ମହାଦେବଙ୍କୁ କେବେ ବି ଅର୍ପଣ କରନ୍ତୁନାହିଁ ଏହି 5ଟି ଜିନିଷ…।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଜାଣନ୍ତ ରେ ଆମେ ମାନେ ଏମିତି କିଛି ଭୁଲ କରି ବସନ୍ତି ଜାହା ଦ୍ୱାରା ଆମେ ମାନେ ଆମର ଅଘଟଣ କୁ ସଂମ୍ପର୍ଣ୍ଣ ଭାବେ ଡାକି ଆଣି ଥାନ୍ତି । ତେବେ ସେହି ପରି କ୍ଷେତ୍ରରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଦ୍ରବ୍ୟ ବିଷୟ ରେ କହିବା ପାଇଁ ଚାହିଁବୁ ଜାହାକୁ କେବେ ବି ଆପଣ ମାନେ ନେଇ ଶିବ ଠାକୁର ଙ୍କ ପାଖରେ ଅର୍ପଣ କରନ୍ତୁ ନାହିଁ । ଯଦି ଆପଣ ମାନେ ଅର୍ପଣ କରନ୍ତି ବା ପୂଜା କରନ୍ତି । ତେବେ ସୈଭାଗ୍ୟ ବଦଳ ରେ ଦୂର୍ଭାଗ୍ୟ ଆସିବ । ତେବେ ଆସନ୍ତୁ ଜାଣିବା ସେହି ସବୁ ଦ୍ରବ୍ୟ ବିଷୟ ରେ ।

ପ୍ରଥମେ ରହିଛି । ତୁଳସୀ ପତ୍ର । ଆପଣ ମାନଙ୍କୁ ସୂଚନା ଦେବି କି କେବେ ବି ଏହି ତୁଳସୀ ପତ୍ର ବା ଜଟା ରେ ପୂଜା କରନ୍ତୁ ନାହିଁ । ସେହି ପରି ଭାବେ ଦୁଇ ନମ୍ବର ରେ ରହିଛି । କୁକୁମ ଆମେ ମାନେ ବେଳେ ବେଳେ ଚନ୍ଦନ କର୍ପୂର ସହିତ ଏହି କୁକୁଙ୍ମ କୁ ବି ଦେଇ ଥାନ୍ତି ।ତେବେ ସେହି ପରି କ୍ଷେତ୍ର ରେ କେବେ ବି ଶିବ ଭଗବାନ ଙ୍କୁ ଏହି କୁକୁଙ୍ମ ଦିଅନ୍ତୁ ନାହିଁ ନଚେତ୍ ଆପଣ ମାନେ ତାଙ୍କର କୋପ ରୁ ବଞ୍ଚିବେ ନାହିଁ । ସେହି ପରି ବେଳେ କେବେ ବି ଭଗବାନ ଶିବ ଙ୍କୁ ଶଙ୍ଖ ରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହା ମଧ୍ୟ ବହୁତ ବଡ ଭୁଲ ଅଟେ ।

 

ଆମେ ମାନେ ପୂର୍ବ ପୁରୁଷ ଙ୍କ ଶ୍ରାଦ୍ଧ କର୍ମ ରେ ତୀଳ କୁ ଅର୍ପଣ କରି ଥାନ୍ତି । ହେଲେ ସେହି ପରି ବେଳେ କେବେ ବି ଶିବ ଙ୍କ ଠାରେ ଏହି ତୀଳ କୁ ଅର୍ପଣ କରନ୍ତୁ ନାହିଁ । ଆମେ ମାନେ ବହୁତ ସମୟ ରେ ଭଗବାନ ଙ୍କ ପୂଜା ସମୟ ରେ ବିଦାକୀ ରେ ଚାଉଳ କିଛି ମାତ୍ରା ପ୍ରାଦାନ କରି ଥାନ୍ତି । ହେଲେ ଆପଣ ମାନଙ୍କୁ କହି୍ବୁ କି କେବେ ଘବାନଙ୍କ ଶିବ ଏବଂ ଅନ୍ୟ ଦେବତା ଙ୍କ ପାଖରେ କେବେ ବି ଭଙ୍ଗା ହୋଇ ଥିବା ଚାଉଳ ର ଅର୍ପଣ କରନ୍ତୁ ନାହିଁ । ଏହା ଦ୍ୱାରା ଆପଣ ମାନେ ଦୂର୍ଭାଗ୍ୟ ଆଡକୁ ଗତି କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *