ଆଜିଠାରୁ ଏହି 1ଟି ରାଶିରେ ମହାବିପଦ । ଶନି ଦେବଙ୍କର ପଡିବ କୋପ ଦୃଷ୍ଟି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆମେ ମାନେ ଦେଖିଛେ କି ଗ୍ରହ ମାନଙ୍କ ଚଳନ କାରଣ ରୁ ହିଁ ଆମେ ମାନେ ଆମ ମାନଙ୍କ ଜିବନ ରେ ବହୁତ ପରିମାଣ ରେ ଅଦଳ ବଦଳ ଦେଖିବା ପାଇଁ ମିଳି ଥାଏ । କେବଳ ଏହି କାରଣ ରୁ ହିଁ ଆମ ମାନଙ୍କ ଜିବନ ରେ ଦୁଖଃ ଏବଂ ଶୁଖ ର ଆଗମନ ହୋଇ ଥାଏ । ସେହି ପରି ବେଳେ ଶନି ଙ୍କୁ ସବୁ ବେଳେ ନ୍ୟାୟ ଧୀସ ଉପାଧୀ ଦିଆ ଜାଇଛି । ଯିଏ କି ଅନୁଚିତ କୀାର୍ଯ୍ୟ କରୁ ଥିବା ଲୋକ ମାନଙ୍କୁ ଦଣ୍ଡ ଦେବା ସହିତ ସେମାନଙ୍କୁ ଫଳ ପ୍ରଦାନ କରନ୍ତି । ସେମିତି ରେ ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା କି ଏହି ଦିନ ରେ ଶନି ଦେବ ନିଜର ରାଶି ପରିବର୍ତନ କରିବା ପାଇଁ ଯାଉଛନ୍ତି । ସେମିତି କ୍ଷେତ୍ର ରେ ଜାହାର ପ୍ରଭାବ କେବଳ ଗୋଟିଏ ରାଶି ଉପରେ ରହିବା ପାଇଁ ଯାଉଛି ।

ହିନ୍ଦୁ ଧର୍ମ ଅନୁସାରେ ଆମ ଜିବନ ରେ ଯେଉଁ ସବୁ ଖରାପ୍ ଏବଂ ଭଲ ଫଳ ରହିଥାଏ । ତେବେ ତାହା ସବୁ ଶନି ଦେବ ଙ୍କ ଦଶା କାରଣ ରୁ ହିଁ ହୋଇ ଥାଏ । ସେମିତି ରେ କହିବା ପାଇଁ ଚାହିଁବୁ କି ଏହି ମାଘ ମାସ ରେ ଶିନି ଦେବ ଧନୁ ରାଶି କୁ ଛାଡି ମକର ରାଶି ରେ ଜାଇ ବସିଛନ୍ତି । ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି 14 ଜାନୁଆରୀ ରେ ଏମିତି ଧନୁ ରାଶି ରେ ପ୍ରେବଶ କରି ଥିବା ବେଳେ ଏବେ ମକର ରାଶି ଉପରେ ବସିବା ପାଇଁ ଜାଉଛନ୍ତି । ତେବେ ଏହି ପରି କ୍ଷେତ୍ର ରେ କିଛି ରାଶି ମାନଙ୍କ ଉପରୁ ଶନି ଦଶା ଉଠି ଜାଉ ଥିବା ବେଳେ କିଛି ରାଶି ର ଉପରେ ଏହି ଦଶା ର ଆରମ୍ଭ ହେବ ।

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ରାଶି ବିଷୟ ରେ କହୁଛୁ ସେହି ରାଶି ଟି ହେଲା ମକର ରାଶି ଏହି ଦିନ ରେ ଏହି ରାଶି ଉପରେ ମହା ବିପତି ପଡି ପାରେ । ତେବେ ସେହି ପରି ବେଳେ ଏହି ଦିନ ରେ ଶନି ଙ୍କ ଦୃଷ୍ଟି ସବୁ ବେଳେ ଏହି ରାଶି ର ଉପରେ ହିଁ ରହିବା ପାଇଁ ଯାଉ ଥିବା ବେଳେ । ଏମାନଙ୍କ ସବୁ କ୍ଷେତ୍ର ରେ ସାବଧାନ ରହିବା ପାଇଁ ପଡ଼ିବ । ଏବଂ ଏମାନଙ୍କ ଅନାବଶ୍ୟକ ଖର୍ଚ୍ଚ ବଢିବା ସହିତ ଏମାନଙ୍କୁ କେହି ଜଣେ ବହୁତ ହଇରାଣ କରିବେ । ଏହି ସମୟ ରେ ଚାକି୍ରୀ କ୍ଷେତ୍ର ରେ ସମସ୍ୟା ଗୁଡିକ ର ସାମ୍ନା କରିବା ପାଇଁ ପଡ଼ିବ । ଏହି ସମୟ ରେ ଆପଣ ମାନଙ୍କ ଉପରେ ଶନି ମହାଦଶା ର ବିପରିତ ପ୍ରଭାବ ପଡ଼ିବା ପାଇଁ ଯାଉଛି । ତେବେ ଆପଣ ମାନେ ଟିକିଏ ସାବଧାନ ରହିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *