06 ଫ୍ରେବୃଆରୀ 2020 ଗୁରୁବାର ରାଶିଫଳ – ଏହି ସବୁ ରାଶିର ଲୋକ ଆଜି ପାଇବେ ଖୁସି ଖବର

ମେଷ ରାଶି : ଆଜି କେଉଁ ଅପ୍ରତ୍ୟାଶିତ ସୁଖଦ ଘଟଣା ଆପଣଙ୍କ ସହ ଘଟିପାରେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ତାଙ୍କର ପାଠପଢା ସଂବନ୍ଧରେ ଚିନ୍ତା ମନ ବ୍ୟଗ୍ର ରହିବା କାର୍ଯ୍ୟରେ ସଫଳତା ନ ମିଳିବାର ଉତ୍ପନ୍ନ କ୍ରୋଧ ଭାବନାରେ କାବୁ ରଖନ୍ତୁ , ସରକାରୀ କାର୍ଯ୍ୟରେ ଲାଭ ହେବ , କେଉଁ ପ୍ରକାରର କିଛି ସମସ୍ୟା ନାହିଁ , ଏଥିପାଇଁ ନିଜ ଉର୍ଜା ଶକ୍ତିର ପୂର୍ଣ୍ଣ ଉପଯୋଗ କରି କାର୍ଯ୍ୟରେ ଲାଗିଥାଏ । ଆଜି ଆପଣଙ୍କ ସବୁଠାରୁ ବଡ ସ୍ୱପ୍ନ ସତରେ ବଦଳାଇପାରିବ , କାର୍ଯ୍ୟକ୍ଷେତ୍ରରେ ପାଇଁ ଏହା ସମୟ ଭଲ ରହିବ ।

ବୃଷ ରାଶି : ଆଜି କମ୍ ସଂମ୍ଭାବନା ଅଛି , ଆପଣଙ୍କ ଅପେକ୍ଷିତ ପରିଣାମ ହାସିଲ୍ ହେବ , କିନ୍ତୁ ଆପଣଙ୍କ ଉପରେ ଯଦି କରଜ ଥିଲା,  ସେ ସବୁ ସୁଜିଯିବ , ଶାରରିକ କଷ୍ଟର ଅନୁଭବ ହେବ , ବିଶେଷ ରୁପରେ ଆଖିର ଧ୍ୟାନ କରନ୍ତୁ , ବେପାର ସହ ଯୋଡି ହୋଇଥିବା ଫଳଦାୟୀ ହେବ , ସେମିତି ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହୋଇପାରେ , ଆମଦାନୀରେ ଘାଟା ହେବାର ସଂମ୍ଭାବନା ହେବ , ପାରିବାରିକ ସଦସ୍ୟ ଓ ପ୍ରେମୀଯୋଡି ଦ୍ୱାରା ଘରରେ ବିରୋଧର ବାତାବରଣ ହେବ । ଅନ୍ୟଙ୍କୁ ସାହାଯ୍ୟ କରିବାର ଆପଣଙ୍କ ମନ ଶାନ୍ତି ହେବ ।

ମିଥୁନ ରାଶି : ଆଜି ପ୍ରବାସ କିମ୍ବା ପର୍ଯ୍ୟଟନର ଆୟୋଜନ ହୋଇପାରେ । ନୁଆ କାର୍ଯ୍ୟ ପ୍ରାରମ୍ଭ କରିବାପାଇଁ ଉତ୍ସାହ ରହିବ , କିନ୍ତୁ ଅତି ଉତ୍ସାହ ହାନି ନ ହେଉ ଏହାର ଧ୍ୟାନ ରଖିବ । ଆଜି ଆପଣଙ୍କ ନିଜ ସ୍ୱାସ୍ଥ୍ୟ ଧ୍ୟାନ ରଖିବା ଦରକାର । କାମର ସିଲସିଲା ରେ ଅତ୍ୟାଧିକ ପ୍ରୟାସ କରିବା ଉପରେ ଆଶିଂକ ସଫଳତା ପ୍ରାପ୍ତି ହେବ , ପରିବାର ଲୋକଙ୍କ ସହଯୋଗରୁ ଧନ ଲାଭ ହୋଇପାରେ , ରୋଜଗାର ଦିଗରେ କରାଯାଉଥିବା ସବୁ ପ୍ରୟାସ ସାର୍ଥକ ରହିବ , ଦୁର୍ଘଟଣା କିମ୍ବା ଆଘାତ ବାଧା ସଂମ୍ଭାବନା ହେବ ।

Aajira-Rasifala

କର୍କଟ ରାଶି : ଗଣେଷଜୀ କହନ୍ତି ଏକ ତରଫା ପ୍ରେମ ଆପଣଙ୍କ ନିରାଶା କରିପାରିବ , ଜୀବନସାଥୀ ସହ କେଉଁ ଆଡେ ବୁଲିଯିବାର ପ୍ଲାନ୍ ବନାଇପାରିବେ , ଚିନ୍ତାଗୁଡିକ କାରଣରୁ ମାନସିକ ଭାର ରହିପାରେ , ଯାହାକି ମାନସିକ ରୁପରେ ଅସୁସ୍ଥ୍ୟ ରଖିପାରିବେ , ପରିଜନଙ୍କ ସହ ମତଭେଦ ହେବାର ପ୍ରସଙ୍ଗ ହୋଇପାରେ , ସନ୍ତାନ ସଂବନ୍ଧି ଚିନ୍ତାଗୁଡିକ କିଛି ଅସୁବିଧା ଆପଣଙ୍କୁ ଚିନ୍ତା କରିପାରେ , ବିଦ୍ୟାର୍ଥି ବର୍ଗ ପରୀକ୍ଷାକୁ ହାଲକାରେ ନିଅନ୍ତୁ ନାହିଁ , ଭଲ ଅଙ୍କ ପାଇଁ ଓ ପରିଶ୍ରମ କରନ୍ତୁ ।

ସିଂହ ରାଶି : ଆଜି ନିଜ ପରିଶ୍ରମ ବଳରେ ଭଲ ସଫଳତା ପାଇବେ , କିଛି ଲୋକଙ୍କ ଦ୍ୱାରା ନବିନ ବିଚାର କାମରେ ସହଯୋଗପାଇବେ , ଆପଣଙ୍କ ପରିବାରଏ ଛୋଟକଥାକୁ ନେଇକରି ଝଗଡା ହୋଇପାରେ , କେଉଁ ପ୍ରକାରର ଯୁକ୍ତିରୁ ଦୁରେଇ ରୁହନ୍ତୁ , ଏକାଗ୍ରତା ରଖିଲେ ସମସ୍ୟା ସମାଧାନ ହେବ , ଆପଣ ବିପଦପୁର୍ଣ୍ଣ ଭରା ନିବେଶ କରିବାରେ ବଞ୍ଚନ୍ତୁ , ସ୍ୱାଭିମାନରେ ଆଘାତ ଆସିବ , ଆଜିରଦିନ ବ୍ରତ ରଖିଲେ ଭୁତ ପ୍ରେତରୁ ମୁକ୍ତି ପାଇବେ ।

କନ୍ୟା ରାଶି : ଆଜି ଧୈର୍ଯ୍ୟଶୀଳତା ବୃଦ୍ଧି ହେବ , ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ପାଇଁ ଚିନ୍ତାର ବିଷୟ ହେବ , ଆପଣଙ୍କ ସାଥୀ ଆପଣଙ୍କୁ ନିଜର ପଣିଆ ଅନୁଭବ କରାଇବ , ଓ ଏହା ଦ୍ୱାରା ସଂବନ୍ଧରେ ସୁଧାର ଆସିବ , ସରକାରୀ କିମ୍ବା ଉଚ୍ଚ ଅଧିକାରୀଙ୍କର ଭଲ ସମର୍ଥନ ପାଇବାର ଆଶା କରନ୍ତୁ ନାହିଂ , ରାଜକୀୟ କାର୍ଯ୍ୟରେ ଠିକ୍ ଭାବେ ହେବ , କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହୋଇପାରେ , ମିଡିଆ ଓ ଆଇଟି ଜାତକ ସଫଳତା ପ୍ରାପ୍ତି କରିବେ ।

ତୁଳା ରାଶି : ଆଜି ଆପଣଙ୍କ ବ୍ୟବହାର ଓ ସ୍ୱଭାବରୁ କିଛି ଲୋକ ଆକର୍ଷୀତ ହୋଇପାରନ୍ତି , କେଊଁ ପାରିବାରିକ ସହସ୍ୟଙ୍କ ଖରାପ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରହିପାରେ , କିଛି ପୁରୁଣା ସାଙ୍ଗ , ଆପଣଙ୍କୁ ଦେଖା କରିପାରନ୍ତି , ଉତ୍ସାହରେ କାର୍ଯ୍ୟ କରିପାରିବେ,  ଆୟରେ ବୃଦ୍ଧି ହେବ , ବିପଦପୁର୍ଣ୍ଣ ଜାମିନ୍ କିଛି କରନ୍ତୁ ନାହିଁ , ଆଜି କିଛି ଝଗଡା କରୁଥିବା ଲୋକ ଆପଣଙ୍କ ସହ ଲାଗିପାରନ୍ତି , କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକତା ରହିବ , ମିତ୍ରଙ୍କର ସହଯୋଗ ମିଳିବ ।

ବିଛା ରାଶି : ଆଜି ଆପଣଙ୍କ ସବୁ ଅଧୁରା ଇଚ୍ଛା ପୁରା ହୋଇଯିବ , ଆପଣଙ୍କ ସହଯୋଗୀ ଦୁର୍ବଳତାକୁ ନେଇ ବିଗାଡିବାକୁ ଚେଷ୍ଟା କରିବେ , ଆଜି ଦୁର୍ଘଟଣାରୁ ସଂମ୍ଭାଳୀକରି ରୁହନ୍ତୁ , ସ୍ୱାସ୍ଥ୍ୟର ଦାୟିତ୍ୱ୍ ନିଅନ୍ତୁ , ସମାଜସେବା କରିବା ପ୍ରେରଣା ଦାୟୀ ହେବ , ପ୍ରତିଷ୍ଠା ପରାକ୍ରମରେ ବୃଦ୍ଧି ହେବ , ପ୍ରସନ୍ନତାରୁ କାର୍ଯ୍ୟ କରିପାରିବେ , ପରିବାରରେ ସୁଖଶାନ୍ତି ରହିବ , ଆପଣଙ୍କୁ କେଉଁ ଖାସ୍ ହୋଇଯିବ , ଆଜି ସ୍ନାନାଦି କାର୍ଯ୍ୟ ସାରି ମନ୍ଦିରରେ ଗୀତା ପାଠକରନ୍ତୁ , ଧନ ଆଗମନ ହେବାର ସମ୍ଭାବନା ଅଛି  ବିଛା ରାଶି : ଆଜି ଆପଣଙ୍କ ଅଧୁରା ଇଚ୍ଛା ପୁରା ହୋଇଯିବ , ଆପଣଙ୍କ ସହଯୋଗୀ ଆପଣଙ୍କ

ଧନୁ ରାଶି : ଆଜି ଆପଣ ରୋମାଞ୍ଚରେ ରହିବେ । ନିଜ ଖାଦ୍ୟପେୟ ଓ ଦିନ ଚର୍ଚ୍ଚା ପ୍ରତି ସଜାଗ ରହିବେ , ବ୍ୟବସାୟରେ ଓ ରାଜନୀତିରେ ଭୁଲ୍ ଦୁର କରିବାରେ ସକ୍ଷମ ହେବେ , ବ୍ୟବସାୟରେ ମହତ୍ତ୍ୱପୁର୍ଣ୍ଣ ସଉଦା କରିପାରନ୍ତି , ଅଫିସ୍ ଫିଲ୍ଡରେ ସାବଧନତା ରହିବାକୁ ହେବ , କେଉଁ ମିତ୍ରଙ୍କର ସହଯୋଗରେ ଆୟର ସ୍ରୋତ ବିକଶିତ ହୋଇପାରେ ।

krishna

ମକର ରାଶି : ଆଜି ପ୍ରେମ ସଂବନ୍ଧରେ ମଜବୁତ୍ ଆସିବ , ବିତ୍ତିୟ ମାମଲାରେ ସହଜରେ ଆଗକୁ ବଢିବେ , ଓ ସେୟାର୍ ନିବେଶ କରିବେ , ସାମାଜିକ ଗତିବିଧି ବଢିବ । ଦରକାରରୁ ଅଧିକା ଇଗୋ ରଖନ୍ତୁ ନାହିଁ , ଆପଣଙ୍କ ସମୟ ଖରାପ ହୋଇପାରେ , ଯେଉଁ ଲୋକ ଚାକିରି ଖୋଜୁଛନ୍ତି , ତାଙ୍କୁ ଜବ୍ ମିଳିପାରେ , ଆତ୍ମବିଶ୍ୱାସର ସହ କାର୍ଯ୍ୟପରିପୁର୍ଣ୍ଣ କରିବେ , କିନ୍ତୁ କ୍ରୋଧ ଉପରେ ଅଧିକତା ବଢିବ , ପରିବାର ଲୋକଙ୍କ ସହ କିଛି ସମୟ ବିତାଇବାର ସଂମ୍ପର୍କ ମଧୁରତା ଆସିବ ।

କୁମ୍ଭ ରାଶି : ଏହି ରାଶିର ଲୋକେ ଯେଉଁମାନେ ଚାକିରି ପେଶାରେ ଅଛନ୍ତି ତାଙ୍କର କାର୍ଯ୍ୟକ୍ଷେତ୍ରରେ ସଫଳତା ହାସିଲ୍ ହେବ , ଉଚିତ୍ ବିଚାର ପରେ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ , କିଛି ନୁଆ ଯୋଜନା ବନାଇବେ , ଦୂର ସ୍ଥାନ ବିଦେଶ ରେ କିଛି ଚୁନୋତିପୁର୍ଣ୍ଣ ସ୍ଥିତି ହୋଇପାରେ , କିଛି ବି ବିପଦପୁର୍ଣ୍ଣ କାମ କରନ୍ତୁ ନାହିଁ । ଭୁଲ୍ ବୁଝାମଣା କାରଣରୁ ଚିନ୍ତିତ ହୋଇପାରନ୍ତି , କଥାବାର୍ତ୍ତାରେ ସନ୍ତୁଳନ ରଖନ୍ତୁ , ଉଚ୍ଚ ଶିକ୍ଷା ପାଇଁ କେଉଁ ଦୂର ସ୍ଥାନକୁ ଯାଇପାରନ୍ତି ।

ମୀନ ରାଶି : ଆଜି କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ , ବରିଷ୍ଠଙ୍କ ସହ କେଉଁ ପ୍ରକାରର ତର୍କରୁ ବଞ୍ଚନ୍ତୁ , ଆପଣଙ୍କ ପାଇଁ ଭଲ ରହିବ , ଯେଉଁ ଲୋକଙ୍କର ସହ ସାକ୍ଷାତ କେବେ କେବେ ହେଉଛି , ତାଙ୍କୁ ଆଜି କଥାବାର୍ତ୍ତା ଓ ସାକ୍ଷାତ କରିବାର୍ ମଉକା ମିଳିବ , ଆଳସ୍ୟ କାରଣାରୁ କିଛି ଜରୁରୀ କାମ ଛାଡିଯାଇପାରେ , କିମ୍ବା ଅଧୁରା ହୋଇପାରେ , କଳା ସଙ୍ଗୀତରେ ରୁଚି ବଢିବ , ବସ୍ତ୍ର ଉପହାର ଭାବେ ପ୍ରାପ୍ତ କରିବେ , ମା ବାପା ଆପଣଙ୍କ ପରିଶ୍ରମରେ ଖୁସି ହେବେ , ଆପଣଙ୍କୁ ତାଙ୍କର ସପୋର୍ଟ ମିଳିପାରିବ ।

Leave a Reply

Your email address will not be published. Required fields are marked *