରୁହନ୍ତୁ , ସଂନ୍ଧ୍ୟାରେ ଛୁଆଙ୍କ ସହ ସମୟ୍ ଅତିବାହିତ୍ କରିବେ , ପ୍ରୋପଟି ପାଇଁ ଆପଣଙ୍କୁ ଭଲଡିଲ୍ ମିଳିବାର ସଂମ୍ଭାବନା ଅଛି ।

ତୁଳା – ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଆଜିର ଯାତ୍ରା, ବିବାଦୀୟ କ୍ଷେତ୍ର, ପ୍ରତିଦ୍ୱନ୍ଦ୍ୱିତା ଓ କଚେରି ମାମଲା ପାଇଁ ସମୟର ଅନୁକୂଳତା ନାହିଁ । କୌଣସି କାମରେ ମଧ୍ୟ ଅଧିକରୁ ଅଧିକ ସମୟ ଲାଗିଲେ ମଧ୍ୟ ସଫଳତା ପାଇବା ସମ୍ୟକ କଷ୍ଟଦାୟକ ହୋଇପାରେ । ଗୁରୁତ୍ଵପୂର୍ଣ୍ଣ ମାମଲାରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ । ବ୍ୟବସାୟରେ ସ୍ଥିତି ମାନ୍ଦା ରହିବ । ଆପଣଙ୍କର ଟଙ୍କାପଇସା କେଉଁଠି ଅଟକିପାରେ । ପରୋକ୍ଷ ଶତ୍ରୁତା କାରଣରୁ ଅଫିସରେ ପ୍ରତିଟି କାର୍ଯ୍ୟର କୈଫତ ଦେବାକୁ ପଡିବ । ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ଚିନ୍ତାରେ ରହିପାରନ୍ତି । ପତ୍ନୀ ଆପଣଙ୍କ ପ୍ରତି ଦୟାଶୀଳ ରହିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ବିଛା – ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ । ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭପ୍ରଦ ହେବ । ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ସଙ୍ଗକୁ ମୂଲ୍ୟବାନ୍‌ ଜିନିଷ କ୍ରୟ କରିପାରନ୍ତି । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଯୋଗୁ ମନ ଖୁସି ରହିବ । ଯାତ୍ରା ଓ କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନ ରହିବା ଭଲ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ପରିବାର ସହିତ ବୁଲି ଯିବାର ଅବସର ମିଳିବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

sai

ଧନୁ – ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ଆଜି ଆର୍ଦ୍ର ନକ୍ଷତ୍ର ଯୋଗୁଁ ହଠାତ୍‌ ପରିସ୍ଥିତି ବଦଳି ଯିବ । ସକାଳୁ ସକାଳୁ ଭାବୁଥିବେ ଗୋଟିଏ କଥା କିନ୍ତୁ କଲାବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ବଢିବ ସିନା କମିବ ନାହିଁ । ବ୍ୟୟ ବୃଦ୍ଧି ଯୋଗୁ ବ୍ୟସ୍ତ ରହିପାରନ୍ତି । ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟ ଭୂମିକା ତୁଲାଇବେ । ମୂଲ୍ୟବାନ ପଦାର୍ଥ କ୍ରୟ କରିବା ସକାଶେ ମନ ବଳାଇବେ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମକର ରାଶି : ଧନ ଲାଭ ହେବାର ସମ୍ଭାବନା ଆସୁଛି , ଆପଣଙ୍କ ଯୋଗ୍ୟତା କୁ ପ୍ରମାଣିତ କରିବାପାଇଁ ଭଲ ସମୟ ଅଛି , ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ , ସମୟ ବହୁତ ମୁଲ୍ୟବାନ ଅଛି , ବିଦ୍ୟାର୍ଥୀ ବର୍ଗ ନିଜ ସମୟର ସଠିକ୍ ସଦୁପଯୋଗ କରିବାକୁ ଚେଷ୍ଟା କରିବେ , ପରିବାର କିମ୍ବା ସଂମ୍ପର୍କୀୟଙ୍କ କାରଣରୁ ମୁଡ୍ ଅଫ୍ ହୋଇପାରେ , ବାହାନ ସାବଧନତା ପୁର୍ବକ ଚଲାନ୍ତୁ , ଚାକିରି କରୁଥିବା ଲୋକ ପରିଶ୍ରମର ଅଧିକା ଫାଈଦା ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କ ଅଟକିଥିବା କାମ ପ୍ରାପ୍ତି ହୋଇପାରେ , ପରିବାର ସଦସ୍ୟଙ୍କ ସହ ଛୋଟ ଯାତ୍ରାରେ ଭ୍ରମଣ କରିପାରିବେ । ଆପଣଙ୍କ ଦ୍ୱାରା କରାଯାଇଥିବା ସବୁ କାର୍ଯ୍ୟ ସଫଲ ହେବ , କେଉଁ ପୁରୁଣା ବନ୍ଧୁ ଦେଖା ହୋଇପାରେ , ନୁଆ ନିବେଶରେ ଭଲ ଦିନ ନୁହେଁ  ଭାବନାତ୍ମକ ଓ ଦୁର୍ବଳତ ଖାଲିପଣ ଅନୁଭବ କରିବେ  କାମରେ ନୁଆପଣ ଆସିବ , ଆଜି ଛୁଆଙ୍କ ସହ କେଉଁ କାମରେ ଯାତ୍ରା ସୁଖଦ ହୋଇପାରେ ।

ମୀନ ରାଶି : ଆଜି ପରିବାର ଲୋକଙ୍କ ସହ ଅଧିକା ସମୟ ଅତିବାହିତ କରିବେ  ପରିବାରରେ ମାନ ସମ୍ମାନ ବଢିବ,  ଭାଇ ଭଉଣୀଙ୍କ ଓ ବଡଙ୍କ ସହ ସଂବନ୍ଧ ସୋହାର୍ଦପୁର୍ଣ୍ଣ ଓ ପ୍ରେମପୁର୍ଣ୍ଣ ରହିବ,  ଖରାପ ସ୍ଥାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି , ଆଜି ଆପଣଙ୍କ ଏକା ସାଙ୍ଗେ କାମ କରିବାକୁ ଚେଷ୍ଟା କରିବେ , ଚିନ୍ତା ବି କାରଣ ହୋଇପାରେ , ଧନର ଆଗମନ ସଂମ୍ଭାବନା ରହିବ , ଆପଣଙ୍କ ଅଧୁରା କାମ ପୁରା ହେବ , ଏହି ରାଶିର ଲୋକେ ଯଦି ଅବିବାହିତ ଅଛନ୍ତି , ତେବେ ବିବାହ କରିବାର୍ ପ୍ରସ୍ତାବ ମିଳିପାରେ ।

Leave a Reply

Your email address will not be published. Required fields are marked *