ପୁଚୁକୀ ଗାଲୀ ଗୀତ ରେ ପୁଣି ଭାଇରଲ ହେଲା ଏହି କୁନି ଝିଅ ର ଭିଡ଼ିଓ । ଦେଖିଲେ ପ୍ରଶଂସା ନ କରି ରହି ପାରିବେନି

puchuki-gali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି ଜଣେ 90 ଦଶକ ର ଲୋକ ହୋଇ ଥିବେ ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ପୁଚୁକୀ ଗାଲୀ ଗୀତ ସେହି ସମୟ ରେ ନିଶ୍ଚିତ ଭାବେ ସୁଣି ଥିବେ । ତଥା ଆଜିର ଦିନ ରେ ବି ଏହି ଗୀତ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରି ଥାନ୍ତି । ହେଲେ ଯଦି ଆମେ ଆଜିର ଓଡ଼ିଆ ସିନେମା ର ଗୀତ କଥା କହିବା ତେବେ ଆଉ ସେମିତି କିଛି ରହି ନାହିଁ । ଆଜିର ଦିନ ରେ ଯୁବ ପୀଢି ର ଲୋକ ମାନେ ହିନ୍ଦି ଗୀତ ଆଡକୁ ଆକୃଷ୍ଟ ହୋଇଛନ୍ତି । ସେମିତି କ୍ଷେତ୍ର ରେ ଆମେ ଆପଣ ମାନଙ୍କୁ ସେହି ପୁରୁଣା ପୁଚୁକୀ ଗାଲୀ ଗୀତ ରେ ଭାଇରଲ ହୋଇ ଥିବା ଗୋଟିଏ କୁନୀ ପିଲା ବିଷୟ ରେ ଏଠାରେ ସୂଚନା ଦେବା ପାଇଁ ଚାହିଁବୁ କି କି ସେ କେମିତି ଭାବେ ଏହି ଦିନ ରେ ଏହି ଗୀତ ରେ ପ୍ରର୍ଫମ୍ କରି ସେ ବହୁତ ପରିମାଣ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

puchuuu

ଏମିତି ରେ ଏହି ଛୋଟ ପିଲା ବିଷୟ ରେ ଆପଣ ମାନଙ୍କୁ ଆମେ କହିବୁ ତେବେ ,ସେ ଏହି ଦିନ ରେ ଏହି ପୁରୁଣା ପୁଚୁକୀ ଗାଲୀ ଗୀତ କୁ ଗାଈ ସେ ପୁଣି ଥରେ ଜିବନ୍ତ କରି ଦେଇ ଥିବା ର ଲୋକ ମାନଙ୍କ କେମେଣ୍ଚ ରେ ଦେଖିବା ପାଇଁ ମିଳିଛି । ସେମିତି କ୍ଷେତ୍ର ରେ ଆପଣ ମାନେ ଆଜିର ଦିନ ରେ ସୋସିଆଲ ମିଡ଼ିଆ ରେ ବହୁତ ଗୁଡ଼ିଏ ଭିଡିଓ ଭାଇରଲ ହେଉ ଥିବାର ଦେଖିବା ପାଇଁ ପାଉ ଥିବେ । ସେହି ପରି ଏବେ ଏହି ଛୋଟ ପିଲାର ବି ଭିଡ଼ିଓ କୁ ପ୍ରାୟ 8 ଲକ୍ଷ ରୁ ଅଧିକ ଲୋକ ମାନେ ଦେଖି ସାରି ଥିବା ବେଳେ ଆପଣ ମାନେ ତଳେ ନିଶ୍ଚିତ ଭାବେ ଏହି ଭିଡ଼ିଓ କୁ ଦେଖି ପାରିବେ ।

ଏହି ଭିଡ଼ିଓ ରେ ଏହି ଛୋଟ ପିଲା ଟି ନିଜର ଛୋଟ ପାଟି ରେ ଏକ୍ସପ୍ରେସନ୍ ସହିତ ବହୁତ ଭଲ ଭାବେ ଗୀତ କୁ ଗାଉ ଥିବାର ଆପଣ ମାନେ ଦେଖି ପାରିବେ । ହେଲେ ଆଜିର ଦିନ ର କଥା ଆମେ ଯଦି କହିବା ତେବେ ଆଜିର ଯୁବ ପୀଢି ମାନେ ଓଡ଼ିଆ ଗୀତ କୁ ଛାଡି ହିନ୍ଦି ଗୀତ ଆଡକୁ ଯିବା ପାଇଁ ଚାହୁଁଛନ୍ତି । ଆପଣ ମାନେ ଏହି ଛୋଟ ପିଲା ର ଭିଡ଼ିଓ କେମିତି ଲାଗୁଛି ନିଶ୍ଚିତ ଭାବେ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *