ରାତିରେ ସୋପ୍ନରେ ଭୁତ ଦେଖୁଛନ୍ତି କି ? ଭୂତ ସ୍ୱପ୍ନ ଦେଖିବାର ଅର୍ଥ କଣ ଜାଣନ୍ତୁ……।

ghos

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ବହୁତ ସମୟରେ ଶୋଇବା ସମୟ ରେ ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖି ଥାନ୍ତି । ସେମିତି ବେଳେ ଆମେ ଦେଖି ଥିବାର ସ୍ୱପ୍ନର ଅର୍ଥ ମଧ୍ୟ ରହି ଥାଏ । ଏବଂ ତାହା କେତେ ବେଳେ ଶୁଭ ସଂଙ୍କେତ ଦେଇ ଥାଏ ତ ଆଉ କେତେ ବେଳେ ଏହା ଆପଣ ମାନଙ୍କୁ ଅଶୁଭ ହେବାର ସଂଙ୍କେତ ମଧ୍ୟ ଦେଇ ଥାଏ । ଯଦି ଆମେ ଖରାପ୍ ସ୍ୱପ୍ନ ବିଷୟରେ କହିବୁ ତେବେ ଭୁତ ପ୍ରେତ ଆଦି ସ୍ୱପ୍ନ ଅନ୍ୟତମ ଅଟେ । ବହୁତ ସମୟରେ ଆପଣ ମାନେ ଏହି ପରି ସ୍ୱପ୍ନ ମାନ ଦେଖି ଥାନ୍ତି । ଏହା ଆଦୌ ବି ଶୁଭ ହୋଇ ନ ଥାଏ । ଏହା କେବଳ ଭାବନା ନୁହେଁ ଏହି ସ୍ୱପ୍ନ ଆସିବାର ଅନେକ ଗୁଡ଼ିଏ କାରଣ ରହି ଥାଏ । ତେବେ ଆସନ୍ତୁ ଏହି ସବୁ କାରଣ ଗୁଡ଼ିକ କୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ghoo

ପ୍ରଥମ କାରଣ ହେଲା ଆମେ ଦିନ ସାରା ଜାହା ବି ଭାବି ଥାଉ ତାହାର ଗୋଟିଏ ପ୍ରତି ଫଳନ ଆମେ ଅବାସ୍ଥବ ସ୍ଥିତି ରେ ରାତ୍ରୀ ସମୟ ରେ ସ୍ୱପ୍ନ ରେ ଦେଖି ଥାଉ । ଭୁତ ଆଦି ବିଷୟ ରେ ଭାବିବା ବା ହୋରର୍ ଫିଲ୍ମ ଦେଖିବା ଏହି ସବୁ ର ଅର୍ଥ ହୋଇ ଥାଏ । ସେହି ପରି ବେଳେ କେବେ ଯଦି ଆପଣ ମାନଙ୍କୁ ଭୁତଙ୍କ ବିଷୟ ରେ ସନ୍ଧେହ ଆସି ଥାଏ ଏବଂ ଆପଣ ମାନେ ତାହାକୁ ଦୂର କରି ନ ଥାନ୍ତି । ତେବେ ବି ଆପଣ ମାନଙ୍କୁ ଏମିତି ସ୍ୱପ୍ନ ଆସି ଥାଏ । କଳା ବା ଗାଡ୍ ରଙ୍ଗ ର ପୋଶାକ ପିନ୍ଧି କରି ସୋଇଲେ ମଧ୍ୟ ଆପଣ ମାନଙ୍କୁ ଏମିତି ସ୍ୱପ୍ନ ଆସି ପାରେ ।

gho

ଘର ମାନଙ୍କ ରେ ଯଦି କୈଣସି ହିଂଶ୍ର ଯନ୍ତୁ ମାନଙ୍କର ଫୋଟ ରହି ଥାଏ । ତେବେ ସେମିତି ବେଳେ ଆପଣ ମାନଙ୍କୁ ରାତ୍ରୀ ସମୟ ରେ ଏମିତି ସ୍ୱପ୍ନ ଦେଖିବାର ଆଶଂକା ରହି ଥାଏ । ଯଦି ଆପଣ ମାନଙ୍କୁ ଏମିତି ସ୍ୱପ୍ନ ବାରମ୍ଭାର ଆସୁଛି ତେବେ ଆପଣ ମାନେ ଗୋଟିଏ ଗୃହ ରେ ପାଣି ପୂର୍ଣ୍ଣ ପାତ୍ର ରଖନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ଏମିତି ସ୍ୱପ୍ନ ଆସିବା ବନ୍ଧ ହୋଇ ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *