ସ୍ତ୍ରୀ ମାନେ ତାଙ୍କ ସ୍ବାମୀ କୁ କୁହନ୍ତି ନାହିଁ ଏହି ୫ ଟି କଥା |

wifee

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଦୁଗଣ ବିବାହ ହେବା ପରେ ଆପଣ ମାନେ ଜାଣି ଥିବେ ଲୋକ ମାନେ ସ୍ୱାମୀ ଏବଂ ସ୍ତ୍ରୀ ମାନେ ନିଜ ନିଜ ମଧ୍ୟ ରେ ପ୍ରତ୍ୟେକ କଥା ସେୟାର କରନ୍ତି । ଏପରି କରିବା ଦ୍ୱାରା ଦୁହିଁଙ୍କ ମଧ୍ୟ ରେ ବିଶ୍ୱାସ ବଢିବା ସହିତ ସଂମ୍ପର୍କ ମଜବୁତ୍ ହୋଇ ଥାଏ । ଏବଂ ସେମାନଙ୍କ ସଂଶାରିକ ଜିବନ ବହୁତ ଖୁସି ରେ ରହି ଥାଏ । ହେଲେ ଆମ ଜିବନ ରେ ଏମିତି କିଛି ଘଟଣା ହୋଇ ଥାଏ ଯାହାକୁ କେବେ ବି ନିଜର ସାଥି ଙ୍କ ସହିତ ବି ସେୟାର କରା ଯାଏ ନାହିଁ । ଏବଂ ଉଭୟ ପତି ଏବଂ ପତ୍ନୀ ଙ୍କ ଉପରେ ଲାଗୁ ହୁଏ । ସେମିତି ରେ ଏହି କଥା ବହୁତ ଲୋକ ମାନଙ୍କ ଠାରୁ ଦେଖିବା ପାଇଁ ମିଳେ କି ଗୋଟିଏ ମହିଳା ଙ୍କ ମନ ଜାଣିବା ବହୁତ କଷ୍ଟ ହୋଇ ଥାଏ । ହେଲେ ଆପଣ ମାନେ କଣ ଜାଣନ୍ତୁ ମହିଳା ମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କ ଠାରୁ ଏହି କଥା କୁ ଲୁଚାଇ ଥାନ୍ତି । ତେବେ ଆସନ୍ତୁ ଆମେ ସେହି କଥା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ପ୍ରଥମେ ହେଉଛି ପୁରୁଣା ପ୍ରେମ ବା ବିବାହ ପୂର୍ବ ରୁ ରହି ଥିବା ପ୍ରେମ ସଂମ୍ପର୍କ ବହୁତ ସମୟରେ ଆଗରୁ ରହି ଥିବା ସଂମ୍ପର୍କ ବିଷୟ ରେ ଯଦି ଆପଣ ମାନଙ୍କ ପାର୍ଟନର୍ ଙ୍କୁ କୁହନ୍ତି । ତେବେ ଆପଣ ମାନଙ୍କ ସଂମ୍ପର୍କ ରେ ଦାଗ ଲାଗି ଯାଏ । ତେଣୁ ଲୁଚାନ୍ତି । ଦ୍ୱତୀୟ ରେ ରହିଛି ଟଙ୍କା । ପ୍ରତ୍ୟେକ ମହିଳା ମାନଙ୍କ ପାଖରେ ଏମିତି କିଛି ଖଜଣା ରହି ଥାଏ ଜାହାକୁ ସେମାନେ ଅନ୍ୟ ଠାରୁ ଲୁଚାଇ ଥାନ୍ତି । ହେଲେ ସେମିତି କ୍ଷେତ୍ର ରେ ବହୁତ ସମୟ ରେ ସ୍ତ୍ରୀ ମାନେ ଟଙ୍କା ଲୁଚାନ୍ତି ଏବଂ ଛୋଟ ବଡ ଅସୁବିଧା ରେ ସେମାନେ ବାହାର କରି ଦିଅନ୍ତୁ ।

ତୃତୀୟ ରେ ରହିଛି ନିଜର ଇଚ୍ଛା ବହୁତ ସମୟ ରେ ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କୁ ନିଜର ଇଚ୍ଛା କୁ ଲୁଚାଇ ଥାନ୍ତି । ଚାରି ରେ ରହିଛି । ନିଜର ରୋଗ ବିଷୟ ରେ ବହୁତ ସମୟ ରେ ସ୍ୱାମୀ ମାନଙ୍କୁ ସ୍ତ୍ରୀ ମାନେ ନିଜର ରୋଗ ବିଷୟ ରେ ଲୁଚାଇ ଥାନ୍ତି । ଏବଂ ସେମାନଙ୍କର ଏହା ସବୁଠୁ ବଡ ଭୁଲ ହୋଇ ଥାଏ । ପଞ୍ଚମ ରେ ରହିଛି ଝିଅ ମାନଙ୍କ କଥା ଝିଅ ମାନେ ନିଜର ସାଙ୍ଗ ମାନଙଅକ କଥା କି ସେମାନଙ୍କ କଥା ବା ସେମାନଙ୍କ ସଖୀ ମାନଙଅକ କଥା କୁ ସବୁ ସମୟ ରେ ଲୁଚାଇ ଥାନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *