ବିସିସିଆଇ ଲିଷ୍ଟରୁ ବାହାରିବା ପରେ କ୍ରିକେଟକୁ ନେଇ କଣ କହିଲେ ଧୋନୀ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ ଧୋନୀ ଙ୍କ କେରିଅର କୁ ନେଇ ବହୁତ ଗୁଡ଼ିଏ ପ୍ରଶ୍ନ ସାମ୍ନା କୁ ଆସି ଥିବା ବେଳେ ଆପଣ ମାନେ ଏହି କଥା କୁ ନିଶ୍ଚିତ ଭାବେ ଜାଣି ଥିବେ କି ଏହି ଦିନ ରେ BCCI ତରଫରୁ ବାର୍ଷିକ କେଟେଲଗ୍ ତିଆରୀ ହୋଇଛି ହେଲେ ସେହି ଥିରେ ଧୋନୀ ଙ୍କ ନାମ ନାହିଁ । ସେମିତି ରେ ଧୋନୀ ଏହି ଦିନ ରେ ଝାଡଖଣ୍ଡ ରେ ଗୋଟିଏ ଷ୍ଟାଡିୟମ୍ ଇନାଗୁ ରେସନ ରେ ନିଜ ବିଷୟ ରେ କିଛି ବି କହି ନାହାଁନ୍ତି । ଏବଂ ସେ ବରଂ ରାଜ୍ୟ ରାଜନୀତି ରେ ପସିବା ପାଇଁ ଚେଷ୍ଟା କରିଛନ୍ତି । ହେଲେ ତେବେ ଶେଷ ହୋଇ ଗଲା କି ଧୋନୀ ଙ୍କ କେରିଅର ଏହି ଦିନ ରେ ଆପଣ ମାନେ ଜାଣି ଥିବେ ଧୋନୀ ଙ୍କ ଅବସର ନେବାକୁ ନେଇ କେତେ ପରିମାଣ ରେ ଚର୍ଚ୍ଚା ସୃଷ୍ଟି ହୋଇ ଥିବା ବେଳେ ଏହି ଘଟଣା ରେ ବହୁତ ପରିମାଣ ରେ ସଢଯନ୍ତ୍ର ଲୁଚି ରହିଛି ବୋଲି ଏହି ଦିନ ରେ ସୂଚନା ଭୂକ୍ତ ହୋଇଛି ।

ତେବେ ଏହି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ସଢଯନ୍ତ୍ର କିଏ ଏବଂ କାହିଁକି କରୁଛି ଏବଂ କେମିତି ଶେଷ ହୋଇ ଗଲା ଦୋନୀ ଙ୍କ କେରିଅର । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଆପଣ ମାନଙ୍କୁ ସୂଚନା ଦେବୁ କି ଗତ ଦୁଇ ଦିନ ତଳେ bcci ନିଜର ବାର୍ଷିତ ଚିଠା ସାମ୍ନା କୁ ଆଣିଥିବାର ଦେଖିବା ପାଇଁ ମିଳିଛି । ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି କି ଏହି ଚିଠା ରେ ପୂର୍ବ କ୍ୟପଟେନ୍ ମାନେ ମହେନ୍ଦ୍ର ସିହଂ ଧୋନୀ ଙ୍କ କୈଣସି ବି ନାମ ନାହିଁ ।

ସେମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଗତ ବର୍ଷ ରେ ଖେଳା ହୋଇ ଥିବା ବିଶ୍ୱକପ୍ ପରେ ଧୋନୀ କହି ଥିଲେ କି ସେ 3 ମାସ ଟିମ୍ ଠାରୁ ଦୂରେଇ ରହିବେ । ଏବଂ ସେମିତି ବେଳେ ସେ ଭାରତୀୟ ସେନା ରେ ଯୋଗ ଦାନ କରିବେ । ହେଲେ ସେମିତି କ୍ଷେତ୍ର ରେ ବର୍ତମାନ ସମୟ ରେ ମାସବିତି ଜାଇ ଥିଲେ ମଧ୍ୟ ଏହି ଦିନ ରେ bcci ବାହାର କରି ଥିବା ବାର୍ଷିକ ନୋଟିସ୍ ରେ ଧୋନୀ ଦଳ ରେ ଖେଳିବାର କୈଣସି ବି ନାମ ରହି ନାହିଁ ।

ଏହି ପରି ବେଳେ ଲାଗୁଛି ଧୋନୀ ନିଜେ ଦଳ ଠାରୁ ଦୂରେଇ ଯିବା ପାଇଁ ଚାହୁଁଛନ୍ତି ବା ତାଙ୍କୁ କିଏ ଏହି ଥିରେ ଫସେଇ ଦେବା ପାଇଁ ଚାହୁଁଛି । ସେମିତି ରେ ଏହି ଦିନରେ ହେଉ ଥିବା ଖେଳ ରେ ନୂଆ ନୂଆ ଯୁବ ଖେଳାଳି ମାନଙ୍କୁ ଯୋଗନ କରା ଜାଉ ଥିବା ବେଳେ କିଛି ପୁରୁଣା ଯେମିତି ହୋରବଜନ୍ ସିହଂ ଏବଂ ଏମ୍ ଏସ୍ ଧୋନୀ ଙ୍କୁ ଦଳ ରୁ ବାଦ୍ ଦିଆ ଜାଇଛି । ଏହି ନେଇ ବର୍ତମାନ ସମୟ ରେ ଫେନ୍ ମାନଙ୍କ ମନ ରେ ଏହା ଲାଗି ରହିଛି କି ଧୋନୀ ଏହି ଦିନ ରେ ଅବସର ନେବା ସମ୍ଭବ ହୋଇ ପାରେ ।

Leave a Reply

Your email address will not be published. Required fields are marked *