ପ୍ରଦୀପ ମହାରଥୀଙ୍କ ଝିଅଙ୍କୁ ବହା ହେବେ ଓଡ଼ିଆ ହିରୋ ଅର୍ଧେନ୍ଦୁ ! ଦେଖନ୍ତୁ ତାଙ୍କ ନୀର୍ବନ୍ଧ ଫଟୋ ଗୁଡିକ

ardhendu-odia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ଶିଘ୍ର ବାହା ହେବାକୁ ଜାଉଛନ୍ତି ଓଲିଉଡ ର ହିରୋ ଅର୍ଧେନ୍ଦୁ । ସେ ଏହି ଦିନ ରେ ପ୍ରଦିପ୍ ମହାରଥୀ ଙ୍କ ଝିଅ କୁ ବାହା ହେବାକୁ ଜାଉଛନ୍ତି । ଏହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ବିବରଣୀ ଦେବା ପାଇଁ ଚାହିଁବୁ ଆସନ୍ତୁ ଜାଣି ନେବା ।

ଆପଣ ମାନେ ଅର୍ଧେନ୍ଦୁ ଙ୍କୁ ବ୍ଲାକ୍ ମେଲ୍ , ଟୋପରୀ , ପରଦେଶୀ ଚଢେଇ ଭଳି ଫିଲ୍ମ ରେ ଦେଖିବା ପାଇଁ ପାଇ ଥିବେ । ତେବେ ସେମିତି କ୍ଷେତ୍ରରେ ବର୍ତମାନ ସମୟ ରେ ଅର୍ଧେନ୍ଦୁ ପିପିଲୀ ର ବିଧାୟକ ଙ୍କ ଝିଅ କୁ ବିବାହ କରିବା ପାଇଁ ଜାଉଛନ୍ତି । ତେବେ ସେମିତି କ୍ଷେତ୍ର ରେ କହିଲେ ପ୍ରଦିପ୍ ମହାରଥୀ ଙ୍କ ଝିଅ ପଲ୍ଲବୀ ଜଣେ ଡାକ୍ତର ଅଟନ୍ତି । ସେ ତାଙ୍କର ଚାରିକୀ ସାରି କରି ବର୍ତମାନ ସମୟରେ ସେ ଗୋଟିଏ ଘୋରଇ ଡାକ୍ତର ଖାନା ରେ ଚାକିରୀ କରିଛନ୍ତି । ତେବେ ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହା ପ୍ରେମ ସଂମ୍ପର୍କ ଅଟେ । ଜାହା ଦୁଇ ବର୍ଷ ପୂର୍ବେ ଏମାନଙ୍କୁ ଗୋଟିଏ ଇଭେଣ୍ଟ ରେ ଦେଖା କରେଇ ଥିଲା ।

pradeep-maha

ତେବେ ସେମିତି କ୍ଷେତ୍ର ରେ ସେମାନଙ୍କ ମଧ୍ୟ ରେ ଅଧିକ ଭାବେ ସଂମ୍ପର୍କ ଗଢି ଉଠି ଥିଲା । ଏବଂ ବର୍ତମାନ ସମୟ ରେ ସେମାନେ ବିବାହ କରିବା ପାଇଁ ଜାଉଛନ୍ତି । ଏହାକୁ ନେଇ ପ୍ରଦିପ୍ ମହାରଥୀ ବହୁତ ଖୁସି ମଧ୍ୟ ରହି ଥିବାର ଦେଖିବା ପାଇଁ ମିଳିଛନ୍ତି । ସେହି ପରି ବେଳେ ପ୍ରଦିପ୍ ମହାରଥୀ ଙ୍କର ଆଉ ଜଣେ ପୁଅ ବି ରହିଛନ୍ତି । ଜାହାଙ୍କ ବିବାହ ବି ବର୍ତମାନ ସମୟ ରେ ସେଷ ହୋଇ ସାରିଛି ।

ardh

ସେହି ପରି ବେଳେ ଏହି ଦିନ ରେ ଏହି ଦୁହିଂଙ୍କ ବିବାହ କୁ ବହୁତ ଧୁମ୍ ଧାମ୍ ରେ କରିବେ ବୋଲି କହିଛନ୍ତି । ତେବେ ସେମିତି ରେ ଆପଣ ମାନଙ୍କୁ ଏହି ପଲ୍ବୀ ଏବଂ ଅର୍ଧେନ୍ଦୁ ଙ୍କ ଯୋଡି କେମିତି ଲାଗୁଛି ଆମକୁ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *