କେବଳ ପୁଅ ପିଲା ମାନେ ଏହି ଖବର ଜଲଦି ପଢନ୍ତୁ…।

rotti

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ମାନେ ବହୁତ ସମୟ ରେ ବାସୀ ଖାଦ୍ୟ ଗୁଡ଼ିକ ପକେଇ ଦିଅନ୍ତି । ସେମିତିରେ ସେହି ଗୁଡ଼ିକ ଆମ ମାନଙ୍କ ଶରୀର ପାଇଁ ବହୁତ ହାନୀ କାରକ ହୋଇ ଥାଏ ବୋଲି କୁହାଯାଏ । ହେଲେ ଆପଣ ମାନଙ୍କୁ ସୂଚନା ଦେବୁ କି ପ୍ରତ୍ୟେକ ବାସୀ ଖାଦ୍ୟ କେବେ ବି ହାନୀ କାରକ ଆପଣ ମାନଙ୍କ ପାଇଁ ହୋଇ ନ ଥାଏ । ସେମିତି ରେ ଯଦି ରାତି ସମୟ ରେ କ୍ଷୀର ରେ ଲେମ୍ବୁ ପକାଇ ରଖି ଦେଲେ ସକାଳେ ଯେତେ ବେଳେ ତାହା ଦହୀ ହୋଇ ଜାଇ ଥାଏ । ତେବେ ତାହାର ଗୁଣ ବତ୍ତା ବଢି ଜାଇ ଥାଏ । ସେହି ପରି କ୍ଷେତ୍ର ରେ ଯଦି ରାତି ରେ ତିଆରୀ ହୋଇ ଥିବା ରୁଟି କୁ ଯଦି ଆମେ ରଖି ଦେବା ଏବଂ ଏବଂ ଏହାକୁ 8 ଘଣ୍ଟା ପରେ ସକାଳେ ସେବନ କରିବା ତେବେ ତାହା ମଧ୍ୟ କିଛି ଅମୃତ ଠାରୁ କମ୍ ହୋଇ ନ ଥାଏ ।

rotii

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏହି ବି୍ଷୟ ରେ କହିବା ପାଇଁ ଚାହିଁବୁ କି ଯଦି ଆପଣ ମାନେ ପ୍ରତ୍ୟେକ ଦିନ ଘରେ ବାସୀ ରୁଟି ର ସେବନ କରୁଛନ୍ତି ତେବେ ଆପଣ ମାନେ କେମିତି ଭାବେ ଆପଣ ମାନଙ୍କ ସୁସ୍ଥ୍ୟ ର ରକ୍ଷା କରି ପାରିବା । ଜାହାଙ୍କୁ ଡାଇବେଟିସ୍ ହୋଇଛି ସେମାନଙ୍କ ପାଇଁ ଏହି ଖବର ବହୁତ ଲାଭ ଦାୟକ । ଆପଣ ମାନେ ଯଦି ସକାଳେ ଏହି ବାସୀ ରୁଟିକୁ ସେବନ କରୁଛନ୍ତି ତେବେ ପ୍ରଥମେ ରୁଟି କୁ ଆଣି ସାକାଳେ ଗରମ କ୍ଷୀର ରେ 10 ମିନିଟି୍ ପର୍ଯ୍ୟନ୍ତ ଭିଜେଇ ରଖି ଦିଅନ୍ତୁ ଏବଂ ଏହି ଥିରେ ଚିନି ମିଶାନ୍ତୁ ନାହିଁ ।

roti

ସେମିତି ରେ ଯଦି ଆପଣ ମାନେ ଏହି ପରି ଭାବେ ପ୍ରତ୍ୟେକ ଦିନ ବାସୀ ରୁଟି ର ସେବନ କରିବେ ତେବେ ଆପଣ ମାନଙ୍କୁ ଡାଇବେଟିସ୍ ଏବଂ କିଡ୍ନୀ ଫେଲିଅର ଭଳି ସମସ୍ୟା ପାଖକୁ ଆସିବ ନାହିଁ । ଆପଣ ମାନେ ଯଦି ପ୍ରତ୍ୟେକ ଦିନ ଏମିତି ଭାବେ କ୍ଷୀର ରେ ଭିଜାଇ କରି ବାସୀ ରୁଟି ର ସେବନ କରନ୍ତି ତେବେ ଆପଣ ମାନଙ୍କ ଚିଡ ଡିଡା ପଣ ନିଶ୍ଚିତ ଭାବେ ଦୂରେଇ ଜାଇ ଥାଏ । ସେମିତି ରେ ଆମ ମାନଙ୍କୁ ଅନେକ ପ୍ରକାରର ପୋଷକ ତତ୍ୱ ମିଳି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *