ସବୁଦିନ ସକାଳୁ ଉଠିବା ପରେ ଏହି 3 ଟି କାମ କରନ୍ତୁ , ଦିନସାରା ଭଲରେ କଟିବ…।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ଦିନ ସକାଳେ ଉଠିବା ପରେ ଆପଣ ମାନେ କରନ୍ତୁ ଏହି ଗୋଟିଏ କାମ , ଜାହା ଦ୍ୱାରା ଆପଣ ମାନଙ୍କ ଦିନଟି ବହୁତ ଭଲ ରେ ବିତିବ । ସେମିତିରେ ସକାଳୁ ଉଠିବା ମାତ୍ରେ ଆମେ ମାନେ ନିଜ ନିଜ କାର୍ଯ୍ୟରେ ଲାଗି ଜାଇ ଥାଉ ନିଜ ନିଜର ଦୈନ ଦିନ କାର୍ଯ୍ୟ ରେ ଆମେ ମାନେ ଲାଗି ଜାଇ ଥାନ୍ତି । ହେଲେ କେବେ ଆପଣ ମାନେ ଏହି କଥା କୁ କେବେ ଭାବିଛନ୍ତି କି ଆପଣ ମାନେ କରୁ ଥିବା ଦୈନ ଦିନ କାର୍ଯ୍ୟ ଗୁଡ଼ିକ ଟିକ୍ କି ଭୁଲ ଅଟେ । ଏମିତି ହୁଏ ସକାଳେ ଉଠି ଆମେ ମାନେ କିଛୁ ଭୁଲ କାର୍ଯ୍ୟ କରି ଦେଇ ଥାନ୍ତି ଏବଂ ଖାସ୍ ଏହି ଭୁଲ ପାଇଁ ଆମକୁ ଜିବନ ସାରା ପସ୍ତେଇବା ପାଇଁ ପଡି ଥାଏ । ତେବେ ଖାସ୍ କରି ଏହି କାର୍ଯ୍ୟ ସବୁ କୁ ମହିଳା ମାନଙ୍କୁ ନ କରିବା ପାଇଁ ଉପଦେଶ ଦିଆ ଯାଏ । ତେବେ ଆସନ୍ତୁ ସେହି ସବୁ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହି ଦେଉଛୁ । କି ମହିଳା ମାନେ ସକାଳୁ ଉଠି କେଉଁ ଜିନିଷ କରିବା କଥା ।

evening

ପ୍ରଥମେ ରହିଛି ଗାଧୋଇବା । ଏମିତି ରେ ଏହା ଆମ ମାନଙ୍କ ନିତୀ ଦିନ ର କାର୍ଯ୍ୟ ଅଟେ କି ଆମେ ମାନେ ସକାଳେ ଉଠିବା ପରେ ନିଶ୍ଚିତ ଭାବେ ଗାଧୋଇବା ଆବଶ୍ୟକ ହୋଇ ଥାଏ । ତେବେ ଜାଇ ଅନ୍ୟ କୈଣସି କାର୍ଯ୍ୟ ରେ ହାତ ଦେଇ ଥାନ୍ତି ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଦିନ ଟି ବହୁତ ଭଲ ରେ ବିତିବ । ଦୁଇ ନମ୍ବର ରେ ରହିଛି ପାଣି ପିଇବା । ବହୁତ ଶାସ୍ତ୍ର ଏବଂ ବହୁତ ବୈଜ୍ଞ୍ୟାନିକ ମାନଙ୍କ କହିବା କଥା ଅନୁସାରେ ଆମ ମାନଙ୍କୁ ପ୍ରତ୍ୟେକ ଦିନ ସକାଳୁ ଉଠି ପାଣି ପିଇବା ଦ୍ୱାରା ଆମ ମାନଙ୍କ ଦିନଟି ବହୁତ ଭଲ ରେ ବିତେ ।

natureee

ତିନି ନମ୍ବର ରେ ରହିଛି ସଂଙ୍ଗୀତ ସୁଣନ୍ତୁ ଆପଣ ମାନେ ଜାଣି ଥିବେ ସଂଙ୍ଗୀକତ ଆଜିର ଦିନ ରେ କାହାକୁ ବା ପସନ୍ଦ ନୁହେଁ । ତେବେ ସେହିୁ ପରି କ୍ଷେତ୍ର ରେ ଯଦି ଆପଣ ମାନେ ପ୍ରତ୍ୟେକ ଦିନ ସକାଳେ ଉଠି କିଛି ଗୀତ କୁ ସୁଣନ୍ତି ତେବେ ଆପଣ ମାନଙ୍କ ଦିନ ଟି ବହୁତ ଭଲ ରେ ବିତିବା ସହିତ ଆପଣ ମାନଙ୍କ ଦିନ ଟି ପ୍ରଫୁଲିତ ହୋଇ ଥାଏ । ସେହି ପରି ଭାବେ ଆପଣ ମାନେ ପ୍ରତ୍ୟେକ ଦିନ ପ୍ରାଣାୟମ ବା ଯୋଗ କରନ୍ତୁ ଏହା ଆପଣ ମାନଙ୍କ ଶରୀର ପାଇଁ ବହୁତ ଦରକାରୀ ହୋଇ ଥାଏ । ଆପଣ ମାନେ ଏହାକୁ ନିଶ୍ଚିତ ଭାବେ କରନ୍ତୁ । ଆପଣ ମାନଙ୍କ ଶରୀର ସଠିକ୍ କାର୍ଯ୍ୟ କରିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *