ଗରୁଡ ପୁରାଣ ଅନୁସାରେ ମାସଂ ଖାଇବା ପାପ କି ପୂର୍ଣ୍ୟ … କଣ କହି ଥାଏ ହିନ୍ଦୁ ଧର୍ମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଖାଦ୍ୟ ଖାଇବା ମନୁଶ୍ୟ ର ଗୋଟିଏ ପ୍ରକାରର କର୍ମ ଅଟେ ଜାହା ନିଜକୁ ବଞ୍ଚେଇବା ପାଇଁ ସେ କରି ଥାଏ । ତେବେ ସେମିତି ବେଳେ ସେ କଣ ଖାଇବ ବା କଣ ନ ଖାଇବ ତାହା ତାର ହିଁ ମର୍ଜି ହୋଇ ଥାଏ । ହେଲେ ଯଦି ଆମେ ହିନ୍ଧୁ ଧର୍ମ ର କଥା କହିବା ତେବେ କିଛି ଲୋକ ମାନେ ମାଂଶା ହାରୀ ମାନଙ୍କୁ ନିଷେଧ ମାନନ୍ତି । ଏବଂ କିଛି ଲୋକ ମାନେ ଏହାକୁ ମାନ୍ୟତା ଦେଇ ଥାନ୍ତି । ସେମିତି ରେ ଯଦି ଆମେ ବେଦ ର ପଠନ କରିବା ତେବେ ଏଠାରେ ଜିବ ହତ୍ୟା ମାନେ ପାପ ବୋଲି ଲେଖା ଜାଇଛି । ଏବଂ ବେଦ ରେ ଏହି କଥା କୁ ବି ଲେଖା ଜାଇଛି କି ମନୁଶ୍ୟ କୁ ପ୍ରତ୍ୟେକ ଜିବ କୁ ପରମତ୍ମାଙ୍କ ତୁଲ୍ୟ ମନ୍ୟତା ଦେବା ଦରକାର ଅଟେ ।

non-veg

ସେମିତି ରେ ବେଦ ରେ ଏହି କଥା ର ବି ମାନ୍ୟତା ରହିଛି କି ମନୁଶ୍ୟ ସବୁ ସମୟ ରେ ଖାଦ୍ୟ ଆକାର ରେ ଗହମ , ଚାଉଲ ର ଏବଂ ଡାଲି ର ସେବନ କରିବା ଦରକାର । କେବେ ବି କୈଣସି ନର ଏବଂ ନାରୀ ଙ୍କ ସହିତ ହିଂସା ନ କରିବା ପାଇଁ । ସେମିତି ରେ ଗାଈ କୁ ଆମର ମାତା ରୂପେ ପ୍ରାମାଣିତ କରା ଜାଇଛି । ଏବଂ ସେମାନଙ୍କ ଦେହ ରେ ସଂମ୍ପର୍ଣ୍ଣ 33 କୋଟି ଦେବା ଦେବୀ ମାନେ ବାସ କରନ୍ତି । ତେଣୁ ସେମାନଙ୍କ ରକ୍ଷ୍ୟା ରେ ହିଁ ଆମର ଉନ୍ନତି ରହିଛି । ସେମିତି ରେ ଏହି କଥା ର ବି ଅବଲମ୍ଭନ ରହିଛି କି । ଆମ ମାନଙ୍କୁ ସବୁ ବେଳେ ସବୁ 4 ଟି ପାଞ୍ଚଟି ଗୋଡ ଥିବା ପଶୁ ପକ୍ଷୀ ମାନଙ୍କ ରକ୍ଷା କରିବା ଆବଶ୍ୟକ ଅଟେ ।

ସେହି ପରି ଭାବେ ଯଦି ଆମେ ଗୀତା ର କଥା କହିବା ତେବେ ଏଠାରେ ଖାଦ୍ୟ କୁ ତିନି ଭାଗ ରେ ବିଭକ୍ତ କରା ଜାଇଛି । ସତ୍ୱ , ରଜ , ଏବଂ ତମ୍ , ଗୀତା ଅନୁସାରେ ଅନ୍ନ ରୁ ହିଁ ତନ ଏବଂ ମନ ବନି ଥାଏ । ତେବେ ଯେ ଯେଉଁ ପରି ଖାଦ୍ୟ ଗ୍ରହଣ କରି ଥାଏ । ତେବେ ସେ ସେମିତି ହିଁ ହୋଇ ଥାଏ । ଯେଉଁ ମନୁଶ୍ୟ ସତ୍ୱତୀକ୍ ଭୋଜନ ଗ୍ରହଣ କରେ ତାର ଭାବନା ବି ପବିତ୍ର ରହି ଥାଏ । ଏବଂ ସେହି ପରି ବେଳେ ମାସଂ ଏବଂ ମଦିରା ଭଳି ଜିନିଷ ଯେଉଁ ମାନେ ଭୋଜନ କରନ୍ତି । ତାହାକୁ ତାମ୍ସିକ୍ ଭୋଜନ ବୋଲି କୁହାଯାଏ । ଏହି ଭୋଜନ କରୁ ଥିବା ଲୋକ ମାନେ ସବୁ ସମୟ ରେ କୁ କର୍ମି ରୋଗୀ ଏବଂ ମନଶୀକ ପ୍ରିଡା ରେ ପଡି ଥାନ୍ତି ।

non-veg2

ସେହି ପରି ଭାବେ ଯଦି ଆମେ ସାତ୍ୱୀକ୍ ଭୋଜନ ବିଷୟ ରେ କହିବା ତେବେ ଏହା ମନ କୁ ଶାନ୍ତ କରିବା ସହିତ ଆପଣ ମାନଙ୍କ ଉର୍ଜା କୁ ବଢେଇ ଥାଏ । ଏବଂ ବଳ ବୃଦ୍ଦି ସ୍ୱାସ୍ଥ ର ସଠିକ୍ ଉର୍ଜା ବଢନ ରେ କ୍ଷେମତା ଦେଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *