ହନୁମାନ ଦେଖାଇଲେ ଚମତ୍କାର, କରି ଦେଲେ କିଛି ଏମିତି ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ ….।

hanumanaa

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ବହୁତ ଲୋକ ମାନେ ରହିଥାନ୍ତି । ଯେଉଁ ମାନେ ଚମତ୍କାର ଉପରେ କେବେ ବି ବିଶ୍ୱାସ କରନ୍ତି ନାହିଁ । ଏପରି କ୍ଷେତ୍ର ରେ ସେମାନଙ୍କ ସହିତ ଯଦି କିଛି ତମତ୍କାର ହୋଇ ଯାଏ । ତେବେ ସେମାନେ କେବେ ବି ମାନନ୍ତି ନାହିଁ । ହେଲେ ଆଜି ଆମେ ଯେଉଁ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ଜାହାକୁ ଜାଣିବା ପରେ ଆପଣ ମାନେ ଚମତ୍କାର ଉପରେ ବିଶ୍ୱାସ କରିବେ । ଏମିତି ଗୋଟିଏ ଘଟଣା ଉତ୍ତର ପ୍ରଦେଶ ର ବୁଲଙ୍ଗାଧର ବୋଲି ସହରରେ ଘଟିଛି । ଏବଂ ଏହି ଘଟଣା ଟି ଘଟିବା ପରେ ପରେ ଲୋକ ମାନେ ଏହି ଘଟଣା କୁ ଦେଖିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଗଲେ । ତେବେ ଆପଣ ମାନେ ବିଶ୍ୱାସ କରନ୍ତୁ ବା ଅନ୍ଧ ବିସ୍ୱାଶ କୁହନ୍ତୁ । ହେଲେ ସ୍ଥାନୀୟ ଲୋକ ମାନେ ଏହାକୁ ଚମତ୍କାର ବୋଲି ମାନନ୍ତି ।

ତେବେ ଘଟଣା ଅନୁସାରେ ବୁଲଙ୍ଗାଧର ସହିତ ରେ ଥିବା ଅନୁପସହର ନାମକ ସ୍ଥାନ ରେ ରହି ଥିବା 70 ବର୍ଷ ର ହନୁମାନ ମୂର୍ତି ହଠାତ୍ କ୍ରମେ ଫାଟିଗଲା । ହେଲେ ଅସଲ ଚମତ୍କାର ର ସେତେ ବେଳେ ଦେଖିବା ପାଇଁ ମିଳିଲା । ଯେଉଁ ସମୟ ରେ ଏହି ମୃତି ଫାଟିଗଲା । ସେମିତି ରେ ଆମ ପାଖରେ ରହି ଥିବା ସୂଚନା ଅନୁସାରେ ଯେଉଁ ସମୟ ରେ ଏହି ହନୁମାନଙ୍କ ମୃତି ଟି ଫାଟି ଜାଇ ଥିଲା । ତେବେ ସେହି ସ୍ଥାନ ରେ ଆଉ ଗୋଟିଏ ହନୁମାନ ଙ୍କ ମୃତି ବାହାରି ଆସିଲା । ସେହି ପରି କ୍ଷେତ୍ର ରେ ଏମିତି ଗୋଟିଏ ଘଟଣା କୁ ଲୋକ ମାନେ ବର୍ତମାନ ସମୟ ରେ ବହୁତ ପରିମାଣ ରେ ଚମତ୍କାର ର ନାମ ଦେଉ ଥିବା ବେଳେ ଲୋକ ମାନେ ଏହାର ପୂଜା ଅର୍ଚ୍ଚନା କରିବାରେ ବର୍ତମାନ ଲାଗିଛନ୍ତି ।

hanumann

ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କହିବୁ ଏହା ଧିମର ଧର୍ମସାଳା ରେ ଅବସ୍ଥିତ ଅଟେ ଯେଉଁ ସମୟ ରେ ଏହି ହନୁମାନ ଙ୍କ ମୃତି କୁ ପୂଜା କରା ଜାଇ ଥିଲା । ଏବଂ ଛୋଲା ର ପଦାର୍ପଣ କରା ଜାଇ ଥିଲା ତେବେ ସେହି ସମୟ ରେ ହଠାତ୍ ଏହି ହନୁମାନଙ୍କ ମୃତି ଭାଙ୍ଗି ଜାଇ ଥିଲା । ତେବେ ଏହା ପରେ ପରେ ଏହି ଘଟଣା ଟି ସଂମ୍ପର୍ଣ୍ଣ ସହତ ରେ ନିଆଁ ବ୍ୟପିବା ଭଳି ବ୍ୟପିଗଲା ଅବେ ଏହି ଠାରେ ଲୋକ ମାନଙ୍କ ବହୁତ ଭୀଡ ଦେଖିବା ପାଇଁ ମିଳୁଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *