ଯେବେ ହୋଇଥିଲା ମହାବୀର ହନୁମାନ ଓ ଦୁଷ୍ଟ ଗ୍ରହ ଶନି ଦେବଙ୍କ ମଧ୍ୟରେ ଭୟଙ୍କର ଲଢେଇ | କିଏ ଜିତିଥିଲା?

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି କାହିଁକି ହନୁମାନ ଶନିଙ୍କ ଠାରୁ ଶକ୍ତି ଶାଳୀ ଅଟନ୍ତି । ସେମିତିରେ ଦିନେ ରଘୁକୂଳ ର ପିଲା ମାନେ କହିବା ମୁତାବକ ହନୁମାନ ତାଙ୍କର ଆତ୍ମକଥା କୁ ସେମାନଙ୍କୁ ଶୁଣାଉ ଥିଲେ। ସେ କହିଲେ କି ଦିନେ ସଂନ୍ଧ୍ୟା ସମୟ ରେ ମୋର ପ୍ରଭୁ ରାମ ଙ୍କୁ ଶ୍ମରଣ କରୁ ଥିଲି । ସେହି ସମୟ ରେ ପାପୀ ଗ୍ରହ ସୂର୍ଯ୍ୟ ଙ୍କର ପୁତ୍ର ଶନିଦେବ ଆସିଲେ । ସେ ଅତ୍ୟନ୍ତ କଳା ଏବଂ ଭିଷଣ ଦୟ ଦେଖା ଯାଉ ଥିଲେ । ସେ ନିଜର ମୁଣ୍ଡ କୁ ସବୂୁ ବେଳେ ନୁଆଇଁ ରଖୁ ଥିଲେ ଜାହା ଉପରେ ତାଙ୍କର ଦୃଷ୍ଟି ପଡୁ ଥିଲା ସେ ନଷ୍ଟ ହୋଇ ଯାଉ ଥିଲା । ସେହି ସମୟ ରେ ସେ କର୍କଷ ସ୍ୱର ରେ କହିଲେ କି ସାବଧାନ ଆପଣ ଏବେ ଆଉ ସେତେ ଶକ୍ତି ଶାଳୀ ନାହାଁନ୍ତି । ଯେତେ ବେଳ ରୁ ଶ୍ରୀ କୃଷ୍ଣ ଙ୍କ ଲୀଳା ର ସମାପ୍ତ ହୋଇଛି ସେବେଠୁ କଳି ର ଆରମ୍ଭ ରହିଛି ତେବେ ଆପଣ କଳିଯୁଗ ରେ ନିର୍ବଳ ଅଟନ୍ତି । ଏବେ ଆପଣ ମୋର ଦଶା ର ପ୍ରଭାବିତ ହେବେ । ସେମିତି ରେ ଶନି କେବେ ବି ଜାଣି ନ ଥିଲେ କି ଶ୍ରୀରାମ ଙ୍କ ଚରଣ ରେ କେବେ ବି କାଳ ର ପ୍ରଭାବ ପଡେ ନାହିଁ ।

hanumann

ଏମିତି ରେ ଯଦି କେହି ଭଗବାନ ଙ୍କ ଭକ୍ତ ଉପରେ ଖରାପ ନଜର ପକାଏ ତେବେ ତାର ଅନିଷ୍ଟ ହୁଏ । ଶନିଙ୍କ ଅଗ୍ରଜ କେବେ ବି ଜମରାଜ ବି କେବେ ପ୍ରଭୁ ଙ୍କ ଭକ୍ତ କୁ ଦେଖିବା ପାଇଁ ସାହାସ କରନ୍ତି ନାହିଁ । ସେମିତି ରେ ହନୁମାନ ଶନି ଙ୍କୁ କହିଲେ କି ଅନ୍ୟତ୍ର ଯାଏ କାରଣ ରାମ ଙ୍କ ଛଡା ମୋ ମଧ୍ୟ ରେ ଆଉ କାହାର ବି ପ୍ରେବଶ ହେବ ନାହିଁ । ସେମିତି ରେ ଯେତେ ବେଳେ ଶନି ମାନିଲେ ନାହିଁ ତେବେ ହନୁମାନ କହିଲେ ଠିକ୍ ଅଛି ତୁମେ ପ୍ରେବଶ କର ହେଲେ ମତେ କହି ଦିଅ ତୁମେ ଗୋଟିଏ ପ୍ରାଣୀ ର କେଉଁ ସ୍ଥନ ରେ ବାସ କର । ସେମିତିରେ ଶନି କହିଲେ କି ମୁଁ ପ୍ରଥମ ଅଢେଇ ବର୍ଷ ମୁଣ୍ଡ ରେ ଏବଂ ପରେ ପେଟରେ ତଥା ସେଷ ଅଢେଇ ବର୍ଷ ଗୋଡ ରେ ରହି ଥାଏ ।

ସେମିତି କହି ସେ ହୁନୁମାନ ଙ୍କ ମୁଣ୍ଡ ରେ ପ୍ରେବଶ କେଲେ ଏବଂ ଏମିତି କହିବା ମାତ୍ରେ ହନୁମାନ ଙ୍କ ମୁଣ୍ଡ କୁଣ୍ଡେଇ ହେଲା ସେ ମୁଣ୍ଡ ଉପରେ ଗୋଟିଏ ପର୍ବତ କୁ ଆଣି ରଖି ଦେଲେ ତେବେ ଶନି କହିଲେ ଆପଣ ଏ କଣ କରୁଛନ୍ତି । ତେବେ ହୁମାନ କହିଲେ ମୋର କୁଣ୍ଡିଆ ନିବାରଣ କରିବାର ଏହା ଗୋଟିଏ ହିଁ ଉପାୟ । ଏହା ପରେ ଦ୍ୱତୀୟ ପର୍ବତ କୁ ଆଣି ପୁଣି ମୁଣ୍ଡ ଉପରେ ଥୋଇଲେ । ଏହା ପରେ ଶନି କହିଲେ ମୁଁ ସନ୍ଧି କରିବା ପାଇଁ ପ୍ରସ୍ତୁତ ଏହି ସବୁ କୁ ମୁଣ୍ଡ ରୁ ଉହ୍ଲାଇ ଦିଅନ୍ତୁ । ଏହା ପରେ ହନୁମାନ ତୃତୀୟ ପର୍ବତ କୁ ଆଣି ମୁଣ୍ଡ ରେ ଥୋଇ ଦେଲେ । ଏବଂ ପରେ ଶନି କହିଲେ ମୁଁ ଆପଣଙ୍କ ପାଖକୁ ଆସିବି ନାହିଁ । ହେଲେ ହନୁମାନ ନ ସୁଣି ଚତୁର୍ଥ ପର୍ବତ କୁ ଆଣି ମୁଣ୍ଡ ଉପରେ ଥୋଇଲେ । ଏମିତିରେ ଶନି ତାଙ୍କ ଗୋଡ ତଳେ ପଡିଲେ ଏବଂ ତ୍ରାହୀ ତ୍ରାହୀ କରି କହିଲେ ଆପଣଙ୍କୁ ଶ୍ମରଣ କରୁ ଥିବା ଲୋକ ମାନଙ୍କ ପାଖକୁ ବି ମୁଁ ଯିବି ନାହିଁ । ଆଘାତ ର ଉପଚାର ପାଇଁ ଶନି ହନୁମାନ ଙ୍କୁ ତେଲ ମାଗିଲେ ହେଲେ ହନୁମାନ ଦେଲେ ନାହିଁ । ସେମିତି ରେ ଆଜି ପର୍ଯ୍ୟନ୍ତ ଲୋକ ମାନଙ୍କ ମଧ୍ୟ ରୁ ତାଙ୍କୁ କେହି ତେଲ ଦେଲେ ବି ସେ ସନ୍ତୁଷ୍ଟ ହୁଅନ୍ତି ।

Leave a Reply

Your email address will not be published. Required fields are marked *