04 ଫ୍ରବୃଆରୀ 2020 ରାଶିଫଳ – ମଙ୍ଗଳବାର – ଆଜିଠୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ

ମେଷ ରାଶି : ବେପାର , ଧନ୍ଧାରେ ଆଜି ଭଲ ଦିନ ଅଛି , କିନ୍ତୁ ଆର୍ଥିକ ଲେଣଦେଣରେ ସାବଧନତା ରଖନ୍ତୁ , ପରିବାର ସହ କେଉଁ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି , ନୁଆ ସକରାତ୍ମକ ଭାବନା ରଖି ପ୍ରଗତି କରିବେ , ଆପଣଙ୍କ ସାମାଜିକ ଗତିବିଧିରେ ଭାଗ ନେଇପାରିବେ , ଆପଣଙ୍କ କିଛି କଥା ଆଜି ଲୋକଲୋଚନଙ୍କ ପାଖରେ ଚାଲିଆସିବ , ଯାହା ଦ୍ୱାରା ଆପଣଙ୍କୁ ଅପମାନିତ ହୋଇପାରନ୍ତି । ସାମାଜିକ ଗତିବିଧିରେ ଭାଗ ନେଇପାରନ୍ତି , ଭୁମି ଭବନ ଇତ୍ୟାଦିରେ ପ୍ରଚୁର ଲାଭ ହେବ , ବିର୍ତ୍ତିୟ ମାମଲାରେ ବୁଝାମଣାରେ କାମ କରନ୍ତୁ ।

ବୃଷ ରାଶି : ଆଜି ପୁରୁଣା ଅର୍ଥ ଫେରି ପାଇବେ । ଆପଣଙ୍କ ସହ ଯୋଡି ହୋଇଥିବା ଲୋକେ କିଏ ଚୁଗୁଲି କରିପାରେ , କ୍ୟାରିୟର ପରିବାରର ବଡ ଫଇସଲା ନେବେ , ଯାହା ଫାଈଦାଦାୟକ ରହିବ , ପ୍ରତିଧ୍ୱନ୍ଧୀ ଓ ପ୍ରତିଯୋଗୀ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟ୍ କରିପାରିବେ ନାହିଁ , ସନ୍ତାନ ସୁଖ ବୃଦ୍ଧି ହେବ , ମିତ୍ରଙ୍କ ସହ କେଉଁ ନୁଆ କାର୍ଯ୍ୟରେ ଆଗଭର ହେବେ , ସମୟ ଅନୁକୁଳ ଅଛି , ପ୍ରସନ୍ନତା ରହୁଛି ।

ମିଥୁନ ରାଶି : ଆଜି ଆପଣଙ୍କ ଦିମାଗ ବହୁତ ବେଗରେ କାମ କରିବ ଯାହା ଦ୍ୱାରା ଭବିଷ୍ୟର ଯୋଜନା ବିଷୟରେ ବେଶୀ ଆଗ୍ରହ କରିବେ , ଆପଣ ଆଜି ମୌସୁମ ଅନୁସାରେ ସିଥିଳ ଅନୁଭବ କରିବେ , ଏଥିପାଇଁ ଆହାର ଉପରେ ଅଧିକା ଧ୍ୟାନ ରଖନ୍ତୁ,  ଓ କିଛି ଯୋଗ କରନ୍ତୁ , ବିଦେଶରେ ରହୁଥିବା ଲୋକ ଘରକୁ ଫେରିବେ , ପ୍ରେମୀଙ୍କ ସହ ସମୟ ଅତିବାହିତ କରିବେ , କିଛି ଦାୟିତ୍ୱ ଜରୁରୀ କାମ ନିପଟାଇପାରିବେ ।

କର୍କଟ – ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ ଆଜି ଆପଣ ବହୁତ ଖୁସି ମନେ କରିବେ ।କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ, ଆଜି ଆପଣ ସ୍ଥିତି ସମ୍ଭାଳିବାରେ ସଫଳତା ପ୍ରାପ୍ତ କରିବେ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ । କାରୋବାର ବଢେଇବା ପାଇଁ ଯାତ୍ରା କରି ପାରନ୍ତି, ସମ୍ପର୍କ ଭଲ ହୋଇବ, ଜୀବନସାଥୀ ଆଜି ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି ।

ସିଂହ – ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ପାଇଁ ଚିନ୍ତା ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ ।

କନ୍ୟା – ଆଜି ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ, ଆଜି ଆପଣଙ୍କୁ ଗାଡି ଏବଂ ମଶିନ ଜିନିଷ ଠାରୁ ଦୂରେଇ ରହିବା ଉଚିତ ଅଟେ । ଆଜି ଆପଣଙ୍କୁ ରୋଜଗାର ପାଇଁ ବହୁତ ପ୍ରକାର ନୂଆ ରାସ୍ତା ମିଳିବ, ଆଜି ଚାକିରିଆ ଲୋକ ନିଜ କାର୍ଯ୍ୟସ୍ଥଳ ରେ ବରିଷ୍ଠ ଅଧିକାରୀମାନଙ୍କ ବିଶ୍ଵାସ ଜିତ୍ୟ ପାରିବେ ।

ତୁଳା – ଆଜି ଆପଣ ନିଜ ପୁରୁଣା ସାଙ୍ଗମାନଙ୍କ ସହ ଭୁତ ଭଲ ସମୟ ବିତେଇବେ, ବହୁତ ସମୟ ଧରି ଚାଲୁ ଥିବା ସମସ୍ଯା ଆଜି ସରିବ । ଆଜି ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ ।

ବିଛା – ନିଜର ଦୃଢ ଆତ୍ମ ବିଶ୍ଵାସ ବଳରେ କଠିନରୁ କଠିନ ପରିସ୍ଥିତିକୁ ମଧ୍ୟ ବୀରତ୍ବର ସହିତ ସମ୍ମୁଖୀନ କରିବେ । ଆପଣ ନିଜର ଦାୟିତ୍ଵକୁ ଭଲଭାବେ ନିର୍ବାହ କରିବେ । କିନ୍ତୁ ଏକାଧିକ କାମ ହାତକୁ ନେଇଥିବା ଯୋଗୁଁ ଅପରାହ୍ନରେ ଆପଣ କୌଣସି କାମକୁ ମଧ୍ୟ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ । ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବଦ ଗୁଡିକର ସହଜରେ ସମାଧାନ ହୋଇଯିବ । କୌଣସି କଳାତ୍ମକ ଜିନିଷ ପ୍ରତି ଆପଣଙ୍କର ଆକର୍ଷଣ ଅଧିକ ରହିବ । ବିବାହିତ ଲୋକଙ୍କ ଲାଗି ଦିନଟି ସ୍ମରଣୀୟ ରହିବ। ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ଧନୁ – କୌଣସି ଜରୁରୀ କାମ ଧନ୍ଦାରେ ଯାତ୍ରାର ଯୋଗ ରହିଛି । କର୍ମାଧିପ ଉପଚୟ ସ୍ଥାନରେ ରହିଥିବାରୁ ଆକସ୍ମିକ ଭାବରେ ସ୍ଥାନାନ୍ତର କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ଆର୍ଥିକ ସ୍ଥିତିରେ ଉଠାଣ ଗଡ଼ାଣ ଲାଗି ରହିବ । ବେପାରରେ ଯୋଜନାବଦ୍ଧ ରୂପେ କାର୍ଯ୍ୟ କରିଲେ ଲାଭ ମିଳିବ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ପୂରା ନ ହେବା କାରଣରୁ ଆପଣଙ୍କର ମାନସିକ ଅଶାନ୍ତି ବଢ଼ିପାରେ । ସଭାସମିତି, କଳା ସାହିତ୍ୟ, ରାଜନୀତି, ଜମିଜମା କାରବାର ତଥା ଗଠନମୂଳକ କାର୍ଯ୍ୟରେ କାମ କରି ଉଚ୍ଚ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।ମକର ରାଶି : ଆଜି ସଂମ୍ପତ୍ତିରେ ନିବେଶ କିମ୍ବା ବାହାନ କିଣିପାରିବେ । ଯଦି ପୈତୃକ ସଂମ୍ପତ୍ତିରୁ ଆପଣ କିଛି ଇଛା ଅଛି ତେବେ ଅଜି ପୁରା ହୋଇଯିବ  ସନ୍ତାନ ପକ୍ଷରୁ କିଛି ବଡ ଖବର ପ୍ରାପ୍ତି ହେବ , ଉତ୍ସାହପୁର୍ବକ କିଛି ବଡ କାର୍ଯ୍ୟ ସଠିକ୍ ସମୟରେ କରିପାରିବେ , ବାଣିରେ ମଧୁରତା କାରଣରୁ , ମହିଳାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି । ଅଫିସ୍ ରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି ,

hanumann

କୁମ୍ଭ – ଆତ୍ମବିଶ୍ଵାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । ପରିସ୍ଥିତି ପ୍ରତି ନଜର ଦେଇ କାମ କରି ଚାଲିଲେ କୌଣସି କାମ ଅଟକି ରହିବ ନାହିଁ । କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ବନ୍ଧୁ ପରିଜନ ମାନଙ୍କ ସହଯୋଗ ଅବଶ୍ୟ ମିଳିବ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ । ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ପୁରୁଣା ଜିନିଷ ବିକ୍ରୟ କରି ନୂତନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

ମୀନ – ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ ।ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଏହି ସମୟର ପୁରା ଲାଭ ଉଠାନ୍ତୁ, ବୁଲିବାକୁ ଯାଆନ୍ତୁ ଏବଂ ନିଜର ସବୁ ଚ଼ିନ୍ତାକୁ ଭୁଲିଯାଆନ୍ତୁ । । ଆପଣଙ୍କ କାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ ।ଆଜି ସାଂସାରିକ ବିଷୟଗୁଡ଼ିକ ଛାଡ଼ି ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ବେଶୀ ଢଳିବେ। କୌଣସି ନକାରାତ୍ମକ ଭାବନାକୁ ମହତ୍ଵ ନ ଦେଇକରି ମାନସିକ ରୂପରେ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତୁ। ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ,ପ୍ରତିକାର: ଷଣ୍ଢକୁ କିଛିଖାଦ୍ୟ ଖୁଆନ୍ତୁ।

Leave a Reply

Your email address will not be published. Required fields are marked *